Video: ବିଲେଇକୁ କାମୁଡ଼ିବାକୁ ଯାଉଥିଲା ବିଷାକ୍ତ ସାପ, ତା’ପରେ ଏପରି କିଛି ଘଟିଲା, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ

Jagdish Barik Thu, 13 Apr 2023-8:34 pm,

Cat and Snake Viral Video: ସାପ ସହିତ ବିଲେଇର ଲଢେ଼ଇର ଏହି ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଆଇପିଏସ୍ ରୁପିନ ଶର୍ମା ସେୟାର କରିଥିବା ଏହି ଭିଡିଓରେ ୩୯ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି । ଭିଡିଓ ଉପରେ କମେଣ୍ଟ ଦେଇ ଲୋକମାନେ ବିଲେଇର ସାହସକୁ ପ୍ରଶଂସା କରୁଛନ୍ତି । ଆପଣ ଦେଖନ୍ତୁ ଏହି ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link