Heart-touching Video: ବଞ୍ଚି ରହିଛି ମାନବିକତା! ଲୁହା ଗ୍ରିଲରେ ଅଟକି ଯାଇଥିଲା ବିଲେଇର ମୁହଁ, ଏପରି ଜୀବନ ରକ୍ଷା କଲେ ଲୋକେ, ଦେଖନ୍ତୁ ଭିଡିଓ

Jagdish Barik Sat, 25 Mar 2023-4:27 pm,

Heart Touching Video: ଏକ ବିଲେଇ ଉପରେ ମାନବିକତା ଦେଖାଇବାର ଏହି ଭିଡିଓ ଅନେକ ଲୋକଙ୍କ ହୃଦୟକୁ ଛୁଇଁଛି । ଏହି ଚମତ୍କାର ଭିଡିଓକୁ ଆଇଏଏସ୍ ଅଧିକାରୀ ଆୱାନିଶ ଶରଣ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ସେୟାର କରିଛନ୍ତି ଓ କ୍ୟାପସନରେ ଲେଖିଛନ୍ତି, 'ମାନବିକତା ଜୀବନ୍ତ' । ଆପଣ ଦେଖନ୍ତୁ ଏହି ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link