Heartwarming Video: ଭୋକିଲା ପାରାମାନଙ୍କୁ ନିଜ ଖାଦ୍ୟ ଖୁଆଇଲା ଘୋଡା, ବନ୍ଧୁତ୍ୱର ଏପରି ନିଆରା ଉଦାହରଣ ଆପଣ କେବେ ଦେଖିନଥିବେ! ଦେଖନ୍ତୁ ଭିଡିଓ

Jagdish Barik Wed, 22 Mar 2023-3:39 pm,

Horse sharing its snack with pigeons: ନିଜେ ଖାଇବାକୁ ଅନ୍ୟ ସହ ସେୟାର କରିବା ପ୍ରାୟତଃ ବହୁତ କମ ମଣିଷଙ୍କ ପାଖରେ ଦେଖିବାକୁ ମିଳିଥାଏ । ଏହା ଏପରି ଏକ କାର୍ଯ୍ୟ, ଯାହା ଅନ୍ୟମାନଙ୍କ ପ୍ରତି ଦୟା ଓ ଭଲପାଇବାକୁ ସୂଚାଇଥାଏ । ବର୍ତ୍ତମାନ ଅନଲାଇନରେ ଭାଇରାଲ ହେଉଥିବା ଏକ ଭିଡିଓରେ ଏକ ଘୋଡା ନିଜ ଖାଦ୍ୟକୁ କପୋତ ମାନଙ୍କୁ ଦେଉଥିବା ଦେଖାଯାଉଛି, ଯାହା ଲୋକଙ୍କ ହୃଦୟକୁ ଛୁଇଁଛି । ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link