VIDEO: ପ୍ରଥମେ ଲୁଚି ଆକ୍ରମଣ କଲା ବାଘ, ଖସିଯିବା ପାଇଁ ନଦୀ ଭିତରକୁ ଡେଇଁଲା ହରିଣ, ବାଘ ମଧ୍ୟ ପାଣିକୁ ଡେଇଁଲା, ଆଉ ତାପରେ...

ଜୀ ଓଡ଼ିଶା ଡେସ୍କ Sat, 20 May 2023-10:49 pm,

Tiger Attack on deer: ଏହି ଭଡ଼ିଓରେ ଆପଣ ଦେଖିପାରିବେ ଯେ ବାଘଟି ପ୍ରଥମେ ଲୁଚି ହରିଣ ଉପରେ ଆକ୍ରମଣ କରୁଛି, ହରିଣଟି ଖସିଯିବାକୁ ପାଇଁ ନଦୀ ଭିତରକୁ ଡେଇଁପଡୁଛି, ବାଘ ମଧ୍ୟ ନଦୀକୁ ଡେଇଁ ପଡୁଛି, ଏହାପରେ ଯାହା ଘଟିଲା, ଆପଣ କେବେବି ବିଶ୍ୱାସ କରିପାରିବେ ନାହିଁ । ଦେଖନ୍ତୁ ଏହି ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link