Viral Video: ରାଜା ଦଶରଥଙ୍କ ରେକର୍ଡ ଭାଙ୍ଗିଲେ ଯୁବକ! ଏକା ଥରକରେ କଲେ ଚାରି ଝିଅଙ୍କୁ ବିବାହ, ଭିଡିଓ ଭାଇରାଲ୍

Jagdish Barik Wed, 06 Dec 2023-7:48 pm,

Bride Groom Viral Video: ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳେ ଯେ ଜଣେ ବର ନିଜର ଚାରି କନିଆଁ ସହିତ ଏକ ସାତଫେରା ନେଉଛନ୍ତି । ବର ଆଗରେ ଯାଉଛନ୍ତି ଓ ସମସ୍ତ କନିଆଁ ତାଙ୍କୁ ଅନୁସରଣ କରୁଛନ୍ତି । ଏହି ଭିଡିଓ ଦେଖିବା ପରେ ଲୋକମାନେ ନିଜ ଆଖିରେ ବିଶ୍ୱାସ କରିପାରୁ ନାହାଁନ୍ତି । ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସେୟାର କରାଯାଇଛି । ଏହାଉପରେ ଅନେକ ଲୋକ ନିଜର କମେଣ୍ଟ ମଧ୍ୟ ଦେଉଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି ରାଜା ଦଶରଥଙ୍କ ରେକର୍ଡ ଭାଙ୍ଗିଦେଲେ ଯୁବକ! ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link