VIDEO: ବିବାହରେ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇଲେ ପରିବାର, ଗୋଟେଇବା ପାଇଁ ଲୋକଙ୍କ ମଧ୍ୟରେ ଲଢ଼େଇ

Jagdish Barik Sun, 19 Feb 2023-5:44 pm,

Viral Video: ଗୁଜୁରାଟର (Gujarat) ମେହସାନାର ଏକ ଭିଡିଓ ସୋସିଆଲ ମିଡିଆରେ (Social Media) ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ବିବାହରେ ନୋଟ ଉଡାଯାଉଛି । ବିବାହ ରୀତିନୀତି ସମୟରେ, ବରଙ୍କ ସମ୍ପର୍କୀୟମାନେ ନୋଟ୍ ବର୍ଷା କରାଇଥିଲେ, ଯାହାକୁ ଲୋକମାନେ ସଂଗ୍ରହ କରିବାକୁ ଭିଡ଼ ଜମାଇଥିଲେ । ନୋଟ୍ ସଂଗ୍ରହ କରିବାକୁ ଏକତ୍ରିତ ହୋଇଥିବା ଲୋକ ପରସ୍ପର ସହ ମଧ୍ୟ ଲଢୁଥିଲେ । ଆକାଶରୁ ଖାଲି ୧୦୦ ରୁ ୫୦୦ ଟଙ୍କା ନୋଟଗୁଡିକ ଖସୁଥିଲେ । ଦେଖନ୍ତୁ ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link