ପତ୍ନୀଙ୍କ ଦରମା ବିଳମ୍ବକୁ ନେଇ ପ୍ରଶ୍ନ ପଚାରିବାରୁ ଧମକ ଦେଲେ ମନ୍ତ୍ରୀ, ଦେଖନ୍ତୁ Video

Jagdish Barik Wed, 15 Feb 2023-6:00 pm,

Minister Vijay Shah threaten Video: ଖଣ୍ଡୱାଠାରେ ବିକାଶ ଯାତ୍ରା ସମୟରେ ମଧ୍ୟପ୍ରଦେଶ ରାଜ୍ୟ ଜଙ୍ଗଲ ମନ୍ତ୍ରୀ ବିଜୟ ଶାହାଙ୍କ ଜଣେ ବ୍ୟକ୍ତିଙ୍କୁ ଧମକ ଦେଉଥିବା ଭିଡିଓ ଭାଇରାଲ ହୋଇଛି । ଭିଡିଓଟି ଅସ୍ପଷ୍ଟ ଓ ଦେଖାଯାଉଛି ଯେ ବ୍ୟକ୍ତି ଜଣକ ଏହାକୁ ଲୁଚି ସୁଟ୍ କରିଛନ୍ତି । ଅଙ୍ଗନୱାଡି କର୍ମୀ ଭାବରେ କାର୍ଯ୍ୟ କରୁଥିବା ତାଙ୍କ ପତ୍ନୀଙ୍କ ଦରମା ବିଳମ୍ବ ଉପରେ ପ୍ରଶ୍ନ କରିବାରୁ ଯୁବକଙ୍କୁ ମନ୍ତ୍ରୀ ଧମକ ଦେଇଥିଲେ ଯେ ତାଙ୍କର ଲକଅପରେ ପୁରେଇ ପୋଲିସ ତାଙ୍କ ହିପ୍ସ ଭାଙ୍ଗିଦେବ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link