ଭିଡିଓ: ଖାଲିସ୍ତାନୀ ନେତା ଅମୃତପାଲ ସିଂ ସମର୍ଥକଙ୍କ ଆତଙ୍କ! ଖଣ୍ଡା ଓ ବନ୍ଧୁକ ସହିତ ପୋଲିସ ପୋଷ୍ଟକୁ କଲେ ଆକ୍ରମଣ

Jagdish Barik Thu, 23 Feb 2023-5:41 pm,

ପଞ୍ଜାବ ନ୍ୟୁଜ୍: ଖାଲିସ୍ତାନର ଜଣେ ନେତା ତଥା 'ୱାରିସ୍ ପଞ୍ଜାବ ଦେ'ର ମୁଖ୍ୟ ଅମୃତପାଲ ସିଂଙ୍କ ହଜାର ହଜାର ସମର୍ଥକ ଅମୃତସରର ଅଜନାଲା ପୋଲିସ ଷ୍ଟେସନ ବାହାରେ ହିଂସା ପ୍ରଦର୍ଶନ କରିଥିଲେ । ଖଣ୍ଡା ଓ ବନ୍ଧୁକ ସହିତ ପୋଲିସର ବ୍ୟାରିକେଡ ଅଜନାଲା ପୋଲିସ ଷ୍ଟେସନ ବାହାରେ ସମର୍ଥକଙ୍କ ଦ୍ୱାରା ଭାଙ୍ଗିଯାଇଛି । ଏହି ସମୟରେ ସମର୍ଥକମାନେ ମଧ୍ୟ ପୋଲିସ ଉପରକୁ ପଥର ଫିଙ୍ଗିଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link