ଋଷଭ ପନ୍ତଙ୍କୁ ନେଇ ଉର୍ବଶୀ କହିଲେ କିଛି ଏପରି କଥା, ପ୍ରଶଂସକ ଦେଉଛନ୍ତି ଜୋରଦାର ପ୍ରତିକ୍ରିୟା: ଦେଖନ୍ତୁ Video

Jagdish Barik Fri, 17 Feb 2023-7:26 pm,

Urvashi Rautela On Rishabh Pant Video: ଏହି ଭିଡିଓରେ, ଜଣେ ବ୍ୟକ୍ତି ଉର୍ବଶୀଙ୍କୁ ଋଷଭଙ୍କ ଋକଭରି ଫଟୋ  ଦେଖିଛନ୍ତି କି ନାହିଁ ପଚାରିଥିଲେ, ଯେଉଁ ସମୟରେ ଉର୍ବଶୀ ଚାଲିଯିବାକୁ ଚେଷ୍ଟା କରୁଛନ୍ତି । ଏହା ପରେ ଉର୍ବଶୀ ପ୍ରଥମେ 'କେଉଁ ଫଟୋ' କୁହନ୍ତି । ଓ ତା'ପରେ ସେ ଜବାବ ଦିଅନ୍ତି ଯେ 'ହଁ, ସେ ଆମ ଦେଶ ପାଇଁ ମୂଲ୍ୟବାନ' । ଭାରତ ପାଇଁ ଗର୍ବ । ଏଥିପାଇଁ 'ମୋର ପ୍ରାର୍ଥନା ତାଙ୍କ ସହିତ ଅଛି' ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link