Viral Video: ରାଜ୍ୟରେ ଚହଳ ପକାଇଛି ପାଣ୍ଡିଆନଙ୍କୁ ନେଇ ଆସିଥିବା `ଲକ୍ଷ୍ମୀ ପୁରାଣ`, ଆପଣ ଦେଖିଛନ୍ତି କି ଏହି ଭିଡିଓ ?

Jagdish Barik Wed, 27 Sep 2023-3:55 pm,

Viral Video On Vk Pandian: ସୋସିଆଲ ମିଡିଆରେ ୫ଟି ସଚିବ ପାଣ୍ଡିଆନଙ୍କୁ ନେଇ ଏକ ଭିଡିଓ ଜୋରଦାର ଭାଇରାଲ ହେଉଛି । ଏହି ଭଡିଓରେ ଆପଣ ଦେଖିପାରିବେ ଯେ ଜଣେ ମହିଳା ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ନେଇ ଏକ ଗୀତ ଗାଉଛନ୍ତି, ଯାହା ସମ୍ଫୂର୍ଣ୍ଣ ଲକ୍ଷ୍ମୀ ପୁରାଣ' ପରି । ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରଯାଇଛି । ଯାହା ଉପରେ ଲୋକମାନେ ବହୁତ ଲାଇକ୍ ଓ କମେଣ୍ଟ କରୁଛନ୍ତି । ଆପଣ ମଧ୍ୟ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହେବେ । ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link