Amazing Video: ଶାଢ଼ୀ ପିନ୍ଧି ସମୁଦ୍ରରେ କିଟବୋର୍ଡିଂ କଲେ ମହିଳା; ଭିଡିଓ ଦେଖି ଲୋକେ କହୁଛନ୍ତି - `ନାରୀ ନୁହେଁ ସେ ନାରାୟଣୀ`

Jagdish Barik Wed, 19 Jul 2023-3:29 pm,

Saree-Clad Kiteboarding Video: ଯେଉଁମାନେ ଭାବନ୍ତି ଯେ ଶାଢ଼ୀରେ ମହିଳାମାନେ କ୍ରୀଡା କାର୍ଯ୍ୟକଳାପ କରିପାରିବେ ନାହିଁ, ସେମାନେ ନିଶ୍ଚିତ ଭାବରେ ଏହି ଭିଡିଓ ଦେଖିବା ଉଚିତ୍ । ଭିଡିଓରେ ଜଣେ ମହିଳା ଶାଢ଼ୀ ପିନ୍ଧି ଚମତ୍କାର କିଟବୋର୍ଡିଂ କରୁଥିବାର ଦେଖିବାକୁ ମିଳୁଛି । ସୋସିଆଲ ମିଡ଼ିଆରେ ଏହି ଭଡ଼ିଓଟି ଜୋରଦାର ଭାଇରଲ ହେଉଛି ।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link