WhatsApp Feature: କ`ଣ ଏହି ହ୍ୱାଟସ ଆପର ‘ଅଲଟରନେଟ୍ ପ୍ରୋଫାଇଲ୍’ ଫିଚର, ଜାଣନ୍ତୁ କେମିତି କରିବେ ବ୍ୟବହାର

ରଶ୍ମିତା ସାହୁ Thu, 02 Nov 2023-6:49 pm,

ହ୍ବାଟସ ଆପରେ ଏକ ନୂଆ ଫିଚର ଲଞ୍ଚ ହୋଇଛି । ଯାହାର ନାଁ ହେଉଛି ‘ଅଲଟରନେଟ୍ ପ୍ରୋଫାଇଲ୍’ । ଏହି ଫିଚର ଦ୍ବାରା ବ୍ୟବହାରକାରୀ ମାନେ ଦୁଇଟି ଭିନ୍ନ ଭିନ୍ନ ପ୍ରୋଫାଇଲ ତିଆରି କରି ପାରିବେ । ଯେଉଁଥିରେ ସେମାନେ ଭିନ୍ନ ଭିନ୍ନ ଫଟୋ, ଷ୍ଟାଟସ ଏବଂ ସମ୍ପର୍କ ଦେଖାଇ ପାରିବେ । ଏଥିରେ ବ୍ୟବହାରକାରୀ ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ପାଇଁ ମଧ୍ୟ ଦୁଇଟି ଆକାଉଣ୍ଟ ଖୋଲି ପାରିବେ । ଏହି ଫିଚର ଏବେ ଡ଼େଭଲପମେଣ୍ଟ ଫେଜରେ ଅଛି କିନ୍ତୁ ଖୁବଶୀଘ୍ର ଏହା ଆସିଯିବ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link