Cause of hormonal imbalance: ହରମୋନ ଅସନ୍ତୁଳନ ହେବାର କାରଣ କଣ ଏବଂ ଲକ୍ଷଣ କଣ ?

ପ୍ରିୟମ୍ବଦା ରଣା Tue, 10 Oct 2023-7:56 pm,

Hormonal imbalance: ସୁସ୍ଥ ରହିବା ପାଇଁ ହେଲେ ଶରୀରରେ ହରମୋନର ସନ୍ତୁଳନ ରହିବା ନିହାତି ଆବଶ୍ୟକ । ହରମୋନ ଇମବାଲାନ୍ସ ହେଲେ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଦିଏ । ଦୁର୍ବଳ ଲାଗିବା ଠାରୁ ଆରମ୍ଭ କରି ଚିଡ଼ଚିଡ଼ା ଲାଗିବା ପର୍ଯ୍ୟନ୍ତ ସମସ୍ୟା ଆସିଥାଏ । ଏମିତିରେ ମହିଳା ମାନଙ୍କ କ୍ଷେତ୍ରରେ ଗର୍ଭାବସ୍ଥା, ମେନୋପୋଜ୍ ଏବଂ ଋତୁସ୍ରାବ ସମୟରେ ହରମୋନ୍ ଇମବାଲାନ୍ସ ହୋଇଥାଏ । କିନ୍ତୁ ଆଜିକାଲି ଲାଇଫ୍ ସ୍ଟାଇଲର ପରିବର୍ତ୍ତନ ପାଇଁ ଅଧିକ ସମସ୍ୟା ଦେଖାଯାଉଛି । ହରମୋନ ସନ୍ତୁଳନ ବଜାୟ ରଖିବା ପାଇଁ ଦିନଚର୍ଯ୍ୟା ଏବଂ ଖାଇବା ପିଇବାରେ କିଛି ପରିବର୍ତ୍ତନ କରାଯାଇ ପାରିବ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link