Gold Ship: କାହାକୁ ମିଳିବ ୧୦୦ କୋଟି ଡଲାର ମୂଲ୍ୟର ସୁନା ?

ରଶ୍ମିତା ସାହୁ Mon, 13 Nov 2023-7:39 pm,

ଦୁନିଆର ଅନ୍ୟତମ ମୂଲ୍ୟବାନ ଜାହାଜର ଧ୍ୱଂସାବଶେଷର ସନ୍ଧାନ ପାଇଁ ପୁଣି ଥରେ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। ବ୍ରିଟେନର ଉପକୂଳରେ ସମୁଦ୍ର ଗର୍ଭରେ ପାଖାପାଖି ୪ଶହ ବର୍ଷ ତଳେ ଜଳ ସମାଧି ନେଇଥିବା ଜାହାଜକୁ ଖୋଜିବା ଉଦ୍ୟମ ଆଉ ଥରେ ଆରମ୍ଭ ହୋଇଚି । ବୁଡି ଯାଇଥିବା ଏହି ଜାହଜ କଥା କିମ୍ବଦନ୍ତିରେ 'ସମୁଦ୍ରର ଏଲ୍ ଡୋରାଡୋ' ଭାବେ ପରିଚିତ । କୁହାଯାଏ ଯେ, ଜଳ ସମାଧି ନେଇଥିବା ସେହି ଜାହଜରେ ପାଖାପାଖି ୧ ଶହ କୋଟି ପାଉଣ୍ଡ ମୂଲ୍ୟର ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଥିଲା । ଶହ ଶହ ବର୍ଷ ଧରି ଗୁପ୍ତଧନ ସନ୍ଧାନୀ ସେହି ଜାହଜକୁ ଖୋଜିବା ପାଇଁ ଉଦ୍ୟମ କରି ଆସୁଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link