Stroke Possibility: କାହିଁକି ବଢୁଛି ବ୍ରେନ୍ ସହ ହାର୍ଟ ଷ୍ଟ୍ରୋକ୍, ଜାଣନ୍ତୁ କେମିତି କରିବେ ଉପଚାର

ରଶ୍ମିତା ସାହୁ Tue, 17 Oct 2023-4:00 pm,

ବିଶ୍ୱସ୍ତରରେ ଷ୍ଟ୍ରୋକ୍ କାରଣରୁ ମୃତ୍ୟୁ ସଂଖ୍ଯା ଦିନକୁ ଦିନ ବଢି ଚାଲିଛି । ୨୦୧୯ରେ ଭାରତରେ ୧୩ ଲକ୍ଷ ବ୍ୟକ୍ତି ଷ୍ଟ୍ରୋକର ଶିକାର ହୋଇଥିଲେ ।ହାର୍ଟ୍ ଷ୍ଟ୍ରୋକ୍ ମାମଲାରେ ଭାରତ ଦକ୍ଷୀଣ ଏସିଆରେ ପ୍ରଥମ ସ୍ଥାନରେ ରହିଛି । ୨୦୫୦ ବେଳକୁ ଷ୍ଟ୍ରୋକ କାରଣରୁ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୯୭ ଲକ୍ଷ ହେବ ବୋଲି ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଅନୁମାନ । ଭାରତରେ ୨୦୧୯ରେ ୧୩ ଲକ୍ଷ ବ୍ୟକ୍ତି ଷ୍ଚ୍ରୋକରେ ପ୍ରାଣ ହରାଇବାକୁ ଆପୋଲୋ ହସ୍ପିଟାଲର ଡକ୍ଟର ସୁଧିର କୁମାର ଗମ୍ଭୀରତାର ସହିତ ଦେଖନ୍ତି । ତାଙ୍କ ଅନୁସାରେ କିଛି ରିସ୍କ ଏମିତି ରହିଛି ଯାହାକୁ ଆମେ ନିୟନ୍ତ୍ରିତ କରି ପାରିବା ନାହିଁ କିନ୍ତୁ କିଛି ନିରାକରଣ ଓ ପରିବର୍ତ୍ତନୀୟ ରିସ୍କକୁ ସାଧାରଣତଃ ଲୋକ ଜାଣିଶୁଣି ନଜରଅନ୍ଦାଜ କରନ୍ତି ଯାହା ଆଗକୁ ବିପଦର କାରଣ ହୋଇଥାଏ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link