Puri Accident: ପୁରୀରେ ଅଘଟଣ, ମନ୍ଦିର ସାମ୍ନାରେ ବସିଥିବା ଭକ୍ତଙ୍କ ଅଣ୍ଟା ଉପରେ ଚଢିଗଲା କାର୍

Rashmita Sahoo Thu, 29 Aug 2024-1:13 pm,

ବଡ଼ଦାଣ୍ଡରେ ଭକ୍ତଙ୍କ ଉପରେ ଚଢ଼ିଗଲା ଗାଡି. ବଡ଼ଦାଣ୍ଡରେ ମାଉସୀମା ମନ୍ଦିର ନିକଟରେ ରାସ୍ତା ଉପରେ ବସିଥିବା ବେଳେ ଜଣେ ଭକ୍ତଙ୍କ ଉପରେ ଚଢ଼ାଇଦେଲା winger ଗାଡି। ତାଙ୍କ ଅଣ୍ଟା ଉପରେ ଚଢି ଯିବାରୁ ଗୁରୁତର ଅବସ୍ଥାରେ ପୁରୀ ମେଡ଼ିକାଲ କୁ ନିଆଯାଇଛି.

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link