Turtle Attacks Woman Video: ତୃଷାର୍ତ୍ତ କଇଁଛକୁ ପାଣି ଦେଇ ଶୋଷ ମେଣ୍ଟାଉଥିଲେ ମହିଳା; ଛୋଟ ଜୀବଟି ହଠାତ୍ କଲା ଆକ୍ରମଣ, ଦେଖନ୍ତୁ ଏହି ଭିଡିଓ

Jagdish Barik Fri, 12 May 2023-6:48 pm,

Turtle Attacks Woman Video: ଏହି ଭିଡିଓ ଦେଖି ଲୋକମାନେ ବିଶ୍ୱାସ କରିପାରୁ ନୁହଁନ୍ତି ଯେ ଏକ ଛୋଟ ଶାନ୍ତ ପଶୁ କଇଁଛ ମଧ୍ୟ ଏହିପରି ଆକ୍ରମଣ କରିପାରିବ । ମହିଳା ଜଣକ ନିଜ ବୋତଲରେ ଥିବା ପାଣି ଦେଇ କଇଁଛର ଶୋଷ ମେଣ୍ଟାଉଥିଲେ, କିନ୍ତୁ କିଛି କ୍ଷଣପରେ ମହିଳାଙ୍କୁ ଡେଇଁପଡି ଆକ୍ରମଣ କରିଥିଲା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link