PAK VS SL: ପାକିସ୍ତାନକୁ ସମର୍ଥନ କରି `ହାଇଦ୍ରାବାଦବାସୀ` ଦେଲେ ନାରା, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

Jagdish Barik Wed, 11 Oct 2023-2:42 pm,

World Cup 2023: PAK VS SL, ଭାରତରେ ଯଦି ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦିଆଯାଏ ତେବେ ଏହା ନିଶ୍ଚିତ ଭାବେ ଏକ ବଡ ପ୍ରସଙ୍ଗ ହୋଇଯାଏ । ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷ ବିଶ୍ୱକପ୍‌ର ଅଷ୍ଟମ ମ୍ୟାଚ୍‌ରେ ମଧ୍ୟ ସମାନ ଘଟଣା ଘଟିଛି । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶ୍ରୀଲଙ୍କା ଦେଇଥିବା ଏକ ବଡ଼ ଟାର୍ଗେଟକୁ ପାକିସ୍ତାନ କ୍ରିକେଟ୍ ଦଳ ଯେତେବେଳେ ପିଛାକରୁଥିଲା । ଏହି ସମୟରେ “ଜିତେଗା ଭାଇ ଜିତେଗା ପାକିସ୍ତାନ ଜିତେଗା” ଭଳି ସ୍ଲୋଗାନ ଷ୍ଟାଡିୟମରେ ଦିଆଯାଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link