WPL 2023: ପ୍ରଥମେ ଆରସିବିକୁ ଧୋଇଲେ, ପରେ ଭାଙ୍ଗଡା ଡ୍ୟାନ୍ସ କଲେ ଜେମିମା ରୋଡ୍ରିଗୁସ୍, ଦେଖନ୍ତୁ ଭିଡିଓ

Jagdish Barik Sun, 05 Mar 2023-10:21 pm,

Jemimah Rodrigues Bhangra Video: ବାଙ୍ଗାଲୋରର ବ୍ୟାଟିଂ ସମୟରେ ଜେମିମା ବାଉଣ୍ଡ୍ରି ପାଖରେ ଜଗିଥିଲେ । ଏହି ସମୟରେ 'ରଙ୍ଗ ଦେ ବସନ୍ତୀ' ଗୀତ ବାଜୁଥିଲା ଓ ହଠାତ୍ ଦିଲ୍ଲୀର ଷ୍ଟାର ବ୍ୟାଟ୍ସମ୍ୟାନ୍ ପ୍ରଶଂସକଙ୍କ ଆଡକୁ ଯାଇ ଭାଙ୍ଗଡା ଡ୍ୟାନ୍ସ କରିବା ଆରମ୍ଭ କରିଥିଲେ । କିଛି ସେକେଣ୍ଡ ନୃତ୍ୟ କରିବା ଓ ପ୍ରଶଂସକଙ୍କ ଉତ୍ସାହ ବଢାଇବା ପରେ ସେ ଫିଲ୍ଡିଂ କରିବାକୁ ଫେରିଯାଇଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link