Cricket Stumping Video: ୱିକେଟ୍ କିପର ଜଣେ ବ୍ୟାଟ୍ସମ୍ୟାନଙ୍କୁ ଏପରି ଷ୍ଟମ୍ପିଂ କରିବା କେବେବି ଦେଖି ନ ଥିବେ! ଦେଖନ୍ତୁ `ସର୍ବକାଳୀନ ସର୍ବଶ୍ରେଷ୍ଠ ଷ୍ଟମ୍ପିଂ`

Jagdish Barik Tue, 21 Mar 2023-4:13 pm,

Cricket Stumping Video: ଧୋନି ନିଜ କ୍ୟାରିୟରରେ ଏକାଧିକ ଷ୍ଟମ୍ପିଂ କରିଛନ୍ତି, ଧୋନିଙ୍କ ଦ୍ୱାରା କରାଯାଇଥିବା ଷ୍ଟମ୍ପିଂ ଆଶ୍ଚର୍ଯ୍ୟଜନକ ଥିଲା । ଏମଏସ ଧୋନି ନିଜ ୱିକେଟ୍ କିପିଂ ମାଧ୍ୟମରେ ବ୍ୟାଟ୍ସମ୍ୟାନମାନଙ୍କୁ ଅନେକ ଉପାୟରେ ଷ୍ଟମ୍ପିଂ କରିଛନ୍ତି । କିନ୍ତୁ ଆଜି ଆମେ ଏକ ଅନନ୍ୟ ଷ୍ଟମ୍ପିଂ ଆପଣଙ୍କୁ ଦେଖାଉଛୁ । ଯାହାକୁ ଦେଖି କ୍ରିକେଟ ଜଗତ କହୁଛି ଏହା 'ସର୍ବକାଳୀନ ସର୍ବଶ୍ରେଷ୍ଠ ଷ୍ଟମ୍ପିଂ' । ଦେଖନ୍ତୁ ଏହି ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link