Video: ଲେବଲ କ୍ରସିଂରେ ଏମିତି କଲେ ଯୁବକ, ଭିଡିଓ ହେଲା ଭାଇରାଲ

ସୌଭାଗ୍ୟ ରଞ୍ଜନ ମିଶ୍ର Sat, 31 Aug 2024-2:57 pm,

Video: ଜଣେ ଯୁବକଙ୍କ ଏକ ନିଆରା ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି । ଯୁବକ ଜଣକ ନିଆରା ଶୈଳୀରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଛନ୍ତି । ଏହି ଭିଡିଓଟି  ବର୍ତ୍ତମାନ ଇନଷ୍ଟାଗ୍ରାମରେ ଦର୍ଶକଙ୍କର ପସନ୍ଦ ପାଲଟିଛି । ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଥିବା ଦେଖିବାକୁ ମିଳିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link