Astro Tips For Finger: ସାମ୍ନା ବାଲା ଆଗରେ ଆପଣଙ୍କ ରାଜ୍ ଖୋଲିଦେବ ଆପଣଙ୍କ ଆଙ୍ଗୁଠି

ରଶ୍ମିତା ସାହୁ Sat, 30 Sep 2023-4:26 pm,

ମନକଥା,ଶକ୍ତି,ଗୁପ୍ତରୋଗ,ଶତ୍ରୁ-ମିତ୍ର,ଆୟୁଶ,ଆତ୍ମଶକ୍ତି ଆଦିର ଖୋଲା ବହି କହିଲେ ଭୁଲ ହେବ ନାହିଁ ।ବୁଢା ଆଙ୍ଗୁଠିର ସମ୍ପର୍କ ମସ୍ତିଷ୍କ ସହିତ ରହିଛି । ହାତର କାର୍ଯ୍ୟକ୍ଷମତାର କେନ୍ଦ୍ର ହେଉଛି ବୁଢା ଆଙ୍ଗୁଠି । ପ୍ରତ୍ୟକ ବ୍ୟକ୍ତିଙ୍କ ଆଙ୍ଗୁଠିରେ ଥିବା ରେଖ ମାତୃଗର୍ଭରୁ ହିଁ ସୃଷ୍ଟି ହୋଇଥାଏ । ଗର୍ଭବାସ୍ଥାର ଚତୁର୍ଥ ମାସରୁ ଆଙ୍ଗୁଠିର ରେଖା ସବୁ ସୃଷ୍ଟି ହୁଏ । ଯେଉଁ ରେଖା ସବୁ ମୃତ୍ଯୁ ପର୍ଯ୍ୟନ୍ତ ରହିଥାଏ । ସେଥିପାଇଁ ଅପରାଧୀକୁ ଚିହ୍ନଟ କରିବା ପାଇଁ ଫିଙ୍ଗର ପ୍ରିଣ୍ଟ୍ ନିଆଯାଇଥାଏ । ପୁରାତନ କାଳରେ କୌଣସି ବ୍ୟକ୍ତିଙ୍କୁ ଚାକିରିରେ ନିଯୁକ୍ତି ସମୟରେ ବ୍ୟକ୍ତିଙ୍କ ଆଙ୍ଗୁଠି ଦେଖାଯାଉଥିଲା । କାରଣ ଲୋକଙ୍କ ଆଙ୍ଗୁଠି ସେମାନଙ୍କ ବ୍ଯକ୍ତିତ୍ୱ କଥା କୁହେ ବୋଲି ବିଶ୍ୱାସ ଥିଲା ।ମଣିଶର ମୃତ୍ଯୁର କିଛି ସମୟ ପୂର୍ବରୁ ହାତର ବୁଢା ଆଙ୍ଗୁଠି ନିର୍ଜିବ ବା ନିଷ୍ପ୍ରାଣ ହୋଇଯାଏ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link