Rupa Bhauja Video: ଦୁର୍ଗାଷ୍ଟମୀରେ ଭାଇରାଲ ହେଲା ଓଡ଼ିଶାର ଭାଇରାଲ ରୂପା ଭାଉଜଙ୍କ ଭିଡିଓ
Rupa Bhauja Video: ରାଜ୍ୟରେ ସୋସିଆଲ ମିଡିଆ ଇନଫ୍ଲୁଏନସର ଭାବେ ବେଶ ଜଣାଶୁଣା ରୂପା ଭାଉଜ। ଅର୍ଥାତ୍ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସର ଲେଡି ଫେମ ହେଉଛନ୍ତି ରୂପା। ଘରୋଇ ଜୀବନର ଅନେକ ଭିଡିଓରେ ଚର୍ଚ୍ଚାକୁ ଆସିଥିବା ଏହି ଦମ୍ପତ୍ତି ଏବେ ଆଲବମରେ ବି ନଜର ଆସୁଛନ୍ତି। ତେବେ ଦୁର୍ଗାଷ୍ଟମୀ ପୂଜା ସମୟରେ ଏମିତି ରୂପରେ ନଜର ଆସିଛନ୍ତି ରୂପା ଭାଉଜ। ଏହି ଭିଡିଓ କିଛି ସମୟ ତଳେ ସେୟାର କରାଯାଇଥିବା ବେଳେ ଅନେକ ଫ୍ୟାନ୍ସ ନିଜର ମତାମତ ଦେଇଛନ୍ତି।