ବାତ୍ୟା ୟାସକୁ ଦୃଷ୍ଟିରେ ରଖି ୭୪ଟି ଟ୍ରେନ୍ ବାତିଲ କଲା ରେଲୱେ, ଦେଖନ୍ତୁ ପୁରା ଲିଷ୍ଟ୍
Advertisement
Article Detail0/zeeodisha/odisha905184

ବାତ୍ୟା ୟାସକୁ ଦୃଷ୍ଟିରେ ରଖି ୭୪ଟି ଟ୍ରେନ୍ ବାତିଲ କଲା ରେଲୱେ, ଦେଖନ୍ତୁ ପୁରା ଲିଷ୍ଟ୍

ବାତ୍ୟା ୟାସ୍ (YAAS) କୁ ଦୃଷ୍ଟିରେ ରଖି ବାତିଲ ହେଲା ଟ୍ରେନ୍ । ଏହି ସମୟରେ ପୂର୍ବତଟ ରେଳ (East Coast Railway) ପକ୍ଷରୁ ମୋଟ ୭୪ ଟ୍ରେନ୍ ଚଳାଚଳ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଗତ ଦିନରେ କୋରୋନା ସଙ୍କଟ କାରଣରୁ ମଧ୍ୟ ବହୁ ଟ୍ରେନ ବାତିଲ କରାଯାଇଥିଲା । ବାତ୍ୟା ୟାସ୍ (YAAS) ଯୋଗୁଁ ଏହି ଟ୍ରେନ ଗୁଡ଼ିକ ବାତିଲ କରାଯାଇଛି... 

ବାତ୍ୟା ୟାସକୁ ଦୃଷ୍ଟିରେ ରଖି ୭୪ଟି ଟ୍ରେନ୍ ବାତିଲ କଲା ରେଲୱେ, ଦେଖନ୍ତୁ ପୁରା ଲିଷ୍ଟ୍

ଭୁବନେଶ୍ୱର: ବାତ୍ୟା ୟାସ୍ (YAAS) କୁ ଦୃଷ୍ଟିରେ ରଖି ବାତିଲ ହେଲା ଟ୍ରେନ୍ । ଏହି ସମୟରେ ପୂର୍ବତଟ ରେଳ (East Coast Railway) ପକ୍ଷରୁ ମୋଟ ୭୪ ଟ୍ରେନ୍ ଚଳାଚଳ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଗତ ଦିନରେ କୋରୋନା ସଙ୍କଟ କାରଣରୁ ମଧ୍ୟ ବହୁ ଟ୍ରେନ ବାତିଲ କରାଯାଇଥିଲା । ବାତ୍ୟା ୟାସ୍ (YAAS) ଯୋଗୁଁ ଏହି ଟ୍ରେନ ଗୁଡ଼ିକ ବାତିଲ କରାଯାଇଛି... 

ଅଧିକ ପଢ଼ନ୍ତୁ:-କୋରୋନାର ପ୍ରକୋପ: ଦ୍ୱିତୀୟ ଲହରରେ ଆଖି ବୁଜିଲେ ୪୨୦ ଡାକ୍ତର, ଏହି ରାଜ୍ୟରେ ସର୍ବାଧିକ ମୃତ୍ୟୁ

୧. ଟ୍ରେନ ନମ୍ୱର 01019/01020 ମୁମ୍ବାଇ-ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ପେଶାଲ୍ ମୁମ୍ୱାଇରୁ ମେ ୨୪ରୁ ୨୫ ତାରିଖ ଏବଂ ଭୁବନେଶ୍ୱରରୁ ମେ ୨୫ ଓ ୨୬ରେ ବାତିଲ ରହିବ ।

୨. ଟ୍ରେନ ନମ୍ୱର 02037/02038 ପୁରୀ-ଅଜମର୍-ପୁରୀ ସ୍ପେଶାଲ ପୁରୀରୁ ମେ ୨୪ ଓ ଆଜମେରରୁ ମେ ୨୫ରେ ବାତିଲ ରହିବ ।

୩. ଟ୍ରେନ ନମ୍ୱର 02073/02074 25 ହାୱଡ଼ା-ପୁରୀ-ହାୱଡ଼ା ଜନ ଶତାବ୍ଦୀ ସ୍ପେଶାଲ ଉଭୟ ଦିଗରୁ ମେ ୨୫,୨୬ ଏବଂ ୨୭ରେ ବାତିଲ ରହିବ ।

୪. ଟ୍ରେନ ନମ୍ୱର 02087/02088 ହାୱଡ଼ା-ପୁରୀ-ହାୱଡ଼ା ସ୍ପେଶାଲ ଉଭୟ ଦିଗରୁ ମେ ୨୫,୨୬ ଏବଂ ୨୭ରେ ବାତିଲ ରହିବ ।

୫. ଟ୍ରେନ ନମ୍ୱର 02145/02146 LTT-ପୁରୀ-LTT ସ୍ପେଶାଲ LTT ରୁ ମେ ୨୩ ଏବଂ ପୁରୀରୁ ମେ ୨୫ରେ ବାତିଲ ରହିବ ।

୬. ଟ୍ରେନ ନମ୍ୱର 02801/02802 ପୁରୀ-ହାୱଡ଼ା-ପୁରୀ ପୁରୁଷୋତ୍ତମ ସ୍ପେଶାଲ ପୁରୀରୁ ମେ ୨୪,୨୫ ଓ ୨୬ ଏବଂ ନୂଆଦିଲ୍ଲୀରୁ ମେ ୨୩, ୨୪ ଓ ୨୫ରେ ବାତିଲ ରହିବ ।

୭. ଟ୍ରେନ ନମ୍ୱର 02814/02813 ଆନନ୍ଦ ବିହାର-ଭୁବନେଶ୍ୱର-ଆନନ୍ଦ ବିହାର ସ୍ପେଶାଲ୍ ଆନନ୍ଦ ବିହାରରୁ ମେ ୨୪ରେ ଏବଂ ଭୁବନେଶ୍ୱରରୁ ୨୫ରେ ବାତିଲ ରହିବ ।

୮. ଟ୍ରେନ ନମ୍ୱର 02816/02815 ଆନନ୍ଦ ବିହାର-ପୁରୀ-ଆନନ୍ଦ ବିହାର ସ୍ପେଶାଲ ଆନନ୍ଦ ବିହାରରୁ ମେ ୨୪ ଓ ୨୬ରେ ଏବଂ ପୁରୀରୁ ମେ ୨୬ ଓ ୨୭ରେ ବାତିଲ ରହିବ ।

୯. ଟ୍ରେନ ନମ୍ୱର 02823/02824 ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ସ୍ପେଶାଲ୍ ମେ ୨୫ରେ ଏବଂ ନୂଆଦିଲ୍ଲୀରୁ ମେ ୨୬ରେ ବାତିଲ ରହିବ ।

୧୦. ଟ୍ରେନ ନମ୍ୱର 02826/02825 ନୂଆଦିଲ୍ଲୀ-ଭୁବନେଶ୍ୱର-ନୂଆଦିଲ୍ଲୀ ମେ ୨୪ ନୂଆଦିଲ୍ଲୀରୁ ଏବଂ ଭୁବନେଶ୍ୱରରୁ ମେ ୨୫ରେ ବାତିଲ ରହିବ ।

ଅଧିକ ପଢ଼ନ୍ତୁ:-ଏହି ଗାଁରେ କୋରୋନାର ତାଣ୍ଡବ, ୨୫ ମୃତ

୧୧. ଟ୍ରେନ ନମ୍ୱର 02837/02838 ହାୱଡ଼ା-ପୁରୀ-ହାୱଡ଼ା ସ୍ପେଶାଲ ଉଭୟ ଦିଗରୁ ମେ ୨୪,୨୫,୨୬ରେ ବାତିଲ ରହିବ ।

୧୨. ଟ୍ରେନ ନମ୍ୱର 02844/02843 ଅହମ୍ମଦାବାଦ-ପୁରୀ-ଅହମ୍ମଦାବାଦ ମେ ୨୩ ଓ ୨୪ରେ ଅହମ୍ମଦାବାଦରୁ ଏବଂ ପୁରୀରୁ ମେ ୨୫ ଓ ୨୭ରେ ବାତିଲ ରହିବ । 

୧୩. ଟ୍ରେନ ନମ୍ୱର 02861/02862 ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଉଭୟ ଦିଗରୁ ମେ ୨୬ ଓ ୨୭ରେ ବାତିଲ ରହିବ ।

୧୪. ଟ୍ରେନ ନମ୍ୱର 02875/02876 ପୁରୀ-ଆନନ୍ଦ ବିହାର-ପୁରୀ ସ୍ପେଶାଲ ଉଭୟ ଦିଗରୁ ମେ ୨୫ରେ ବାତିଲ ରହିବ ।

୧୫.ଟ୍ରେନ ନମ୍ୱର 07015/07016 ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ଭିଶାଖା ସ୍ପେଶାଲ ଭୁବନେଶ୍ୱରରୁ ମେ ୨୬,୨୭ ଓ ୨୮ରେ ବାତିଲ ରହିବ ।

୧୬. ଟ୍ରେନ ନମ୍ୱର 07479/07480 ତିରୁପତି-ପୁରୀ-ତିରୁପତି ସ୍ପେଶାଲ ତିରୁପତିରୁ ମେ ୨୪,୨୫,୨୬ ଓ ପୁରୀରୁ ୨୬,୨୭,୨୮ରେ ବାତିଲ ରହିବ ।

୧୭. ଟ୍ରେନ ନମ୍ୱର 08463/08464 ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି ସ୍ପେଶାଲ ଭୁବନେଶ୍ୱରରୁ ମେ ୨୬ ଓ ୨୭ ଏବଂ ବାଙ୍ଗାଲୋରରୁ ମେ ୨୫ ଓ ୨୬ରେ ବାତିଲ ରହିବ ।

୧୮. ଟ୍ରେନ ନମ୍ୱର 02819/02820 ଭୁବନେଶ୍ୱର-ଆନନ୍ଦ ବିହାର-ଭୁବନେଶ୍ୱର ଓଡିଶା ସମ୍ପର୍କ କ୍ରାନ୍ତି ସ୍ପେଶାଲ ଭୁବନେଶ୍ୱରରୁ ମେ ୨୬ ଏବଂ ଆନନ୍ଦ ବିହାରରୁ ମେ ୨୫ରେ ବାତିଲ ରହିବ ।

୧୯. ଟ୍ରେନ ନମ୍ୱର 08477/08478 ପୁରୀ-ଋଷିକେଷ-ପୁରୀ ସ୍ପେଶାଲ ପୁରୀରୁ ମେ ୨୫,୨୬ ଓ ୨୭ରେ ଏବଂ ଋଷିକେଶରୁ ମେ ୨୪,୨୫ ଓ ୨୬ରେ ବାତିଲ ରହିବ ।

୨୦. ଟ୍ରେନ ନମ୍ୱର 08451/08452 ହଟିଆ-ପୁରୀ-ହଟିଆ ତପସ୍ୱିନି ସ୍ପେଶାଲ ଉଭୟ ଦିଗରୁ ମେ ୨୫,୨୬ ଓ ୨୭ରେ ବାତିଲ ରହିବ । 

ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ଆଖି ବୁଜିଲେ ୪,୧୯୪ ସଂକ୍ରମିତ

୨୧. ଟ୍ରେନ ନମ୍ୱର 02093 ପୁରୀ-ଯୋଧପୁର ସ୍ପେଶାଲ ପୁରୀରୁ ମେ ୨୬ରେ ବାତିଲ ରହିବ ।

୨୨. ଟ୍ରେନ ନମ୍ୱର 02209 ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେଶାଲ୍ ଭୁବନେଶ୍ୱରରୁ ବାତିଲ ରହିବ ।

୨୩. ଟ୍ରେନ ନମ୍ୱର 02839 ଭୁବନେଶ୍ୱର-ଚେନ୍ନାଇ ସ୍ପେଶାଲ ଭୁବନେଶ୍ୱରରୁ ମେ ୨୭ରେ ବାତିଲ ରହିବ ।

୨୪. ଟ୍ରେନ ନମ୍ୱର 08450 ପାଟନା-ପୁରୀ ବୈଦ୍ୟନାଥମ୍ ସ୍ପେଶାଲ ପାଟନାରୁ ମେ ୨୫ରେ ବାତିଲ ରହିବ । 

୨୫. ଟ୍ରେନ ନମ୍ୱର 08405 ପୁରୀ-ଅହମ୍ମଦାବାଦ ସ୍ପେଶାଲ୍ ପୁରୀରୁ ମେ ୨୬ରେ ବାତିଲ ରହିବ ।

୨୬. ଟ୍ରେନ ନମ୍ୱର 08419 ପୁରୀ-ଜୟନଗର ସ୍ପେଶାଲ ପୁରୀରୁ ମେ ୨୫ରେ ବାତିଲ ରହିବ ।

୨୭. ଟ୍ରେନ ନମ୍ୱର 02828 ସୁରଟ-ପୁରୀ ବିଶେଷ ସୁରଟରୁ ମେ ୨୫ରେ ବାତିଲ ରହିବ ।

୨୮. ଟ୍ରେନ ନମ୍ୱର 02245/02246 ହାୱଡ଼ା-ଯଶବନ୍ତପୁର-ହାୱଡ଼ା ସ୍ପେଶାଲ ହାୱଡ଼ାରୁ ମେ ୨୫ ଓ ୨୬ ଏବଂ ଯଶବନ୍ତପୁରରୁ ମେ ୨୪ ଓ ୨୫ରେ ବାତିଲ ରହିବ । 

୨୯. ଟ୍ରେନ ନମ୍ୱର 02510 ଗୁଆହାଟି-ବାଙ୍ଗାଲୋର କ୍ୟାଣ୍ଟ ସ୍ପେଶାଲ୍ ଗୁଆହାଟିରୁ ମେ ୨୪ ଓ ୨୫ରେ ବାତିଲ ରହିବ ।

୩୦. ଟ୍ରେନ ନମ୍ୱର 02659/02660 ନାଗାର୍କୋଏଲ୍-ଶାଲିମାର-ନାଗାରକୋଏଲ୍ ସ୍ପେଶାଲ୍ ନାଗାର୍କୋଏଲରୁ ମେ ୨୩ରେ ଏବଂ ଶାଲିମାରରୁ ମେ ୨୬ରେ ବାତିଲ ରହିବ ।

ଅଧିକ ପଢ଼ନ୍ତୁ:-କୋରୋନାର କରୁଣ ଦୃଶ୍ୟ: ଶେଷ ହୋଇଗଲା ଗୋଟିଏ ପରିବାର, ୧୩ ଘଣ୍ଟାରେ ଆଖି ବୁଜିଲେ ବାପା-ମା' ଓ ପୁଅ

୩୧. ଟ୍ରେନ ନମ୍ୱର 02665 ହାୱଡ଼ା-କନ୍ୟାକୁମାରୀ-ହାୱଡ଼ା ସ୍ପେଶାଲ୍ ହାୱଡ଼ାରୁ ମେ ୨୪ରେ ବାତିଲ ରହିବ ।

୩୨. ଟ୍ରେନ ନମ୍ୱର 02703/02704 ହାୱଡ଼ା-ସିକନ୍ଦରାବାଦ-ହାୱଡ଼ା ଫାଲକନୁମା ସ୍ପେଶାଲ୍ ଉଭୟ ଦିଗରୁ ମେ ୨୫,୨୬ ଓ ୨୭ରେ ବାତିଲ ରହିବ ।

୩୩. ଟ୍ରେନ ନମ୍ୱର 02821/02822 ହାୱଡ଼ା-ଚେନ୍ନାଇ-ହାୱଡ଼ା ସ୍ପେଶାଲ ଉଭୟ ଦିଗରୁ ମେ ୨୪,୨୫ ଓ ୨୬ରେ ବାତିଲ ରହିବ ।

୩୪. ଟ୍ରେନ ନମ୍ୱର 02873/02874 ହାୱଡ଼ା-ଯଶବନ୍ତପୁର-ହାୱଡ଼ା ସ୍ପେଶାଲ ଉଭୟ ଦିଗରୁ ମେ ୨୪,୨୫ ଓ ୨୬ରେ ବାତିଲ ରହିବ ।

୩୫. ଟ୍ରେନ ନମ୍ୱର 05228 ମୁଜାଫରପୁର-ଯଶବନ୍ତପୁର ସ୍ପେଶାଲ ମୁଜାଫରପୁରରୁ ମେ ୨୪ରେ ବାତିଲ ରହିବ ।

୩୬. ଟ୍ରେନ ନମ୍ୱର 02249 ବେଙ୍ଗାଲୁରୁ-ନୂଆ ଟିନ୍ସୁକିଆ ସ୍ପେଶାଲ୍ ବେଙ୍ଗାଲୁରୁରୁ ମେ ୨୫ରେ ବାତିଲ ରହିବ ।

୩୭. ଟ୍ରେନ ନମ୍ୱର 02642 25 ଶାଲିମାର-ତ୍ରିଭାନ୍ଦ୍ରମ-ଶାଲିମାର ସ୍ପେଶାଲ ଶାଲିମାରରୁ ମେ ୨୫ରେ ବାତିଲ ରହିବ ।

୩୮. ଟ୍ରେନ ନମ୍ୱର 02643 ଏର୍ନାକୁଲମ୍-ପାଟନା ସ୍ପେଶାଲ ଏର୍ନାକୁଲମ୍ ମେ ୨୪ ଓ ୨୫ରେ ବାତିଲ ରହିବ ।

୩୯. ଟ୍ରେନ ନମ୍ୱର 02664 ତିଚିରାପାଲ୍ଲି-ହାୱଡ଼ା ସ୍ପେଶାଲ ତିଚିରାପାଲ୍ଲିରୁ ମେ ୨୫ରେ ବାତିଲ ରହିବ ।

୪୦. ଟ୍ରେନ ନମ୍ୱର 02774 25 ସିକନ୍ଦରାବାଦ-ଶାଲିମାର ସ୍ପେଶାଲ ସିକନ୍ଦରାବାଦରୁ ମେ ୨୫ରେ ବାତିଲ ରହିବ ।

୪୧. ଟ୍ରେନ ନମ୍ୱର 02807 ଶାଲିମାର-ଚେନ୍ନାଇ ସ୍ପେଶାଲ୍ ଶାଲିମାରରୁ ମେ ୨୫ରେ ବାତିଲ ରହିବ ।

୪୨. ଟ୍ରେନ ନମ୍ୱର 05930 24 ନୂଆ ଟିନ୍ସୁକିଆ-ତାମ୍ବରମ୍ ସ୍ପେସିଆଲ ନୂଆ ଟିନସୁକିଆରୁ ମେ ୨୪ରେ ବାତିଲ ରହିବ ।

୪୩. ଟ୍ରେନ ନମ୍ୱର 02254 ଭାଗଲପୁର-ଯଶବନ୍ତପୁର ସ୍ପେଶାଲ ଭାଗଲପୁରରୁ ମେ ୨୬ରେ ବାତିଲ ରହିବ ।

୪୪. ଟ୍ରେନ ନମ୍ୱର 02376 ଜାସିଡିହ-ତାମ୍ବରମ୍ ସ୍ପେଶାଲ ଜାସିଡିହରୁ ମେ ୨୬ରେ ବାତିଲ ରହିବ ।

୪୫. ଟ୍ରେନ ନମ୍ୱର 02507 ତ୍ରିଭାନ୍ଦ୍ରମ-ସିକନ୍ଦରାବାଦ ସ୍ପେଶାଲ ତ୍ରିଭାନ୍ଦ୍ରମରୁ ମେ ୨୫ରେ ବାତିଲ ରହିବ ।

୪୬. ଟ୍ରେନ ନମ୍ୱର ​​02552 କାମାକ୍ଷା-ଯଶବନ୍ତପୁର-କାମାକ୍ଷା ସ୍ପେଶାଲ୍ କାମାକ୍ଷାରୁ ମେ ୨୬ରେ ବାତିଲ ରହିବ ।

୪୭. ଟ୍ରେନ ନମ୍ୱର 02611 ଚେନ୍ନାଇ-ନୂଆ ଜଲପାଇଗୁଡି ସ୍ପେଶାଲ୍ ଚେନ୍ନାଇରୁ ମେ ୨୬ରେ ବାତିଲ ରହିବ ।

୪୮. ଟ୍ରେନ ନମ୍ୱର 02864 ଯଶବନ୍ତପୁର-ହାୱଡ଼ା ସ୍ପେଶାଲ ଯଶବନ୍ତପୁରରୁ ମେ ୨୬ରେ ବାତିଲ ରହିବ ।

୪୯. ଟ୍ରେନ ନମ୍ୱର 02868 ପଣ୍ଡିଚେରୀ-ହାୱଡ଼ା ସ୍ପେଶାଲ ପଣ୍ଡିଚେରୀରୁ ମେ ୨୬ରେ ବାତିଲ ରହିବ ।