ବାତ୍ୟା ୟାସକୁ ଦୃଷ୍ଟିରେ ରଖି ୭୪ଟି ଟ୍ରେନ୍ ବାତିଲ କଲା ରେଲୱେ, ଦେଖନ୍ତୁ ପୁରା ଲିଷ୍ଟ୍
Advertisement

ବାତ୍ୟା ୟାସକୁ ଦୃଷ୍ଟିରେ ରଖି ୭୪ଟି ଟ୍ରେନ୍ ବାତିଲ କଲା ରେଲୱେ, ଦେଖନ୍ତୁ ପୁରା ଲିଷ୍ଟ୍

ବାତ୍ୟା ୟାସ୍ (YAAS) କୁ ଦୃଷ୍ଟିରେ ରଖି ବାତିଲ ହେଲା ଟ୍ରେନ୍ । ଏହି ସମୟରେ ପୂର୍ବତଟ ରେଳ (East Coast Railway) ପକ୍ଷରୁ ମୋଟ ୭୪ ଟ୍ରେନ୍ ଚଳାଚଳ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଗତ ଦିନରେ କୋରୋନା ସଙ୍କଟ କାରଣରୁ ମଧ୍ୟ ବହୁ ଟ୍ରେନ ବାତିଲ କରାଯାଇଥିଲା । ବାତ୍ୟା ୟାସ୍ (YAAS) ଯୋଗୁଁ ଏହି ଟ୍ରେନ ଗୁଡ଼ିକ ବାତିଲ କରାଯାଇଛି... 

ବାତ୍ୟା ୟାସକୁ ଦୃଷ୍ଟିରେ ରଖି ୭୪ଟି ଟ୍ରେନ୍ ବାତିଲ କଲା ରେଲୱେ, ଦେଖନ୍ତୁ ପୁରା ଲିଷ୍ଟ୍

ଭୁବନେଶ୍ୱର: ବାତ୍ୟା ୟାସ୍ (YAAS) କୁ ଦୃଷ୍ଟିରେ ରଖି ବାତିଲ ହେଲା ଟ୍ରେନ୍ । ଏହି ସମୟରେ ପୂର୍ବତଟ ରେଳ (East Coast Railway) ପକ୍ଷରୁ ମୋଟ ୭୪ ଟ୍ରେନ୍ ଚଳାଚଳ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଗତ ଦିନରେ କୋରୋନା ସଙ୍କଟ କାରଣରୁ ମଧ୍ୟ ବହୁ ଟ୍ରେନ ବାତିଲ କରାଯାଇଥିଲା । ବାତ୍ୟା ୟାସ୍ (YAAS) ଯୋଗୁଁ ଏହି ଟ୍ରେନ ଗୁଡ଼ିକ ବାତିଲ କରାଯାଇଛି... 

ଅଧିକ ପଢ଼ନ୍ତୁ:-କୋରୋନାର ପ୍ରକୋପ: ଦ୍ୱିତୀୟ ଲହରରେ ଆଖି ବୁଜିଲେ ୪୨୦ ଡାକ୍ତର, ଏହି ରାଜ୍ୟରେ ସର୍ବାଧିକ ମୃତ୍ୟୁ

୧. ଟ୍ରେନ ନମ୍ୱର 01019/01020 ମୁମ୍ବାଇ-ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ପେଶାଲ୍ ମୁମ୍ୱାଇରୁ ମେ ୨୪ରୁ ୨୫ ତାରିଖ ଏବଂ ଭୁବନେଶ୍ୱରରୁ ମେ ୨୫ ଓ ୨୬ରେ ବାତିଲ ରହିବ ।

୨. ଟ୍ରେନ ନମ୍ୱର 02037/02038 ପୁରୀ-ଅଜମର୍-ପୁରୀ ସ୍ପେଶାଲ ପୁରୀରୁ ମେ ୨୪ ଓ ଆଜମେରରୁ ମେ ୨୫ରେ ବାତିଲ ରହିବ ।

୩. ଟ୍ରେନ ନମ୍ୱର 02073/02074 25 ହାୱଡ଼ା-ପୁରୀ-ହାୱଡ଼ା ଜନ ଶତାବ୍ଦୀ ସ୍ପେଶାଲ ଉଭୟ ଦିଗରୁ ମେ ୨୫,୨୬ ଏବଂ ୨୭ରେ ବାତିଲ ରହିବ ।

୪. ଟ୍ରେନ ନମ୍ୱର 02087/02088 ହାୱଡ଼ା-ପୁରୀ-ହାୱଡ଼ା ସ୍ପେଶାଲ ଉଭୟ ଦିଗରୁ ମେ ୨୫,୨୬ ଏବଂ ୨୭ରେ ବାତିଲ ରହିବ ।

୫. ଟ୍ରେନ ନମ୍ୱର 02145/02146 LTT-ପୁରୀ-LTT ସ୍ପେଶାଲ LTT ରୁ ମେ ୨୩ ଏବଂ ପୁରୀରୁ ମେ ୨୫ରେ ବାତିଲ ରହିବ ।

୬. ଟ୍ରେନ ନମ୍ୱର 02801/02802 ପୁରୀ-ହାୱଡ଼ା-ପୁରୀ ପୁରୁଷୋତ୍ତମ ସ୍ପେଶାଲ ପୁରୀରୁ ମେ ୨୪,୨୫ ଓ ୨୬ ଏବଂ ନୂଆଦିଲ୍ଲୀରୁ ମେ ୨୩, ୨୪ ଓ ୨୫ରେ ବାତିଲ ରହିବ ।

୭. ଟ୍ରେନ ନମ୍ୱର 02814/02813 ଆନନ୍ଦ ବିହାର-ଭୁବନେଶ୍ୱର-ଆନନ୍ଦ ବିହାର ସ୍ପେଶାଲ୍ ଆନନ୍ଦ ବିହାରରୁ ମେ ୨୪ରେ ଏବଂ ଭୁବନେଶ୍ୱରରୁ ୨୫ରେ ବାତିଲ ରହିବ ।

୮. ଟ୍ରେନ ନମ୍ୱର 02816/02815 ଆନନ୍ଦ ବିହାର-ପୁରୀ-ଆନନ୍ଦ ବିହାର ସ୍ପେଶାଲ ଆନନ୍ଦ ବିହାରରୁ ମେ ୨୪ ଓ ୨୬ରେ ଏବଂ ପୁରୀରୁ ମେ ୨୬ ଓ ୨୭ରେ ବାତିଲ ରହିବ ।

୯. ଟ୍ରେନ ନମ୍ୱର 02823/02824 ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ସ୍ପେଶାଲ୍ ମେ ୨୫ରେ ଏବଂ ନୂଆଦିଲ୍ଲୀରୁ ମେ ୨୬ରେ ବାତିଲ ରହିବ ।

୧୦. ଟ୍ରେନ ନମ୍ୱର 02826/02825 ନୂଆଦିଲ୍ଲୀ-ଭୁବନେଶ୍ୱର-ନୂଆଦିଲ୍ଲୀ ମେ ୨୪ ନୂଆଦିଲ୍ଲୀରୁ ଏବଂ ଭୁବନେଶ୍ୱରରୁ ମେ ୨୫ରେ ବାତିଲ ରହିବ ।

ଅଧିକ ପଢ଼ନ୍ତୁ:-ଏହି ଗାଁରେ କୋରୋନାର ତାଣ୍ଡବ, ୨୫ ମୃତ

୧୧. ଟ୍ରେନ ନମ୍ୱର 02837/02838 ହାୱଡ଼ା-ପୁରୀ-ହାୱଡ଼ା ସ୍ପେଶାଲ ଉଭୟ ଦିଗରୁ ମେ ୨୪,୨୫,୨୬ରେ ବାତିଲ ରହିବ ।

୧୨. ଟ୍ରେନ ନମ୍ୱର 02844/02843 ଅହମ୍ମଦାବାଦ-ପୁରୀ-ଅହମ୍ମଦାବାଦ ମେ ୨୩ ଓ ୨୪ରେ ଅହମ୍ମଦାବାଦରୁ ଏବଂ ପୁରୀରୁ ମେ ୨୫ ଓ ୨୭ରେ ବାତିଲ ରହିବ । 

୧୩. ଟ୍ରେନ ନମ୍ୱର 02861/02862 ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଉଭୟ ଦିଗରୁ ମେ ୨୬ ଓ ୨୭ରେ ବାତିଲ ରହିବ ।

୧୪. ଟ୍ରେନ ନମ୍ୱର 02875/02876 ପୁରୀ-ଆନନ୍ଦ ବିହାର-ପୁରୀ ସ୍ପେଶାଲ ଉଭୟ ଦିଗରୁ ମେ ୨୫ରେ ବାତିଲ ରହିବ ।

୧୫.ଟ୍ରେନ ନମ୍ୱର 07015/07016 ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ଭିଶାଖା ସ୍ପେଶାଲ ଭୁବନେଶ୍ୱରରୁ ମେ ୨୬,୨୭ ଓ ୨୮ରେ ବାତିଲ ରହିବ ।

୧୬. ଟ୍ରେନ ନମ୍ୱର 07479/07480 ତିରୁପତି-ପୁରୀ-ତିରୁପତି ସ୍ପେଶାଲ ତିରୁପତିରୁ ମେ ୨୪,୨୫,୨୬ ଓ ପୁରୀରୁ ୨୬,୨୭,୨୮ରେ ବାତିଲ ରହିବ ।

୧୭. ଟ୍ରେନ ନମ୍ୱର 08463/08464 ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି ସ୍ପେଶାଲ ଭୁବନେଶ୍ୱରରୁ ମେ ୨୬ ଓ ୨୭ ଏବଂ ବାଙ୍ଗାଲୋରରୁ ମେ ୨୫ ଓ ୨୬ରେ ବାତିଲ ରହିବ ।

୧୮. ଟ୍ରେନ ନମ୍ୱର 02819/02820 ଭୁବନେଶ୍ୱର-ଆନନ୍ଦ ବିହାର-ଭୁବନେଶ୍ୱର ଓଡିଶା ସମ୍ପର୍କ କ୍ରାନ୍ତି ସ୍ପେଶାଲ ଭୁବନେଶ୍ୱରରୁ ମେ ୨୬ ଏବଂ ଆନନ୍ଦ ବିହାରରୁ ମେ ୨୫ରେ ବାତିଲ ରହିବ ।

୧୯. ଟ୍ରେନ ନମ୍ୱର 08477/08478 ପୁରୀ-ଋଷିକେଷ-ପୁରୀ ସ୍ପେଶାଲ ପୁରୀରୁ ମେ ୨୫,୨୬ ଓ ୨୭ରେ ଏବଂ ଋଷିକେଶରୁ ମେ ୨୪,୨୫ ଓ ୨୬ରେ ବାତିଲ ରହିବ ।

୨୦. ଟ୍ରେନ ନମ୍ୱର 08451/08452 ହଟିଆ-ପୁରୀ-ହଟିଆ ତପସ୍ୱିନି ସ୍ପେଶାଲ ଉଭୟ ଦିଗରୁ ମେ ୨୫,୨୬ ଓ ୨୭ରେ ବାତିଲ ରହିବ । 

ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ଆଖି ବୁଜିଲେ ୪,୧୯୪ ସଂକ୍ରମିତ

୨୧. ଟ୍ରେନ ନମ୍ୱର 02093 ପୁରୀ-ଯୋଧପୁର ସ୍ପେଶାଲ ପୁରୀରୁ ମେ ୨୬ରେ ବାତିଲ ରହିବ ।

୨୨. ଟ୍ରେନ ନମ୍ୱର 02209 ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେଶାଲ୍ ଭୁବନେଶ୍ୱରରୁ ବାତିଲ ରହିବ ।

୨୩. ଟ୍ରେନ ନମ୍ୱର 02839 ଭୁବନେଶ୍ୱର-ଚେନ୍ନାଇ ସ୍ପେଶାଲ ଭୁବନେଶ୍ୱରରୁ ମେ ୨୭ରେ ବାତିଲ ରହିବ ।

୨୪. ଟ୍ରେନ ନମ୍ୱର 08450 ପାଟନା-ପୁରୀ ବୈଦ୍ୟନାଥମ୍ ସ୍ପେଶାଲ ପାଟନାରୁ ମେ ୨୫ରେ ବାତିଲ ରହିବ । 

୨୫. ଟ୍ରେନ ନମ୍ୱର 08405 ପୁରୀ-ଅହମ୍ମଦାବାଦ ସ୍ପେଶାଲ୍ ପୁରୀରୁ ମେ ୨୬ରେ ବାତିଲ ରହିବ ।

୨୬. ଟ୍ରେନ ନମ୍ୱର 08419 ପୁରୀ-ଜୟନଗର ସ୍ପେଶାଲ ପୁରୀରୁ ମେ ୨୫ରେ ବାତିଲ ରହିବ ।

୨୭. ଟ୍ରେନ ନମ୍ୱର 02828 ସୁରଟ-ପୁରୀ ବିଶେଷ ସୁରଟରୁ ମେ ୨୫ରେ ବାତିଲ ରହିବ ।

୨୮. ଟ୍ରେନ ନମ୍ୱର 02245/02246 ହାୱଡ଼ା-ଯଶବନ୍ତପୁର-ହାୱଡ଼ା ସ୍ପେଶାଲ ହାୱଡ଼ାରୁ ମେ ୨୫ ଓ ୨୬ ଏବଂ ଯଶବନ୍ତପୁରରୁ ମେ ୨୪ ଓ ୨୫ରେ ବାତିଲ ରହିବ । 

୨୯. ଟ୍ରେନ ନମ୍ୱର 02510 ଗୁଆହାଟି-ବାଙ୍ଗାଲୋର କ୍ୟାଣ୍ଟ ସ୍ପେଶାଲ୍ ଗୁଆହାଟିରୁ ମେ ୨୪ ଓ ୨୫ରେ ବାତିଲ ରହିବ ।

୩୦. ଟ୍ରେନ ନମ୍ୱର 02659/02660 ନାଗାର୍କୋଏଲ୍-ଶାଲିମାର-ନାଗାରକୋଏଲ୍ ସ୍ପେଶାଲ୍ ନାଗାର୍କୋଏଲରୁ ମେ ୨୩ରେ ଏବଂ ଶାଲିମାରରୁ ମେ ୨୬ରେ ବାତିଲ ରହିବ ।

ଅଧିକ ପଢ଼ନ୍ତୁ:-କୋରୋନାର କରୁଣ ଦୃଶ୍ୟ: ଶେଷ ହୋଇଗଲା ଗୋଟିଏ ପରିବାର, ୧୩ ଘଣ୍ଟାରେ ଆଖି ବୁଜିଲେ ବାପା-ମା' ଓ ପୁଅ

୩୧. ଟ୍ରେନ ନମ୍ୱର 02665 ହାୱଡ଼ା-କନ୍ୟାକୁମାରୀ-ହାୱଡ଼ା ସ୍ପେଶାଲ୍ ହାୱଡ଼ାରୁ ମେ ୨୪ରେ ବାତିଲ ରହିବ ।

୩୨. ଟ୍ରେନ ନମ୍ୱର 02703/02704 ହାୱଡ଼ା-ସିକନ୍ଦରାବାଦ-ହାୱଡ଼ା ଫାଲକନୁମା ସ୍ପେଶାଲ୍ ଉଭୟ ଦିଗରୁ ମେ ୨୫,୨୬ ଓ ୨୭ରେ ବାତିଲ ରହିବ ।

୩୩. ଟ୍ରେନ ନମ୍ୱର 02821/02822 ହାୱଡ଼ା-ଚେନ୍ନାଇ-ହାୱଡ଼ା ସ୍ପେଶାଲ ଉଭୟ ଦିଗରୁ ମେ ୨୪,୨୫ ଓ ୨୬ରେ ବାତିଲ ରହିବ ।

୩୪. ଟ୍ରେନ ନମ୍ୱର 02873/02874 ହାୱଡ଼ା-ଯଶବନ୍ତପୁର-ହାୱଡ଼ା ସ୍ପେଶାଲ ଉଭୟ ଦିଗରୁ ମେ ୨୪,୨୫ ଓ ୨୬ରେ ବାତିଲ ରହିବ ।

୩୫. ଟ୍ରେନ ନମ୍ୱର 05228 ମୁଜାଫରପୁର-ଯଶବନ୍ତପୁର ସ୍ପେଶାଲ ମୁଜାଫରପୁରରୁ ମେ ୨୪ରେ ବାତିଲ ରହିବ ।

୩୬. ଟ୍ରେନ ନମ୍ୱର 02249 ବେଙ୍ଗାଲୁରୁ-ନୂଆ ଟିନ୍ସୁକିଆ ସ୍ପେଶାଲ୍ ବେଙ୍ଗାଲୁରୁରୁ ମେ ୨୫ରେ ବାତିଲ ରହିବ ।

୩୭. ଟ୍ରେନ ନମ୍ୱର 02642 25 ଶାଲିମାର-ତ୍ରିଭାନ୍ଦ୍ରମ-ଶାଲିମାର ସ୍ପେଶାଲ ଶାଲିମାରରୁ ମେ ୨୫ରେ ବାତିଲ ରହିବ ।

୩୮. ଟ୍ରେନ ନମ୍ୱର 02643 ଏର୍ନାକୁଲମ୍-ପାଟନା ସ୍ପେଶାଲ ଏର୍ନାକୁଲମ୍ ମେ ୨୪ ଓ ୨୫ରେ ବାତିଲ ରହିବ ।

୩୯. ଟ୍ରେନ ନମ୍ୱର 02664 ତିଚିରାପାଲ୍ଲି-ହାୱଡ଼ା ସ୍ପେଶାଲ ତିଚିରାପାଲ୍ଲିରୁ ମେ ୨୫ରେ ବାତିଲ ରହିବ ।

୪୦. ଟ୍ରେନ ନମ୍ୱର 02774 25 ସିକନ୍ଦରାବାଦ-ଶାଲିମାର ସ୍ପେଶାଲ ସିକନ୍ଦରାବାଦରୁ ମେ ୨୫ରେ ବାତିଲ ରହିବ ।

୪୧. ଟ୍ରେନ ନମ୍ୱର 02807 ଶାଲିମାର-ଚେନ୍ନାଇ ସ୍ପେଶାଲ୍ ଶାଲିମାରରୁ ମେ ୨୫ରେ ବାତିଲ ରହିବ ।

୪୨. ଟ୍ରେନ ନମ୍ୱର 05930 24 ନୂଆ ଟିନ୍ସୁକିଆ-ତାମ୍ବରମ୍ ସ୍ପେସିଆଲ ନୂଆ ଟିନସୁକିଆରୁ ମେ ୨୪ରେ ବାତିଲ ରହିବ ।

୪୩. ଟ୍ରେନ ନମ୍ୱର 02254 ଭାଗଲପୁର-ଯଶବନ୍ତପୁର ସ୍ପେଶାଲ ଭାଗଲପୁରରୁ ମେ ୨୬ରେ ବାତିଲ ରହିବ ।

୪୪. ଟ୍ରେନ ନମ୍ୱର 02376 ଜାସିଡିହ-ତାମ୍ବରମ୍ ସ୍ପେଶାଲ ଜାସିଡିହରୁ ମେ ୨୬ରେ ବାତିଲ ରହିବ ।

୪୫. ଟ୍ରେନ ନମ୍ୱର 02507 ତ୍ରିଭାନ୍ଦ୍ରମ-ସିକନ୍ଦରାବାଦ ସ୍ପେଶାଲ ତ୍ରିଭାନ୍ଦ୍ରମରୁ ମେ ୨୫ରେ ବାତିଲ ରହିବ ।

୪୬. ଟ୍ରେନ ନମ୍ୱର ​​02552 କାମାକ୍ଷା-ଯଶବନ୍ତପୁର-କାମାକ୍ଷା ସ୍ପେଶାଲ୍ କାମାକ୍ଷାରୁ ମେ ୨୬ରେ ବାତିଲ ରହିବ ।

୪୭. ଟ୍ରେନ ନମ୍ୱର 02611 ଚେନ୍ନାଇ-ନୂଆ ଜଲପାଇଗୁଡି ସ୍ପେଶାଲ୍ ଚେନ୍ନାଇରୁ ମେ ୨୬ରେ ବାତିଲ ରହିବ ।

୪୮. ଟ୍ରେନ ନମ୍ୱର 02864 ଯଶବନ୍ତପୁର-ହାୱଡ଼ା ସ୍ପେଶାଲ ଯଶବନ୍ତପୁରରୁ ମେ ୨୬ରେ ବାତିଲ ରହିବ ।

୪୯. ଟ୍ରେନ ନମ୍ୱର 02868 ପଣ୍ଡିଚେରୀ-ହାୱଡ଼ା ସ୍ପେଶାଲ ପଣ୍ଡିଚେରୀରୁ ମେ ୨୬ରେ ବାତିଲ ରହିବ ।