Janmastami

ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଭୁ ଶ୍ରୀ ରାଧା-କୃଷ୍ଣଙ୍କ ଅପରୂପ ବେଶ ସମ୍ଭାର ଦେଖିବାକୁ ମିଳିଛି। ପୁରୁଣା ଭୁବନେଶ୍ୱରରକାଠିଆ ବାବା ମଠରେ ଏମିତି କିଛି ଦୃଶ୍ୟ ଏକାଠି ଗୋଟିଏସ୍ଥାନରେ ଆପଣ ଦେଖିବାକୁ ପାଇବେ।

Tue, 27 Aug 2024-10:31 am,
1/3

କଳା ମୁଗୁନିପଥରରେ କଳା କାହ୍ନୁଙ୍କ ରୂପ ଏବଂ ଧଳା ମାର୍ବଲରେ ଶ୍ରୀ ରାଧାଙ୍କ ଅପରୂପ ଦୃଶ୍ୟ।

2/3

ଏହି ମଠରେ ଜନ୍ମାଷ୍ଟମୀ ସବୁଠାରୁ ବଡ଼ ପର୍ବ ଭାବେ ପାଳନ କରାଯାଏ। 

3/3

ପ୍ରଭୁଙ୍କ ଏକ ଝଲକ ପାଇବା ପାଇଁ ବିଭିନ୍ନ ମଠ ବାହାରେ ଭିଡ଼ ଦେଖିବାକୁ ମିଳିଛି। 

ZEENEWS TRENDING STORIES

By continuing to use the site, you agree to the use of cookies. You can find out more by Tapping this link