ଅନୁଷ୍କା ଶର୍ମା ଏହି ଫିଲ୍ମରେ କରିଥିଲେ ଅନେକ ଲିପଲକ୍, ଅନ୍ତରଙ୍ଗ ସିନ୍ ଦେଇ ବଢ଼ାଇ ଦେଇଥିଲେ ପାରା! ଦେଖନ୍ତୁ ସେହି ସବୁ ଫଟୋ...

ଅନୁଷ୍କା ଦ୍ୱିତୀୟ ଚଳଚ୍ଚିତ୍ର `ବ୍ୟାଣ୍ଡ ବାଜା ବାରାତ୍` (Band Baaja Baaraat) ରେ ଇଣ୍ଟିମେଟ ବା ଅନ୍ତରଙ୍ଗ ସିନ୍ (Intimate Scene) ଦେଇ ହଇଚଇ ସୃଷ୍ଟି କରିଥିଲେ । ସେ ଏହି ଚଳଚ୍ଚିତ୍ରରେ ରଣବୀର ସିଂ (Ranveer Singh) ଙ୍କ ସହ ଅନେକ ଲିପଲକ୍ (Liplock) ବା କିସିଂ ସିନ୍ କରିଥିଲେ ।

ଜୀ ଓଡ଼ିଶା ଡେସ୍କ Fri, 04 Feb 2022-8:01 am,
1/6

ନୂଆଦିଲ୍ଲୀ: Anushka Sharma Intimate Scene: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା (Anushka Sharma) ଙ୍କ ଅଭିନୟକୁ ବହୁତ ପସନ୍ଦ କରାଯାଏ । ସେ ଶାହାରୁଖ ଖାନ (Shahrukh Khan) ଙ୍କ ଫିଲ୍ମ 'ରବ ନେ ବାନା ଦି ଯୋଡ଼ି' (Rab Ne Bana Di Jodi) ରୁ କ୍ୟାରିୟର ଆରମ୍ଭ କରିଥିଲେ । ଯେଉଁଥିରେ ସେ ଏକ ସାଧାରଣ ଭୂମିକାରେ ନଜରକୁ ଆସିଥିଲେ । କିନ୍ତୁ ଅନୁଷ୍କା ଦ୍ୱିତୀୟ ଚଳଚ୍ଚିତ୍ର 'ବ୍ୟାଣ୍ଡ ବାଜା ବାରାତ୍' (Band Baaja Baaraat) ରେ ଇଣ୍ଟିମେଟ ବା ଅନ୍ତରଙ୍ଗ ସିନ୍ (Intimate Scene) ଦେଇ ହଇଚଇ ସୃଷ୍ଟି କରିଥିଲେ । ସେ ଏହି ଚଳଚ୍ଚିତ୍ରରେ ରଣବୀର ସିଂ (Ranveer Singh) ଙ୍କ ସହ ଅନେକ ଲିପଲକ୍ (Liplock) ବା କିସିଂ ସିନ୍ କରିଥିଲେ ।

2/6

ଦର୍ଶକଙ୍କୁ ପସନ୍ଦ ଆସିଥିଲା ଅନୁଷ୍କା ଓ ରଣବୀରଙ୍କ କେମିଷ୍ଟ୍ରି

ଅନୁଷ୍କା ଶର୍ମା (Anushka Sharma) ରଣବୀର ସିଂ (Ranveer Singh) ଙ୍କ ସହ 'ବ୍ୟାଣ୍ଡ ବାଜା ବାରାତ୍'ରେ କାମ କରିଛନ୍ତି । ଯେଉଁଥିରେ ଉଭୟଙ୍କ କେମିଷ୍ଟ୍ରି ବହୁତ ପସନ୍ଦ ଆସିଥିଲା ।

3/6

ରଣବରଙ୍କ ସହ ଅନୁଷ୍କାଙ୍କ ଇଣ୍ଟିମେଟ୍ ସିନ୍

'ବ୍ୟାଣ୍ଡ ବାଜା ବାରାତ୍' (Band Baaja Baaraat) ଫିଲ୍ମରେ  ରଣବୀର ସିଂ (Ranveer Singh) ଙ୍କ ସହ ଅନୁଷ୍କା ଶର୍ମା (Anushka Sharma) ଅନେକ ବୋଲ୍ଡ ସିନ୍ ଦେଇଥିଲେ, ଯାହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା ।

4/6

ରଣବୀରଙ୍କ ସହ ଅନୁଷ୍କାଙ୍କ ଏକାଧିକ ଲିପ୍ ଲକ୍ ବଢ଼ାଇ ଦେଇଥିଲା ପାରା

5/6

ରଣବୀର ଏହି ଫିଲ୍ମରୁ କରିଥିଲେ ଡେବ୍ୟୁ

ବ୍ୟାଣ୍ଡ ବାଜା ବାରାତ୍' ଅନୁଷ୍କାଙ୍କ ଦ୍ୱିତୀୟ ଫିଲ୍ମ ହୋଇଥିବାବେଳେ ଏହି ଚଳଚ୍ଚିତ୍ରରୁ ବଲିଉଡ ଜଗତରେ ଡେବ୍ୟୁ କରିଥିଲେ ରଣବୀର ସିଂ ।

6/6

୧୨ ବର୍ଷ ପୂର୍ବେ ରିଲିଜ ହୋଇଥିଲା ଏହି ଫିଲ୍ମ

ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ 'ବ୍ୟାଣ୍ଡ ବାଜା ବାରାତ୍' ଚଳଚ୍ଚିତ୍ର ୨୦୧୦ ମସିହାରେ ମୁକ୍ତିଲାଭ କରିଥିଲା ​। ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସଫଳ ପ୍ରମାଣିତ ହୋଇଥିଲା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link