ଏହି ୱେବ୍ ସିରିଜ ଦେଖି ଉଡ଼ିଯିବ ଆପଣଙ୍କ ହୋଶ୍! ମାଳ ମାଳ ବୋଲ୍ଡ ସିନ୍ ଦେଇଛନ୍ତି ଏହି ଅଭିନେତ୍ରୀ

Kamalika Chanda Hot Pics: ବାସ୍ତବ ଜୀବନରେ ମଧ୍ୟ କମଲିକା ଚନ୍ଦା ବହୁତ ବୋଲ୍ଡ ଓ ନିଜ ହଟ୍ ଫଟୋ (Kamalika Chanda Hot Pics) ମାଧ୍ୟମରେ ପ୍ରଶଂସକଙ୍କ ହୃଦୟରେ ହଇଚଇ ସୃଷ୍ଟି କରନ୍ତି । ଏଠାରେ ଦେଖନ୍ତୁ କମଲିକାଙ୍କ ବୋଲ୍ଡ ଫଟୋଗୁଡ଼ିକ ...

ଜୀ ଓଡ଼ିଶା ଡେସ୍କ Fri, 04 Feb 2022-11:18 pm,
1/6

ନୂଆଦିଲ୍ଲୀ: Kamalika Chanda Hot Pics: ଅଭିନେତ୍ରୀ କମଲିକା ଚନ୍ଦା (Kamalika Chanda) ୱେବ୍ ସିରିଜ୍ 'ମସ୍ତରାମ' (Mastram) ରେ ମାଳ ମାଳ ବୋଲ୍ଡ ସିନ୍ ଦେଇଥିଲେ, ଯାହା ହଇଚଇ ସୃଷ୍ଟି କରିଥିଲା ।​ ସେ ଏହି ସିରିଜ୍ ପରେ ଚର୍ଚ୍ଚାରେ ଆସିଥିଲେ । ବାସ୍ତବ ଜୀବନରେ ମଧ୍ୟ କମଲିକା ଚନ୍ଦା ବହୁତ ବୋଲ୍ଡ ଓ ନିଜ ହଟ୍ ଫଟୋ (Kamalika Chanda Hot Pics) ମାଧ୍ୟମରେ ପ୍ରଶଂସକଙ୍କ ହୃଦୟରେ ହଇଚଇ ସୃଷ୍ଟି କରନ୍ତି । ଏଠାରେ ଦେଖନ୍ତୁ କମଲିକାଙ୍କ ବୋଲ୍ଡ ଫଟୋଗୁଡ଼ିକ ...

2/6

ମସ୍ତରାମରେ ମନ୍ତ୍ରୀଙ୍କ ସେକ୍ରେଟାରୀ ଭୂମିକାରେ କରିଥିଲେ ଅଭିନୟ

ୱେବ୍ ସିରିଜ୍ 'ମସ୍ତରାମ' (Mastram) ରେ କମଲିକା ଚନ୍ଦା (Kamalika Chanda) ମନ୍ତ୍ରୀଙ୍କ ପର୍ସନାଲ ସେକ୍ରେଟାରୀ ଭୂମିକାରେ ଅଭିନୟ କରିଥିଲେ । 

3/6

ବୋଲ୍ଡନେସର ସମସ୍ତ ସୀମା ପାର କରିଥିଲେ କମଲିକା

ସେ (Kamalika Chanda) 'ମସ୍ତରାମ' (Mastram) ସିରିଜରେ ବୋଲ୍ଡନେସର ସମସ୍ତ ସୀମା ପାର କରି ଏକରୁ ଅଧିକ ବୋଲ୍ଡ ସିନ୍ ଦେଇଥିଲେ ।

4/6

ବୋଲ୍ଡ ଫୋଟଗୁଡ଼ିକ ଉଡ଼ାଇଥିଲା ହୋଶ୍

ବାସ୍ତବ ଜୀବନରେ ମଧ୍ୟ କମଲିକା ଚନ୍ଦା ବହୁତ ବୋଲ୍ଡ (Kamalika Chanda) ଓ ଏହାର ପ୍ରମାଣ ହେଉଛି ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ, ଯେଉଁଠି ତାଙ୍କ ହଟ୍ ଫଟୋ (Kamalika Chanda Hot Pics) ରେ ପରିପୂର୍ଣ୍ଣ ରହିଛି ।

5/6

ଫଟୋସୁଟ୍ ହୋଇସାରିଛି ନ୍ୟୁଡ୍

କମଲିକା ଚନ୍ଦା (Kamalika Chanda) ଫଟୋସୁଟ୍ ପାଇଁ ନ୍ୟୁଡ୍ ବା ନଗ୍ନ ହୋଇସାରିଛନ୍ତି, ଯେଉଁଥିପାଇଁ ସେ ଅନେକ ଚର୍ଚ୍ଚାରେ ରହିଆସୁଛନ୍ତି ।

ଏହା ବି ପଢ଼ନ୍ତୁ:-ତୃତୀୟ ବିଶ୍ୱ ଯୁଦ୍ଧର ପଦଧ୍ୱନି! ପୁଣି ଦୁଇ ଗୋଷ୍ଠୀରେ ଭାଗ ହେଲା ଦୁନିଆ, ପଢ଼ନ୍ତୁ ପୂରା ରିପୋର୍ଟ

ଏହା ବି ପଢ଼ନ୍ତୁ:-ପ୍ରଥମ ଥର ଶାରୀରିକ ସମ୍ପର୍କ ସ୍ଥାପନ କରିବା ପରେ ମହିଳାଙ୍କ ଶରୀରରେ ଆସିଥାଏ ଏହି ବଡ଼ ପରିବର୍ତ୍ତନ

ଏହା ବି ପଢ଼ନ୍ତୁ:-ଆୟୁର୍ବେଦ ଅନୁଯାୟୀ, ଖାଦ୍ୟ ଖାଇବା ପରେ ତୁରନ୍ତ କରନ୍ତୁନି ଏହି ୬ଟି କାମ

6/6

ବିକିନି ବଢ଼ାଇ ଦେଇଥିଲା ଇଣ୍ଟରନେଟର ପାରା

କମଲିକା କେତେବେଳେ ବିକିନି  (Kamalika Chanda Bikini Pics) ରେ ତ କେତେବେଳେ ମୋନୋକିନିରେ ନିଜର ହଟ୍ ଫଟୋ ସେୟାର କରି ପ୍ରଶଂସକଙ୍କ ହୋଶ୍ ଉଡ଼ାଇ ଦିଅନ୍ତି । ତାଙ୍କର ଫଟୋଗୁଡ଼ିକ ବହୁତ ପସନ୍ଦ କରାଯାଇଥାଏ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link