Rape Case: ମହିଳାଙ୍କ ଉପରେ ବଢୁଛି ପାଶବିକ ଅତ୍ୟାଚାର ।  ଦୁଷ୍କର୍ମର ଶୀକାର ହେଉଛନ୍ତି ମହିଳା ଓ ଯୁବତୀ । ଘରେ ହେଉକି ବାହାରେ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି ମହିଳା । ଏଭଳି ଏକ ଘଟଣା ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ମହାରାଷ୍ଟ୍ରର ବୁଲଡାନା ଜିଲ୍ଲାରେ । ଏହି ଘଟଣା ସମସ୍ତଙ୍କୁ ଚକିତ କରିପାରେ । ଜଣେ ସମ୍ପର୍କୀୟ ମାମୁ ତାର ଭାଣିଜୀ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


COMMERCIAL BREAK
SCROLL TO CONTINUE READING


ମିଳିଥିବା ସୂଚନା ଅନୁଯାୟୀ,ଚିଖଲି ସହରରେ ଜଣେ ୧୫ ବର୍ଷିୟ ଭାଣିଜୀ ଉପରେ ମାମୁର ପାପ ନଜର ପଡିଲା । ପରେ ସେ ଭାଣିଜୀକୁ ବୁଲାଇବା ବାହାନା କରି ସ୍ଥାନୀୟ ଲଜକୁ ନେଇଥିଲା । ସେଠାରେ ଭାଣିଜୀ ସହ ଦୁଷ୍କର୍ମ କରିଥିଲା । ପରେ ପୀଡିତା ଜଣକ ଏନେଇ ନଜି ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ଏନେଇ ପରିବାର ସଦସ୍ୟ ସମ୍ପୃକ୍ତ ମାମୁଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ମାମୁକୁ ଗିରଫ କରିବା ସହ ଉଭୟଙ୍କ ଡାକ୍ତରୀମାଇନା ମଧ୍ୟ କରାଯାଇଛି ।


Also Read: ଇଣ୍ଟରନେଟ୍ ଓ ମଦ୍ୟପାନର ନିଶା ପାଇଁ ଦାୟୀ କିଏ? ଗବେଷଣାରେ ହେଲା ଏହି ଆଶ୍ଚର୍ଯ୍ୟଜନକ ଖୁଲାସା


​Also Read: ସାନ ଭାଇଙ୍କ ପତ୍ନୀଙ୍କୁ ନେଇ ଫେରାର ବଡ଼ ଭାଇ, ଦେଢଶୁର ପାଇଁ ୨ ସନ୍ତାନର ମା' ଭୁଲିଲା ଲୋକଲଜ୍ଜା


ଭେଡିର ପିମ୍ପଲାନର ଥାନା ଅଞ୍ଚଳରେ (Pimpalner police) ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅନୈତିକ ସମ୍ପର୍କ ହେତୁ ଉଭୟ ଏଭଳି ଚରମ ନିଷ୍ପତି ନେଇଛନ୍ତି । ଯୁବକ ଜଣକ ରଶି ଲଗାଇ ଝୁଲି ପଡିଥିବା ବେଳେ ମହିଳା ଜଣକ କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମୃତ ବ୍ୟକ୍ତିଙ୍କ ନାମ ମୋହନ ବାବୁରାଓ ନରୱାଡେ। ମହିଳାଙ୍କ ନାଁ କୌଶାବାଇ ଯାଦବ ବୋଲି ଜଣାପଡିଛି । ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।


Also Read: Digital Rape: ଭାଇ-ଭଉଣୀ ସହିତ ଡିଜିଟାଲ୍ ରେପ୍, ଅଭିଯୁକ୍ତ ଗିରଫ, ଜାଣନ୍ତୁ କ'ଣ ଏହି ମାମଲା?


Also Read: Rape case: ନିଶା ଦେଇ ଅପହରଣ ପରେ ଦୁଷ୍କର୍ମ, ଆଉ ଏବେ ଛୁଆକୁ ଜନ୍ମ ଦେଲା ନାବାଳିକା


Also Read: Crime News: Film Special 26 ଷ୍ଟାଇଲରେ ଲୁଟ୍, ଇଡି ଅଫିସର ପରିଚୟ ଦେଇ ଦୋକାନୀକୁ ଚୁନ ଲଗାଇଲେ ଲୁଟେରା


Also Read: Sex Racket: ୱେବ୍ ଚ୍ୟାନେଲ୍ ନାମରେ ଚାଲିଥିଲା ସେକ୍ସ ରାକେଟ୍, ୨ ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ


Also Read: West Bengal Youth Suicide: ଆଉ ଜଣେ ଯୁବକଙ୍କ ଆତ୍ମହତ୍ୟା: ପ୍ରେମିକାକୁ ଭିଡିଓ କଲ୍ କରି ଫ୍ୟାନରେ ଝୁଲିପଡିଲେ ପ୍ରେମିକ, କାରଣ ଜାଣିଲେ ହୋଇଯିବେ ଚକିତ