Cow Dung Powered Tractor: ବେନାମାନର ସହ-ପ୍ରତିଷ୍ଠାତା କ୍ରିସ୍ ମାନଙ୍କର କହେବାର ଅନୁସାରେ, ଇ ଜ୍ଞାନକୌଶଲ୍ ବାୟୁମଣ୍ଡଲ୍ରୁ ଉଲ୍ଲେଖ୍ ଯୋଗ୍ୟ ପରିମାନର ମିଥେନ୍ ହଟେଇ ନିର୍ଗମନ ନିୟନ୍ତ୍ରଣରେ ପରିବର୍ତ୍ତନ୍ ଆନବାର କ୍ଷମତା ରଖ୍ସି। ବ୍ରିଟେନର ବେନାମାନ କମ୍ପାନୀ ବିଶ୍ୱର ପ୍ରଥମ୍ ଟ୍ରାକ୍ଟର ତୈୟାରି କରିଛେ ଯେନ୍ଟା ସମ୍ପୂର୍ଣ୍ଣ ରୂପ୍ରୁ ଫାର୍ମୟାର୍ଡ ସାରରୁ ପରିଚାଲିତ୍ ହେସି। ଇଟା କୃଷିକେ ଅଙ୍ଗାରକାମ୍ଳ ମୁକ୍ତ କରବାର ପ୍ରୟାସରେ ବଡ୍ କଦମ୍ ଆଏ। "ଫ୍ୟୁଜିଟିଭ୍ ମିଥେନ୍", ଯେନ୍ଟା ନାହେଲେ ଗୋବର୍ରୁ ରକ୍ଷା ପାଏସି, ସେଟା 270bhp ନ୍ୟୁ ହଲାଣ୍ଡ T7 ଟ୍ରାକ୍ଟରରୁ ଧରାଯାଏସି ଆଉ ଜୈବ ଇନ୍ଧନରେ ପରିବର୍ତ୍ତିତ ହେସି। ଇଟା କର୍ବାର୍ ଲାଗି ବହୁତ ଶକ୍ତିଶାଲୀ ଗ୍ରୀନ୍ ହାଉସ୍ ଗେସକେ ଉପ୍ଚାର କରବାର ଥିସି। 


COMMERCIAL BREAK
SCROLL TO CONTINUE READING

ଇ ବିଜ୍ଞାନର ଅନେକ୍ କ୍ଷମତା ରହିଛେ ଜେନ୍ତା କି ବାୟୁମଣ୍ଡଲ୍ରୁ ବଡ ପରିମାନ୍ର ମିଥେନ୍ ବାହାର କରି ନିର୍ଗମନ ନିୟନ୍ତ୍ରଣ କରବାର। T7 ତରଲ୍ ମିଥେନ ଇନ୍ଧନୟୁକ୍ତ୍ ଟ୍ରାକ୍ଟର ବିଶ୍ୱରେ ନିଜର୍ ପର୍କାର୍ର ପହେଲା ଥିଲା। ଇଟା ଗୁଟେ ବଡ୍ କଦମ୍ ଆଏ ବିଶ୍ୱ କୃଷି କ୍ଷେତ୍ରରେ କାର୍ବନ୍ ମୁକ୍ତୀକରନ୍ ଲାଗି।


ଜାତିସଙ୍ଘ୍ ପରିବେଶ୍ କାର୍ୟ୍ୟକ୍ରମ ପକ୍ଷର ଆକଲନ୍ ଅନୁସାରେ, ୨୦ ବରସ୍ରେ ମିଥେନ୍ କାର୍ବନ୍ ଡାଇଅକ୍ସାଇଡ୍ (CO2) ତୁଲ୍ନାରେ ୮୪ ଗୁନ୍ ଅଧିକା ଶକ୍ତି ସମ୍ପନ୍ନ୍ ହେବା। ଯଦି ଟ୍ରାକ୍ଟର୍ ଦୂରରୁଭି ପ୍ରଦର୍ଶନ୍ କରଲା ଆଉ ‘କର୍ନିଶ’ ନିର୍ମାତା ଦାବି କରଲା, ତାହେଲେ ଇଟା ଗୁଟେ ସମୟରେ ଡିଜେଲ୍ ବିକଳ୍ପକେ ଚ୍ୟାଲେଞ୍ଜ କରିପାରବା ଯେତେବେଲେ କୃଷକ୍ମାନେ ଅଙ୍ଗାରକାମ୍ଲ ନିର୍ଗମନ ହ୍ରାସ କର୍ରବା ଲାଗି ବ୍ରିଟେନ ସରକାରଙ୍କର୍ ବର୍ଦ୍ଧିତ୍ ଚାପରେ ଆସୁଛନ୍।


Also Read: Paradeep: କୋଲକାତାରୁ ଆସି ପାରାଦୀପରେ ରାଜ୍, କାହିଁକି ରାଜ୍ୟ ବାହାରକୁ ଚାଲାଣ ହେଉଛି ଖଇଁଗା ମାଛ ଯାଆଁଳ


Also Read: Sambalpur: ଅଭିନବ ଉପାୟରେ ହେଉଥିଲା ଗଞ୍ଜେଇ ଚୋରାଚାଳାଣ, ଗୋଡାଇ ଗୋଡାଇ ଧରିଲା ଅବକରୀ ବିଭାଗ