IND Vs AUS: ବୁମ୍ରା-କନଷ୍ଟାସ୍ ମଧ୍ୟରେ ବଚସା, ପୂରା ଟିମ୍ ଇଣ୍ଡିଆ ଦେଖାଇଲା 'ଉଗ୍ର ରୂପ'; ଦେଖନ୍ତୁ ଭିଡିଓ

Jasprit Bumrah Vs Sam Konstas: ସିଡନୀ ଟେଷ୍ଟ ମ୍ୟାଚରେ ଭାରତର ଅଧିନାୟକତ୍ୱ କରୁଥିବା ଜସପ୍ରୀତ ବୁମ୍ରା ଏବଂ ଅଷ୍ଟ୍ରେଲିଆର ଯୁବ ବ୍ୟାଟ୍ସମ୍ୟାନ୍ ସାମ କନଷ୍ଟାସଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଦୁହିଁଙ୍କ ମଧ୍ୟରେ ଝଗଡା ଏତେ ବଢ଼ିଗଲା ଯେ ଅମ୍ପାୟାରମାନଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡିଲା। ସାନ କନଷ୍ଟାସ୍ ବୁମରା ଉପରେ ଆଖି ଦେଖାଉଥିଲେ ଏବଂ ଭାରତୀୟ ଅଧିନାୟକ ମଧ୍ୟ ଏକ କଡା ଜବାବ ଦେଇଥିଲେ।

IND Vs AUS: ବୁମ୍ରା-କନଷ୍ଟାସ୍ ମଧ୍ୟରେ ବଚସା, ପୂରା ଟିମ୍ ଇଣ୍ଡିଆ ଦେଖାଇଲା 'ଉଗ୍ର ରୂପ'; ଦେଖନ୍ତୁ ଭିଡିଓ
Image Credit: Jasprit Bumrah Vs Sam Konstas

About the Author