IOCL Recruitment 2023 : ଭାରତୀୟ ତୈଳ ନିଗମ ଲିମିଟେଡ୍ (IOCL Recruitment) ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ନନଏକଜିକ୍ୟଟିଭ୍ (Non-Executive)  ପଦବୀରେ ନିଯୁକ୍ତି ପାଇଁ IOCL ୫୦୦ରୁ ଅଧିକ ନିଯୁକ୍ତି ପାଇଁ(500 vacancies)ବିଜ୍ଞପ୍ତି  ପ୍ରକାଶ ପାଇଛି।   ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ IOCLର ଅଫିସିଆଲ୍ ୱେବସାଇଟ୍ (i.e. www.iocl.com ) କୁ ଯାଇ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ। ଏବଂ ଭଲ ଦରମା(salary) ମଧ୍ୟ ପାଇପାରିବେ। ତେବେ, ଆଶାୟୀମାନେ ଏଥିରେ ବିଳମ୍ବ ନ କରି ଯଥାଶିଘ୍ର ଆବେଦନ (Apply)କରନ୍ତୁ । 


COMMERCIAL BREAK
SCROLL TO CONTINUE READING

ପ୍ରାର୍ଥୀମାନେ ଏହି ଲିଙ୍କ୍ i.e. www.iocl.com ମାଧ୍ୟମରେ ସିଧାସଳଖ ଆବେଦନ କରିପାରିବେ(Employment News)। ଆହୁରି ମଧ୍ୟ, ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଲିଙ୍କ୍ IOCL Recruitment ରେ କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୫୦୦ଟି ପଦବୀ ପୂରଣ ହେବ।  ଆସନ୍ତାମାସ,୨୦ ତାରିଖ ପୂର୍ବରୁ ଆଶାୟୀମାନେ ଆବେଦନ କରିପାରିବେ । ପ୍ରାର୍ଥୀମାନେ ବୟସ ସୀମା, ଆବେଦନ ଶୁଳ୍କ, ଯୋଗ୍ୟତା ଏବଂ ଦରମା ଇତ୍ୟାଦି ସମ୍ବନ୍ଧୀୟ ବିସ୍ତୃତ ସୂଚନା ଜାଣିବା ପାଇଁ ଦେଖନ୍ତୁ।


Also Read : Viral News: ଯୁବକଙ୍କ ଅଜବ କାରନାମା, ବାହା ନ ହେବା ପାଇଁ ନିଜକୁ ହସପିଟାଲରେ କରାଇଲେ ଆଡମିଟ୍


Also Read : Interesting News:'ସିଫ୍ଟ ସରିଲା, ଘରକୁ ଯାଅ'


ଯୋଗ୍ୟତା:
ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ୧୦ମ ପାଶ କରିଥିବେ । ଏହା ସହିତ ବି.ଏସ୍.ସି, ଡିପ୍ଲୋମା, ଇଞ୍ଜିନିୟରିଂ, ସ୍ନାତକ, ITI ସାର୍ଟିଫିକେଟ୍ / ଡିଗ୍ରୀ ରହିବା ଉଚିତ


ବୟସ ସୀମା:
ସର୍ବନିମ୍ନ ବୟସ – ୧୮ ବର୍ଷ
ସର୍ବାଧିକ ବୟସ – ୨୬ ବର୍ଷ
ଗୁରୁତ୍ୱପୂର୍ଣ୍ଣ ତାରିଖ:
IOCL ଆବେଦନ ଦାଖଲ ପାଇଁ ଆରମ୍ଭ ତାରିଖ: ୦୧ ମାର୍ଚ୍ଚ ୨୦୨୩
IOCL ଆବେଦନ ଦାଖଲ କରିବାର ଶେଷ ତାରିଖ: ୨୦ ମାର୍ଚ୍ଚ ୨୦୨୩
ଦରମା:
IOCL ଇଞ୍ଜିନିୟର ପୋଷ୍ଟ୍‌ ପାଇଁ ଦରମା : ୨୫,୦୦୦-୧,୦୫,୦୦୦ ଟଙ୍କା
ଆବେଦନ ଶୁଳ୍କ:
ସାଧାରଣ ବର୍ଗ, ଓବିସି, ଇଡବ୍ଲୁଏସ୍ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ - ୧୫୦ ଟଙ୍କା


Also Read : Indian Railways: ପୁଣି ୫୦୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ କଲା ରେଳବାଇ, ଜାଣନ୍ତୁ ତାଲିକାରେ ରହିଛି ଓଡ଼ିଶାର କେତୋଟି ଟ୍ରେନ?


Also Read : Nikki Murder Case: ପୋଲିସ ଆଗରେ ସତ ଓଗାଳିଲା ବଏଫ୍ରେଣ୍ତ ସାହିଲ୍, ହତ୍ୟାର ୧୨ ଘଣ୍ଟା ପୂର୍ବରୁ ନିକି ସହ...


​Also Read : Haryana: ଗୋଚାଲଣ କରୁଥିବା ସନ୍ଦେହରେ ୨ ଜଣଙ୍କୁ ଜୀବନ୍ତ ଜଳାଇଲେ ବଜରଙ୍ଗୀ ଦଳ କର୍ମୀ! କାର ଭିତରୁ ମିଳିଲା କଙ୍କାଳ


Also Read: Wedding News: ନାତୁଣୀ ବୟସର ଯୁବତୀଙ୍କୁ ବିବାହ କଲେ ୬ଟି ଛୁଆର ବାପା, ଜାଣନ୍ତୁ ଏହି ନିଆରା ବାହାଘର ବିଷୟରେ...


Also Read : Vastu Tips For Kitchen: ଦାରିଦ୍ର୍ୟତାରୁ ରକ୍ଷା କରେ ରୋଷେଇ ଘରର ଏହି ୫ଟି ଜିନିଷ, ସରିଗଲେ ବିପଦ...