ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ନୂଆବର୍ଷ ପରେ ଛାତ୍ରଛାତ୍ରୀଙ୍କୁ ହାତଖର୍ଚ୍ଚ ଦେବେ ସରକାର!

Shahid Madho Singh Haath Kharcha Yojana: ରାଜ୍ୟ ସରକାର ଅନୁସୂଚିତ ଜନଜାତି ପିଲାଙ୍କ ଡ୍ରପ୍-ଆଉଟ୍ ହାର ହ୍ରାସ କରିବା ସହିତ ` ସହିଦ ମୋଧୋ ସିଂହ ହାତ ଖର୍ଚ୍ଚ ଯୋଜନା` ରେ ପରିକଳ୍ପନା କରିଛନ୍ତି। ଆସନ୍ତା ୫ ତାରିଖରେ `ସହିଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା` ଶୁଭାରମ୍ଭ କରାଯିବ।

Narmada Behera Jan 01, 2025, 09:39 AM IST
1/7

2/7

ଲୋକସେବା ଭବନରେ ନବଗଠିତ  ଜନଜାତି ଉପଦେଷ୍ଟା ପରିଷଦ ପ୍ରଥମ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା  କରି କହିଛନ୍ତି ଯେ,' ସହିଦ୍ ମାଧୋ ସିଂ ହାତଖର୍ଚ୍ଚ' ଯୋଜନାରେ  ନବମ ଓ ଏକାଦଶ ଶ୍ରେଣୀରେ ନାମଲେଖାଇଥିବା ଶିକ୍ଷାର୍ଥୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ। 

3/7

ସେହିପରି ସଦିଦ୍ ଲକ୍ଷ୍ମଣ ନାୟକ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ରେ ୭୦୫ ସ୍କୁଲ୍ କୁ  ଆଦର୍ଶ ବିଦ୍ୟାଳୟରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଇଛି। 

4/7

ଏକ କାଳୀନ ଏହି ଟଙ୍କା ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଦିଆଯିବ ।  

5/7

ଏନେଇ ସହିଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାର ଗାଇଡ ଲାଇନ ଜାରି ହୋଇଛି।  ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଜାରି ହୋଇଛି। 

6/7

ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେ, ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୋହନ ସରକାର ସହିଦ ମାଧୋ ସିଂହ ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।

7/7

ଏହି ଯୋଜନା ଦ୍ବାରା ପାଖାପାଖି ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link