ସୋସିଆଲ ମିଡିଆରେ ନିଆଁ ଲଗାଇଲା ସାରାଙ୍କ ବୋଲ୍ଡ ଅନ୍ଦାଜର ଭାଇରାଲ ଫଟୋ!

ସାରା ଅଲ୍ଲୀ ଖାନ ଯିଏ କି ତାଙ୍କ ବବଲି ଏବଂ କ୍ୟୁଟ୍ ଅନ୍ଦାଜ ପାଇଁ ସମସ୍ତଙ୍କ ମନ କିଣି ନେଇ ଥାଆନ୍ତି ନିକଟରେ ଏକ ଫଟୋସୁଟ୍ ରେ ଲାଇମ ଲାଇଟକୁ ଆସିଛନ୍ତି । ସାରାଙ୍କ ଏହି ବୋଲ୍ଡ ଫଟୋସୁଟ୍ ସମସ୍ତଙ୍କ ହୃଦୟ ଚୋରି କରି ନେଇଛି ।

ରୁକ୍ମଣୀ ବେହେରା Fri, 17 Jun 2022-12:39 pm,
1/5

ସାରା ଅଲ୍ଲୀ ଖାନ ଯିଏ କି ତାଙ୍କ ବବଲି ଏବଂ କ୍ୟୁଟ୍ ଅନ୍ଦାଜ ପାଇଁ ସମସ୍ତଙ୍କ ମନ କିଣି ନେଇ ଥାଆନ୍ତି ନିକଟରେ ଏକ ଫଟୋସୁଟ୍ ରେ ଲାଇମ ଲାଇଟକୁ ଆସିଛନ୍ତି । ସାରାଙ୍କ ଏହି ବୋଲ୍ଡ ଫଟୋସୁଟ୍ ସମସ୍ତଙ୍କ ହୃଦୟ ଚୋରି କରି ନେଇଛି । (ଫଟୋ- ସୋସିଆଲ ମିଡିଆ)

2/5

ଏହି ଫଟୋସୁଟ୍ ରେ ସାରା କଳା ରଙ୍ଗର ବୋଲ୍ଡ ଆଉଟ ଫିଟ୍ ରେ ନଜର ଆସୁଛନ୍ତି । ତାଙ୍କର ଏହି ନିଆରା ଅନ୍ଦାଜ ଦେଖି ଫ୍ୟାନ୍ସଙ୍କ ଆଖିକୁ ବିଶ୍ବାସ ହେଉନାହିଁ । ଷ୍ଟାଇଲିସ୍ ଆଉଟ୍ ଫିଟ୍ ରେ ସାରା କମାଲ୍ ଦେଖାଯାଉଛନ୍ତି । ଏହା ପୂର୍ବରୁ ସୋସିଆଲ ମିଡିଆରେ ସାରାଙ୍କ ଏପରି ଫଟୋ କେବେ ଦେଖିବାକୁ ମିଳି ନ ଥିଲା । (ଫଟୋ-ସୋସିଆଲ ମିଡିଆ)

3/5

ସାରାଙ୍କ ଆଉଟ୍ ଫିଟ୍ ତ ବୋଲ୍ଡ ରହିଛି କିନ୍ତୁ ତାଙ୍କର ଲୁକ୍ସ ଆଉ ଅନ୍ଦାଜ ବି ଚମତ୍କାର ରହିଛି । ସାରା ଏହି ଫଟୋରେ କମାଲର ଏକ୍ସପ୍ରେସନ୍ ଦେଉଛନ୍ତି । ଏହି ଫଟୋରେ କେବଳ ଯେ ସାରାଙ୍କ ଫ୍ୟାନ୍ସଙ୍କ  ରିଆକ୍ସନ ଆସୁଛି ତାହା ନୁହେଁ ଅନ୍ୟ ସେଲିବ୍ରେଟି ବି ସୁନ୍ଦର ପ୍ରତିକ୍ରିୟା ଦେଉଛନ୍ତି । ଜାହ୍ନବୀ କପୁରଙ୍କ ଠାରୁ ଆରମ୍ଭ କରି ଅନନ୍ୟା ପାଣ୍ଡେ ପର୍ଯ୍ୟନ୍ତ ସମସ୍ତେ ସାରାଙ୍କୁ ପ୍ରଶଂସା କରୁଛନ୍ତି । (ଫଟୋ- ସୋସିଆଲ ମିଡିଆ)

4/5

୨୦୧୮ରେ ବଲିଉଡରେ ଡେବ୍ୟୁ କରିଥିବା ସାରା ଅଲ୍ଲୀ ଖାନ ସମୟ ସହ ଧୀରେ ଧୀରେ ବୋଲ୍ଡ ହେବାରେ ଲାଗିଛନ୍ତି । ଆଉ ଏହି ଫଟୋରୁ ହିଁ ଆପଣ ଅନ୍ଦାଜା ଲଗାଇ ପାରିବେ କି ସାରାଙ୍କ ଲ୍ୟାଟେଷ୍ଟ ଫଟୋସୁଟ୍ ବର୍ତ୍ତମାନ ସୋସିଆଲ ମିଡିଆରେ ଛାଇ ହୋଇଯାଇଛି ।

5/5

ଏହି ଫଟୋ ଗୁଡିକୁ ସେୟାର କରିଛନ୍ତି ସାରା ଆଉ କୌଣସି କ୍ୟାପସନ୍ ଦେଇନାହାଁନ୍ତି । କିନ୍ତୁ ପଟୌଦି ପରିବାରର ଲାଢଲୀ ନିଜ ଅନ୍ଦାଜରେ ହଙ୍ଗାମା ସୃଷ୍ଟି କରିଛନ୍ତି । ୱେଲ ସେ ଯାହା ବି ହେଉ ନା କାହିଁକି ସାରାଙ୍କ ଏହି ବୋଲ୍ଡ ଅବତାର ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସୁଛି । (ଫଟୋ - ସୋସିଆଲ ମିଡିଆ )

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link