Black pepper side effects
କଣ ଆପଣ ଅତ୍ୟଧିକ ଗୋଲମରିଚ ଖାଉଛନ୍ତି କି ? ସାବଧାନ ଲାଭ ବଦଳରେ ଶରୀରକୁ ଦେଇପାରେ କ୍ଷତି
ଗୋଲମରିଚ ଏକ ଆୟୁର୍ବେଦିକ ଔଷଧ ଭାବରେ ବିବେଚନା କରାଯାଏ। ଯାହା ମାଧ୍ୟମରେ ଅନେକ ରୋଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ଏହାକୁ ଅତ୍ୟଧିକ ଖାଆନ୍ତି ତେବେ ଅନେକ କ୍ଷତି ଭୋଗିବାକୁ ପଡିପାରେ ।
Nov 18,2022, 13:44 PM IST
benefits of mushroom
ପ୍ରତ୍ୟେକ ଦିନ ଖାଆନ୍ତୁ ଛତୁ, ଶରୀରକୁ ମିଳିବ ଅନେକ ଉପକାରିତା
ଛତୁ ସ୍ବାସ୍ଥ୍ୟ ପାଇଁ ଏକ ଉପକାରିତା ପନିପରିବା ଅଟେ। ଏଥିରେ ହାଇ ପ୍ରୋଟିନ୍ ସହ ଶାକାହାରିଙ୍କ ପ୍ରିୟ ପନିପରିବା ଅଟେ । ଏହାକୁ ପ୍ରତ୍ୟେକ ଦିନ ଖାଇଲେ ଜାଣନ୍ତୁ ଶରୀରକୁ କଣ ଉପକାରିତା ମିଳେ ।
Nov 17,2022, 13:28 PM IST
camphor benefits
କେମିକାଲ ନୁହେଁ କେବଳ ୨ଟି କର୍ପୂର ଦ୍ୱାରା ମଶା ହେବେ ଦୂର ,ଏପରି କରନ୍ତୁ ଉପାୟ
ଗୋଟିଏ ମଶା ଆପଣଙ୍କୁ ଅସୁସ୍ଥ କରିପାରେ । ବାସ୍ତବରେ ଡେଙ୍ଗୁ ଏବଂ ମ୍ୟାଲେରିଆ ମଶା ଚିହ୍ନଟ କରିବା ସହଜ ନୁହେଁ । ଏପରି ସ୍ଥିତିରେ ଆପଣ କିପରି ରାସାୟନିକ ପଦାର୍ଥ ଏବଂ ବିଷାକ୍ତ ଧୂଆଁ ବ୍ୟବହାର ନ କରି କିଛି ଘରୋଇ ଉପଚାରରେ ଆପଣ ନିଜ ପରିବାରକୁ ସୁରକ୍ଷିତ ରଖିପାରିବେ ।
Nov 16,2022, 13:49 PM IST
Healthiest glass water bottle
ପ୍ଲାଷ୍ଟିକ ବୋତଲ ଶରୀର ପାଇଁ ଜହର, ତୁରନ୍ତ କାଚ ବୋତଲରେ ପିଅନ୍ତୁ ପାଣି ଶରୀରକୁ ମିଳିବ ଅନେକ ଲାଭ
ଅଧିକାଂଶ ଲୋକେ ପାଣି ପିଇବା ପାଇଁ ପ୍ଲାଷ୍ଟିକ ବୋତଲ ବ୍ୟବହାର କରନ୍ତି । ଆପଣଙ୍କୁ କହି ରଖୁଛୁ କି ଏହାର ବ୍ୟବହାରରେ ଆପଣଙ୍କ ଶରୀରରେ ଅନେକ ଗମ୍ଭୀର ରୋଗକୁ ବୃଦ୍ଧି କରିପାରେ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କାଚ ଗ୍ଲାସ କି ବୋତଲ ବ୍ୟବହାରରେ ମିଳେ ଅନେକ ଲାଭ ।
Nov 12,2022, 10:35 AM IST
BITTER GOURD BENEFITS
ଶୀତଦିନରେ ହେବନି ଏସବୁ ରୋଗ, କେବଳ ଗୋଟିଏ ଗ୍ଲାସ କଲରା ରସ କରନ୍ତୁ ସେବନ
କଲରାର ସ୍ବାଦରେ ପିତା କିନ୍ତୁ ଏହାକୁ ନିଜ ନିତିଦିନ ଖାଦ୍ୟରେ ସାମିଲ କଲେ ମିଳିବ ଅନେକ ଉପକାରିତା । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏଥିରେ ରୋଗ ପ୍ରତିରୋଧକ ଶକ୍ତି ସହ ସମସ୍ତ ଚର୍ମ ରୋଗକୁ କରେ ଦୂର ।
Nov 10,2022, 13:20 PM IST
Banana benefits
ଶୀତଦିନରେ କେବଳ ଗୋଟିଏ କଦଳୀ ଖାଆନ୍ତୁ, ଅନେକ ଲାଭ ସହ ହଜାରେ ଟଙ୍କା ସଞ୍ଚୟ କରନ୍ତୁ
ଶୀତଦିନରେ କଦଳୀରୁ ଅନେକ ଉପକାରିତା ମିଳିଥାଏ । ଏହା ଆପଣଙ୍କ ତ୍ବଚାକୁ ସୁସ୍ଥ ରଖେ ଏହା ବ୍ୟତୀତ ଆପଣ ଏହାକୁ ମୁହଁରେ ଲଗାଇବା ଦ୍ବାରା ଅନେକ ଲାଭ ମଧ୍ୟ ମିଳିଥାଏ ।
Nov 8,2022, 13:52 PM IST
GreenChilliBenefits
କଞ୍ଚା ଲଙ୍କାକୁ ଚୋବାଇ ଖାଇବାର ଉପକାରିତା ଜାଣିଲେ ହେବେ ଆଶ୍ଟର୍ଯ୍ୟ,ଆଜି ଠାରୁ ଆରମ୍ଭ କରିବେ ଖାଇବା
କଞ୍ଚା ଲଙ୍କାକୁ ଦେଖିଲେ କିଛି ଲୋକେ ମୁହଁ ବୁଲାଇ ଦିଅନ୍ତି,କିନ୍ତୁ ଏହାର ପୁଷ୍ଟିକର ବିଷୟରେ ଜାଣିଲେ ହେବେ ଆଶ୍ଟର୍ଯ୍ୟ ।
Nov 6,2022, 11:59 AM IST
FoodForWeightLoss lifestyle
ମୁଢୀ-କ୍ଷୀର ମିଶାଇ ଖାଆନ୍ତୁ, ରକେଟ୍ ବେଗରେ କମିବ ଚର୍ବି
ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହାଁନ୍ତି ତେବେ କ୍ଷୀରରେ ମିଶାଇ ମୁଢୀ ଖାଆନ୍ତୁ । ଦେଖିବେ କିଛି ଦିନରେ ଓଜନ ହ୍ରାସ ହୋଇଥାଏ ।ଏହା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକିଲା ଅନୁଭବ କରିବେ ନାହିଁ ।
Nov 5,2022, 13:35 PM IST
BlackCuminSeedBenefits
ଓଜନ ବୃଦ୍ଧିର ବଡ଼ ଶତୃ କଳା ଜିରା, ଶରୀରକୁ ଦିଏ ଅନେକ ଲାଭ
ଖାଲି ପେଟରେ କଳା ଜିରା ଖାଇବା ଦ୍ବାରା ଆପଣଙ୍କୁ ଅନେକ ଲାଭ ମିଳିଥାଏ । ଆପଣଙ୍କ ମେଟାବୋଲିଜିମ୍ ଠିକ ରଖିବା ସହ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ ।
Nov 3,2022, 11:24 AM IST
HomeRemedyForSkinDryness
ଦେଶୀ ଘିଅରେ ଚମକିବ ଚେହେରା, ଏମିତି କରନ୍ତୁ ବ୍ୟବହାର
ଯଦି ଆପଣଙ୍କ ଚେହେରାରେ ଦାଗ,ଶୁଷ୍କତା ରହିଛି ତେବେ ମୁହଁରେ ଲଗାନ୍ତୁ ଦେଶୀ ଘିଅ । ଏହାକୁ ଲଗାଇବା ଦ୍ବାରା ମୁହଁରୁ ଶୁଷ୍କତା ଦୂର ସହ ଚେହେରାରେ ଆସିଥାଏ ଚମକ।
Nov 2,2022, 13:26 PM IST
PulsesForBadCholesterol
ସୁସ୍ଥ ଶରୀର ପାଇଁ ଡାଲି ଅଟେ ସଞ୍ଜୀବନି, କୋଲେଷ୍ଟ୍ରଲ ସମସ୍ୟା ସହ ଓଜନ ବୃଦ୍ଧିକୁ କରେ ହ୍ରାସ
ଡାଲିକୁ ନିଜ ଡାଏଟରେ ସାମିଲ କରିବା ଜରୁରୀ । ପୁଷ୍ଟିକର ତତ୍ତ୍ବ କାରଣରୁ ଡାଲିକୁ ପ୍ରାୟତଃ ସୁପର ଫୁଡ୍ ମାନ୍ୟତା ଦିଆଯାଇଛି ।
Oct 29,2022, 13:10 PM IST
TulsiLeavesBenefits
ପ୍ରତିଦିନ ଖାଲି ପେଟରେ ୪ଟି ତୁଳସୀପତ୍ର ଖାଆନ୍ତୁ , ମଧୁମେହ ସମେତ ୫ଟି ରୋଗ ଠାରୁ ଦୂରେଇ ରୁହନ୍ତୁ
ଯଦି ମଧୁମେହ,ମାନସିକ ଚାପ କିମ୍ବା ଥଣ୍ଡା କାଶ ସମସ୍ୟା ରହିଛି ତେବେ ସକାଳେ ଉଠି ଖାଲି ପେଟରେ ତୁଳସୀ ପତ୍ରକୁ ଚୋବାଇ ଖାଇବା ଦ୍ବାରା ଅନେକ ରୋଗ ଦୂର ହୋଇଥାଏ ।
Oct 28,2022, 13:35 PM IST
TripundMiraclePower
କପାଳରେ କାହିଁକି ଲଗାଯାଏ ତ୍ରିପୁଣ୍ଡ ? ଧାର୍ମିକ ଏବଂ ବୈଜ୍ଞାନିକ ବିଶେଷତ୍ବ ବିଷୟରେ ଜାଣନ୍ତୁ
କପାଳରେ ଚନ୍ଦନ କିମ୍ବା ଭସ୍ମ ଦ୍ବାରା ତିନୋଟି ରେଖାକୁ ତ୍ରିପୁଣ୍ଡ କୁହାଯାଏ । ତ୍ରିପୁଣ୍ଡ ତିନୋଟି ଆଙ୍ଗୁଠି ସାହାଯ୍ୟରେ ଲଗାଯାଏ । କପାଳର ଏହି ୩ଟି ଧାଡିରେ ୨୭ ଦେବତା ବାସ କରନ୍ତି । ଯେଉଁ ମାନେ କପାଳରେ ତ୍ରିପୁଣ୍ଡ ଲଗାନ୍ତି ତାଙ୍କ ଉପରେ ମହାଦେବଙ୍କ ବିଶେଷ ଅନୁଗ୍ରହ ବା କୃପା ମିଳିଥାଏ ।
Oct 27,2022, 10:45 AM IST
wheat grass benefits
ଗହମ ଗଛର ରସ ବେଶ ଫଳପ୍ରଦ,କୋଲେଷ୍ଟ୍ରଲ ସହ ଅନେକ ସମସ୍ୟାକୁ କରେ ବାଏ ବାଏ
ଗହମ ଗଛର ରସ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ସଠିକ୍ ଉପାୟରେ ପିଇଲେ ସ୍ବାସ୍ଥ୍ୟ ପାଇଁ ଗହମ ଗଛର ରସ ବହୁତ ଲାଭକାରୀ ଅଟେ । ଆସନ୍ତୁ ଜାଣିବା ଏହାକୁ କିପରି ପିଇବେ ଏବଂ ଏହାକୁ ପିଇବାର ଲାଭ କଣ ରହିଛି ।
Oct 26,2022, 13:28 PM IST
WalkingOnGrass
ସବୁଜ ଘାସରେ ପ୍ରତିଦିନ ୨୦ ମିନିଟ୍ ଚାଲିବା ଅଭ୍ୟାସ କରନ୍ତୁ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ
ସକାଳେ ଉଠି ଖାଲି ପାଦରେ ସବୁଜ ଘାସ ଉପରେ ଖାଲି ପାଦରେ ଚାଲିବା ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଯଦି ଆପଣ ଏହାର ଉପକାରିତା ଜାଣିବେ ଆପଣ ବି ଏହି ଅଭ୍ୟାସ ଆରମ୍ଭ କରିଦେବେ ।
Oct 25,2022, 13:11 PM IST
Benefitsofwaterchestnut
ପୋଷକ ତତ୍ତ୍ବରେ ଭରପୂର ପାଣି ସିଙ୍ଗଡା, ଲାଭ ଜାଣିଲେ କିଣିବା ପାଇଁ ଦୌଡିବେ ତୁରନ୍ତ
ପାଣି ସିଙ୍ଗଡ଼ା ଏମତି ଏକ ଫଳ ଯାହାକୁ ପ୍ରତିଦିନ ଖାଇଲେ ଆପଣଙ୍କ ଚେହେରାରେ ଆସେ ଚମକ ଏବଂ ଶରୀରରେ ପୁଷ୍ଟିକର ଅଭାବକୁ କରିଥାଏ ଦୂର ।
Oct 25,2022, 11:17 AM IST
HealthTips
ତୁରନ୍ତ ରୋଷେଇ ଘରୁ ହଟାନ୍ତୁ ଏହି ୪ଟି ଜିନିଷ, ନଚେତ୍ ଆପଣଙ୍କ ପରିବାରର ସ୍ବାସ୍ଥ୍ୟ ଉପରେ ପଡିବ ଖର
ରୋଷେଇ ଘରେ ରୋଷେଇ କରିବା ପାଇଁ ଆମେ ଅନେକ ଜିନିଷ ବ୍ୟବହାର କରୁ କିନ୍ତୁ କିଛି ଜିନିଷ ଆମ ସ୍ବାସ୍ଥ୍ୟ ପାଇଁ ଉତ୍ତମ ନଥାଏ । ତେଣୁ ଏହି ସବୁ ଜିନିଷକୁ ଚିହ୍ନି ତୁରନ୍ତ ରୋଷେଇ ଘରୁ ବାହାର କରନ୍ତୁ ।
Oct 23,2022, 13:07 PM IST
HealthBenefitsOfKantola
କାଙ୍କଡ଼ ଉତ୍ତମ ସ୍ବାସ୍ଥ୍ୟ ପାଇଁ ସଞ୍ଜୀବନୀ,ଜାଣନ୍ତୁ କାଙ୍କଡ଼ର ଉପକାରିତା
ପନିପରିବା ଭିତରେ କାଙ୍କଡ ହେଉଛି ଅନ୍ୟତମ । ଏଥିରେ ଆୟୁର୍ବେଦର ଭଣ୍ଡାର ଭାବରେ ବିବେଚନା କରାଯାଏ ।
Oct 21,2022, 11:39 AM IST
drumstick benefits
ସଜନା ଛୁଇଁ ଏବଂ ସଜନା ପତ୍ରର ଚମତ୍କାରିତା ଜାଣିଲେ ହେବେ ଆଶ୍ଚର୍ଯ୍ୟ, ମଧୁମେହ ଏବଂ ଅନେକ ସମସ୍ୟାରୁ
ସଜନା ଛୁଇଁ ଏପରି ଏକ ଗଛ ଯାହାର ପ୍ରତ୍ୟେକ ଅଂଶ ଆୟୁର୍ବେଦିକ ଔଷଧ ଭାବରେ ବ୍ୟବହୃତ ହୋଇଥାଏ । ମଧୁମେହ ପରି ଅନେକ ସମସ୍ୟାରୁ ଆପଣଙ୍କୁ ଦିଏ ଆରାମ ।
Oct 20,2022, 13:26 PM IST
ProteinPowdersideeffects
କଣ ଆପଣ ଫିଟ୍ ବଡି ପାଇଁ ପ୍ରୋଟିନ୍ ପାଉଡର ନେଉଛନ୍ତି କି ? ସତର୍କ ହୋଇଯାଆନ୍ତୁ
ଆଜିକାଲି ଅନେକ ଲୋକେ ଫିଟନେସ ପାଇଁ ପ୍ରୋଟିନ ପାଉଡର ଖାଉଛନ୍ତି କିନ୍ତୁ ଆପଣ ଜାଣନ୍ତି କି ଅନେକ ପ୍ରୋଟିନ୍ ପାଉଡର ଆପଣଙ୍କ ଶରୀରକୁ ଲାଭ ସ୍ଥାନରେ କ୍ଷତି ପହଞ୍ଚାଇଥାଏ ।
Oct 19,2022, 13:46 PM IST
FaceSteamingBenefits
ମୁହଁରେ ଗରମ ବାମ୍ପ ନେବା କାହିଁକି ଲାଭଦାୟକ ? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ
ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ମାନେ ଷ୍ଟିମିଙ୍ଗକୁ ପସନ୍ଦ କରନ୍ତି ତେବେ କେବେ ଚିନ୍ତା କରିଛନ୍ତି କି ଏହାକୁ କାହିଁକି ପସନ୍ଦ କରାଯାଏ, କାହିଁକି ଏହା ଚେହେରା ପାଇଁ ଲାଭାଦୟକ ଜାଣନ୍ତୁ ।
Oct 16,2022, 13:20 PM IST
Tea With Bread Side Effects
କଣ ଆପଣ ଚା ସହ ପାଉଁରୁଟି ଖାଇବାକୁ ଭଲ ପାଆନ୍ତି ? ସତର୍କ ହୋଇଯାଆନ୍ତୁ
ଚା ଅଧିକ ପିଇବା ଦ୍ବାରା କ୍ଷତି କରିଥାଏ ତେବେ ଏହା ସହ ଆପଣ ପାଉଁରୁଟି ଖାଇବା ତାହା ଠାରୁ ଅଧିକ କ୍ଷତି କରିଥାଏ ।
Oct 15,2022, 13:39 PM IST
BenefitsOf Laughing
ଆଜି ଠାରୁ ମନ ଭରି ହସିବା ଆରମ୍ଭ କରି ଦିଅନ୍ତୁ,ମିଳିବ ଅନେକ ଉପକାରିତା ଜାଣନ୍ତୁ ହସର ରାମବାଣ
ମନ ଖୋଲି ହସିବା ଆପଣଙ୍କ ଶରୀର ଏବଂ ମାନସିକ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ହସିବା ଶରୀରରେ ସକରାତ୍ମକ ହରମୋନ ରିଲିଜ କରିଥାଏ ଯେଉଁ କାରଣରୁ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ରହିଥାଏ ।
Oct 14,2022, 13:20 PM IST
CowGhee Vs BuffaloGhee Benefits
ଗାଈର ଘିଅ ନା ମଇଁଷି ଘିଅ ଖାଇବା ଲାଭଦାୟକ ? ଜାଣନ୍ତୁ କଣ କହୁଛନ୍ତି ଡାଏଟିସିଆନ୍
ସାଧାରଣତଃ ଲୋକେ ସୁଦ୍ଧ ଘିଅ ଖାଇବା ପାଇଁ ପସନ୍ଦ କରିଥାଆନ୍ତି। ଘିଅ ଶରୀରକୁ ଅନେକ ଉପାୟରେ ଲାଭ ଦେଇଥାଏ କିନ୍ତୁ ଆପଣ ଜାଣନ୍ତି କି ଗାଈ ଘିଅ ନା ମଇଁଷି ଘିଅ କେଉଁଟା ଅଧିକ ଲାଭଦାୟକ ଅଟେ ।
Oct 13,2022, 13:45 PM IST
Oct 13,2022, 13:44 PM IST
raw garlic benefits
ଖାଲି ପେଟରେ କଞ୍ଚା ରସୁଣ ଖାଇବା କାହିଁକି ଲାଭଦାୟକ ? ଜାଣନ୍ତୁ ଏହି ସବୁ ରୋଗରୁ ରଖେ ସୁରକ୍ଷିତ
ରସୁଣକୁ ଆୟୁର୍ବେଦର ଭଣ୍ଡାର ଭାବରେ ବିବେଚନା କରାଯାଏ କାରଣ ଏହା ସାହାଯ୍ୟରେ ଆମେ ଅନେକ ଗମ୍ଭୀର ରୋଗରୁ ରକ୍ଷା ପାଇପାରୁ । ଏହାର ଉପକାର ବିଷୟରେ ଜାଣିଲେ ହେବେ ଆଶ୍ଚର୍ଯ୍ୟ ।
Oct 8,2022, 13:23 PM IST
Real Vs Fake Sindoor
କଣ ଆପଣ ବି ନକଲି ସିନ୍ଦୂର ବ୍ୟବହାର କରି ସମସ୍ୟା ଭୋଗୁଛନ୍ତି କି ? ଜାଣନ୍ତୁ ପ୍ରକୃତ ସିନ୍ଦୁର କିପର
ଆଜିକାଲି ବଜାରରେ ନକଲି ସିନ୍ଦୁର ବହୁ ପରିମାଣରେ ବିକ୍ରି ହେଉଛି । ଏହାକୁ ବ୍ୟବହାର କରି ମହିଳା ମାନେ ଅନେକ ସମସ୍ୟା ଭୋଗୁଛନ୍ତି ତେବେ ଜାଣନ୍ତୁ କିପରି ଜାଣିବେ ନକଲି ଏବଂ ପ୍ରକୃତ ସିନ୍ଦୁର ମଧ୍ୟରେ ପାର୍ଥକ୍ୟ ।
Oct 7,2022, 13:52 PM IST
#BestWayToEatOnion #HealthTips #Lifestyle #Tips
ପିଆଜ ଖାଇବାର ସର୍ବୋତ୍ତମ ଉପାୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ,ଆପଣଙ୍କ ସ୍ବାସ୍ଥ୍ୟରେ ଆସିବ ଏପରି ପରିବର୍
ପିଆଜରେ ଔଷଧୀୟ ଗୁଣ ପରିପୂର୍ଣ୍ଣ ରହିଥାଏ କିନ୍ତୁ ଏହାକୁ କିପରି ଖାଇବେ ତାହା ସମସ୍ତେ ଜାଣି ନ ଥାଆନ୍ତି । ତେବେ ଆସନ୍ତୁ ଜାଣିବା ପିଆଜ ଖାଇବାର ସଠିକ୍ ଉପାୟ ।
Oct 6,2022, 11:37 AM IST
#BeautyTips # lifestyle #tips
କଳା ଓଠକୁ ଗୋଲାପି କରିବାର ସହଜ ଉପାୟ, କିଛି ଘରୋଇ ଉପଚାର ଆପଣାନ୍ତୁ ସୁନ୍ଦର ଓଠ ପାଆନ୍ତୁ
ସମସ୍ତେ ଗୋଲାପି ଏବଂ ନରମ ସୁନ୍ଦର ଓଠ ଚାହାଁନ୍ତି କିନ୍ତୁ ବ୍ୟସ୍ତବହୁଳ ଜୀବନଶୈଳୀରେ ଆମେ ଆମର ଧ୍ୟାନ ରଖିବାକୁ ଭୁଲି ଯାଉ ଆସନ୍ତୁ ଜାଣିବା କିଛି ସହଜ ଉପାୟ ବିଷୟରେ ।
Sep 28,2022, 13:29 PM IST
skincaretips
ଖାଆନ୍ତୁ କେବଳ ଏକ ଚାମଚ ଦେଶୀ ଘିଅ, ପାଆନ୍ତୁ ସୁନ୍ଦର ଚମକଦାର ଚେହେରା
ଯଦି ଆପଣ ସବୁ ବେଳେ ଯୁବ ଆଉ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି ତେବେ ଏହି ଖବର ଆପଣ ପାଇଁ । ଆଜି ଆପଣଙ୍କୁ ଜଣାଇବୁ ଦେଶୀ ଘିଅର ଚମତ୍କାରିତା।
Sep 24,2022, 13:42 PM IST
weight loss fruit
ପାଚିଲା ଅମୃତଭଣ୍ଡା ହେଉଛି ଶରୀର ପାଇଁ ଅମୃତ, କେମିତି ଖାଇବେ ଏହାକୁ ଜାଣନ୍ତୁ
ବାରମାସରେ ମିଳୁଥିବା ଏହି ଫଳର ଚମତ୍କାରିତା ଅନେକ ରହିଛି । ପାଚିଲା ଅମୃତଭଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଅନେକ ଲାଭଦାୟକ । ଓଜନ ହ୍ରାସ ଠାରୁ ଆରମ୍ଭ କରି ପେଟଜନିତ ସମସ୍ତ ସମସ୍ୟାକୁ ଦୂର କରିଥାଏ ।
Sep 11,2022, 13:27 PM IST
#DiabetesControlTips
ମଧୁମେହ ରୋଗୀ ପାଇଁ ରାମବାଣ ମେଥୀ, ଖାଆନ୍ତୁ ସୁସ୍ଥ ରୁହନ୍ତୁ
ମଧୁମେହ ରୋଗୀଙ୍କ ପାଇଁ ସ୍ବାସ୍ଥ୍ୟର ଯତ୍ନ ନେବା ଏବଂ ଦୈନନ୍ଦିନ ଖାଦ୍ୟରେ ଏପରି ଜିନିଷ ଅନ୍ତର୍ଭୁକ୍ତ କରିବା ଅତ୍ୟନ୍ତ ଜରୁରୀ ଯାହା ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିଥାଏ ।
Sep 10,2022, 13:49 PM IST
#SideEffectsofGuava
କଣ ଆପଣ ଅଧିକ ପିଜୁଳି ଖାଉଛନ୍ତି କି ? ସର୍ତକ ହୋଇଯାଆନ୍ତୁ ସ୍ବାସ୍ଥ୍ୟ ପାଇଁ ଖରାପ ଅଟେ ଅଧିକ ଖାଇବ
ପିଜୁଳି ଏପରି ଏକ ଫଳ ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ତଥାପି ଏହାକୁ ଖାଇବାରେ କିଛି ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ନ ଚେତ୍ ଆପଣଙ୍କୁ ଭୋଗିବାକୁ ପଡିପାରେ ସ୍ବାସ୍ଥ୍ୟଗତ ସମସ୍ୟା ।
Sep 9,2022, 13:44 PM IST
#Healthtips #Besthealthdrink #lifestyle #tips
କ୍ଷୀରରେ ଦେଶୀ ଘିଅ ପକାଇ ପିଇଛନ୍ତି କି ?ଯଦି ନାଁ ଜାଣନ୍ତୁ ପୁରାତନ ଆୟୁର୍ବେଦିକ ଉପକାରିତାର ରହସ୍ୟ
କ୍ଷୀରରେ ଘିଅ ମିଶାଇ ପିଇବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । କ୍ଷୀର ଏବଂ ଦେଶୀ ଘିଅରେ ଅନେକ ପୋଷକ ତତ୍ତ୍ବ ରହିଛି । ତେଣୁ ଯଦି ଏହି ଦୁଇଟି ଏକାଟି ପିଅନ୍ତି ତେବେ ଆପଣଙ୍କୁ ଅନେକ ଲାଭ ମିଳିବ । କିନ୍ତୁ କିଛି ଜିନିଷ ପ୍ରତି ଧ୍ୟାନ ଦେବା ଜରୁରୀ ।
Sep 8,2022, 13:33 PM IST
#Skincaretips #AntiAgeing #lifestyle #Tips
ସୁନ୍ଦରତା ବଜାୟ ରଖିବା ପାଇଁ ନାଭିରେ ପକାନ୍ତୁ କିଛି ବୁନ୍ଦା, ଚମକିବ ଆପଣଙ୍କ ଚେହେରା
ଚେହେରାରେ ଚର୍ମ କୁଞ୍ଚନ,ଡାର୍କ ସର୍କଲ ଦେଖିବାକୁ ମିଳୁଛି,କିନ୍ତୁ ଆପଣ ଜାଣନ୍ତି କି ଘରୋଇ ଉପଚାର ସାହାଯ୍ୟରେ ଆପଣ ଏହି ବାର୍ଦ୍ଧକ୍ୟ ଜନିତ ସମସ୍ୟାକୁ କିଛି ମାତ୍ରାରେ ଦୂର କରିପାରିବେ ।
Sep 7,2022, 13:59 PM IST
#BenefitsofEatingCurd #weightlosstips #eatingcurd #lifestyle
ଦହିର ଚମତ୍କାର ଉପକାରିତା ବିଷୟରେ ଜାଣିନାହାନ୍ତି କି, ଖାଆନ୍ତୁ ଏବଂ ନିରୋଗ ରୁହନ୍ତୁ
ପ୍ରତ୍ୟେକ ଦିନ ଦହି ଖାଇବା ଦ୍ବାରା ଆମ ଶରୀରକୁ ଅନେକ ଉପକାର ମିଳିଥାଏ । ଆମ ଓଜନ ହ୍ରାସ ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ ।
Sep 4,2022, 13:23 PM IST
#HarmofDrinkingAlcoholandBeer #Lifestyle #tips #health
ଶରୀରରୁ ଏମିତି ସଙ୍କେତ ମିଳୁଛି କି, ସତର୍କ ହୋଇଯାଆନ୍ତୁ ବିୟର ଏବଂ ମଦ୍ୟପାନକୁ କରନ୍ତୁ ନାଁ
ଯେତେବେଳେ ଆପଣ ଅଧିକ ମଦ୍ୟପାନ ଏବଂ ବିୟର ପିଇବା ଆରମ୍ଭ କରନ୍ତି ସେତେବେଳେ ଶରୀର ୪ ପ୍ରକାର ଚେତାବନୀ ବା ସଙ୍କେତ ଦେବା ଆରମ୍ଭ ହୋଇଥାଏ । ଏପରି ସ୍ଥିତିରେ ତୁରନ୍ତ ସତର୍କ ହେବା ଆବଶ୍ୟକ । ଆସନ୍ତୁ ଜାଣିବା ସେହି ୪ଟି ସଙ୍କେତ ବିଷୟରେ ।
Sep 3,2022, 13:21 PM IST
HolyBasilMilkBenefits
ତୁଳସୀପତ୍ରକୁ କ୍ଷୀର ସହ ମିଶାଇ ପିଇଛନ୍ତି କି, ଯଦି ନା ତେବେ ଜାଣନ୍ତୁ ଏହାର ଚମତ୍କାର ଉପକାରିତା
ଆପଣ ନିଶ୍ଚିତ ଭାବରେ ଅନେକ ଥର କ୍ଷୀର ପିଇଥିବେ କିନ୍ତୁ ସେଥିରେ ତୁଳସୀ ପତ୍ରକୁ ଫୁଟାଇ ପିଇଛନ୍ତି କି, ଯଦି ନା ଜାଣନ୍ତୁ ଏହାର ଚମତ୍କାର ଉପକାରିତା ।
Aug 31,2022, 13:31 PM IST
Cauliflower Side Effects
କଣ ଅଧିକ ଫୁଲକୋବି ଖାଉଛନ୍ତି କି ? ସାବଧାନ ହୋଇଯାଆନ୍ତୁ ଶରୀର ପାଇଁ ଅଧିକ କ୍ଷତିକାରକ
ସାଧାରଣତଃ ସମସ୍ତେ ଫୁଲକୋବି ଖାଇବାକୁ ପସନ୍ଦ କରନ୍ତି କିନ୍ତୁ ଆପଣ ଜାଣନ୍ତି କି ଏହାକୁ ଅଧିକ ପରିମାଣର ଖାଇଲେ ଶରୀରକୁ ହୁଏ ଅଧିକ କ୍ଷତି ।
Aug 30,2022, 10:52 AM IST
Benefits Of Potato Peel
ଆଳୁ ଚୋପାର ଉପକାରିତା ବିଷୟରେ ଜାଣିଲେ ହେବେ ଆଶ୍ଟର୍ଯ୍ୟ, ଜାଣନ୍ତୁ କଣ ରହିଛି ଲାଭ
ପ୍ରାୟତଃ ଆମେ ଆଳୁ ଚୋପାକୁ ଅଦରକାରୀ ଭାବି ଏହାକୁ ଡଷ୍ଟବିନରେ ପକାଇ ଦେଉ କିନ୍ତୁ ଆପଣ ଜାଣନ୍ତି କି ଏଥିରେ ରହିଛି ଅନେକ ଲାଭ ।
Aug 29,2022, 13:30 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.