bhaturhari nitisatakam ମହାପୁରୁଷ ଭତୃହରିଙ୍କ ନୀତିଶତକମ ଭାଗ-୨
ପୂର୍ବରୁ ଆମେ ଆପଣଙ୍କୁ ନୀତିଶତକମର ଗୋଟିଏ ପାର୍ଟରେ ଅନେକ ସୂଚନା ଦେଇଥିଲୁ। ଆଜି ପୂନର୍ବାର ଆଉ ଏକ ପାର୍ଟରେ ନୀତିଶତକମର ଆଉ କିଛି ସୂଚନାଦେବାକୁ ଚେଷ୍ଟା କରିବୁ। ଏହା ଦ୍ୱାରା ଆପଣଙ୍କ ଜୀବନରେ ଅନେକ ପ୍ରଭାବ ପକାଇବ ବୋଲି ଆମେ ଆଶା କରୁ। ନୀତିଶତକମର ଦ୍ୱିତୀୟ ପାର୍ଟରେ ନୀତିଶତକମର ରଚୟିତା ମହାତ୍ମା ଶ୍ରୀ ଭତୃହରି ପ୍ରାରମ୍ଭରେ ମଣ୍ଡଳାଚରଣ ରୂପରେ ଅନନ
ନୂଆଦିଲ୍ଲୀ: ପୂର୍ବରୁ ଆମେ ଆପଣଙ୍କୁ ନୀତିଶତକମର ଗୋଟିଏ ପାର୍ଟରେ ଅନେକ ସୂଚନା ଦେଇଥିଲୁ। ଆଜି ପୂନର୍ବାର ଆଉ ଏକ ପାର୍ଟରେ ନୀତିଶତକମର ଆଉ କିଛି ସୂଚନାଦେବାକୁ ଚେଷ୍ଟା କରିବୁ। ଏହା ଦ୍ୱାରା ଆପଣଙ୍କ ଜୀବନରେ ଅନେକ ପ୍ରଭାବ ପକାଇବ ବୋଲି ଆମେ ଆଶା କରୁ। ନୀତିଶତକମର ଦ୍ୱିତୀୟ ପାର୍ଟରେ ନୀତିଶତକମର ରଚୟିତା ମହାତ୍ମା ଶ୍ରୀ ଭତୃହରି ପ୍ରାରମ୍ଭରେ ମଣ୍ଡଳାଚରଣ ରୂପରେ ଅନନ୍ତ, ଚୈତନ୍ୟ ଅନୁଭୁତ୍ୟେକଗୋଚର, ଶାନ୍ତ ତଥା ତେଜୋରୁପ ବ୍ରହ୍ମାଙ୍କ ରୂପରେ ପ୍ରଣାମ ଜଣାଉଛନ୍ତି।
ସମ୍ମୋହୟନ୍ତି ମଦୟନ୍ତି ଓ୍ବିଡ଼ମ୍ବୟନ୍ତି, ନିର୍ଭର୍ତ୍ସୟନ୍ତି ରମୟନ୍ତି ଓ୍ୱିଷାଦୟନ୍ତି
ଏତାଃ ପ୍ରଓ୍ୱିଶ୍ୟ ସଦୟଂ ହୃଦୟଂ ନରାଣାଂ, କିଂ ନାମ ଓ୍ୱାମନୟନା ନ ସମାଚରନ୍ତି
ମଧୁ ତିଷ୍ଠତି ଓ୍ୱାଚି ୟୋଷିତାଂ ହୃଦି ହାଲାହଲମେଓ୍ୱ କେଓ୍ୱଲମ
ଅତଏବ ନିପୀୟତେଧରୋ ହୃଦୟ ମୁଷ୍ଟିଭିରେଓ୍ୱ ତାଣ୍ଡୟତଃ
ଏହି ଶ୍ଳୋକରେ ଭତୃହରୀ କହିବାକୁ ଚାହିଁଛନ୍ତି କି ସ୍ତ୍ରୀମାନଙ୍କର କଣ୍ଠରେ ଅମୃତ ତ ଭରି କରି ରହିଥାଏ କିନ୍ତୁ ହୃଦୟରେ ବିଷ ଭରି ରହିଥାଏ। ଏନେଇ ଭତୃହରି କହିଛନ୍ତି କି ମଣିଷଙ୍କୁ ସାଂସାରିକ ଜୀବନକୁ ତ୍ୟାଗ କରି ଭଗବାନ ଶିବଙ୍କ ନିକଟରେ ଶରଣ ନେବା ଉଚିତ। ଶିବଙ୍କ ପ୍ରେମ ମଣିଷକୁ ଶାଶ୍ୱତ ସୁଖ ମିଳିଥାଏ।
ଏଠାରେ କହି ରଖୁ କି ନୀତି ଶତକ ବା ନୈତିକ ଶିକ୍ଷା ହେଉଛି ଜୀବନର ଗ୍ରନ୍ଥ ରତ୍ନ। ଏଥିରେ ବିଦ୍ୟା, ସଜ୍ଜନତା, ଶୌର୍ଯ୍ୟ, ସାହସ, ଶାଳିନତୀ, ମୈତ୍ରୀ, ଉଦାରତା ଆଦି ବିଷୟ ଉପରେ ଅତ୍ୟାଧିକ ରୋଚକ ପ୍ରସ୍ତୁତ କରାଯାଇଥିଲା। ଏହାର ଅଧ୍ୟୟନ ଦ୍ୱାରା ମଣିଷ ସହଜରେ ହି ସଦାଚାରୀ ହୋଇପାରିବେ। ସତସଂଗ ମହାତ୍ମା ଉପରେ ବିସ୍ତାରପୂର୍ବକ ବିଚାର କରିବାର କ୍ଷମତା ମଧ୍ୟ ବଢିଥାଏ। କ୍ରମଶଃ...
Also Read: ମହାପୁରୁଷ ଭତୃହରିଙ୍କ ନୀତିଶତକମ ଭାଗ-୧