ପୁରୁଷଙ୍କ ଯୌନ ସମସ୍ୟାକୁ ଦୂର କରିବାରେ ପ୍ରଭାବଶାଳୀ କେବଳ ୨ଟି ଖଜୁରୀ, ଏହି ଉପାୟରେ କରନ୍ତୁ ସେବନ, ତା`ପରେ ଦେଖନ୍ତୁ କମାଲ!

Benefits Of Dry Dates: ଖଜୁରୀ (Dates) ରେ ମିଳୁଥିବା ଉପାଦାନଗୁଡ଼ିକ ବିଷୟରେ ଆଲୋଚନା କରିବା ତ ଏଥିରେ କ୍ୟାଲସିୟମ୍, ଫାଇବର, ଜିଙ୍କ, ମ୍ୟାଗ୍ନେସିୟମ୍ ଏବଂ ଲୌହ ପ୍ରଚୁର ପରିମାଣରେ ମିଳିଥାଏ । ଭିଟାମିନ୍ A, C, E, K, B2, B6, ନିୟାସିନ ଏବଂ ଥିୟାମିନ ସହିତ ଅନ୍ୟାନ୍ୟ ଅନେକ ଭିଟାମିନ୍ ମିଳିଥାଏ, ଯାହା ଏକ ସୁସ୍ଥ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ ।

ଜୀ ଓଡ଼ିଶା ଡେସ୍କ Wed, 23 Feb 2022-2:32 pm,
1/8

ନୂଆଦିଲ୍ଲୀ: Benefits Of Dry Dates: ଆଜି ଆମେ ଆପଣଙ୍କୁ ଖଜୁରୀ (Dates) ର ଲାଭ ବିଷୟରେ କହିବୁ । ଆଜ୍ଞା ହଁ, ଏହି ଶୁଖିଲା ଫଳ ପୁରୁଷମାନଙ୍କ ପାଇଁ ବିଶେଷ ଲାଭଦାୟକ ବୋଲି ମନେ କରାଯାଏ । ଏଥିରେ ଆମିନୋ ଏସିଡ୍ ମିଳିଥାଏ, ଏହା ଏପରି ଏକ ଏସିଡ୍ ହୋଇଥାଏ ଯାହା ପୁରୁଷମାନଙ୍କର ଯୌନ ସ୍ୱାସ୍ଥ୍ୟ (men's sexual health) କୁ ବୁଷ୍ଟ ଓ କରିବା ଓ ସେମାନଙ୍କର ଷ୍ଟାମିନା ବଢ଼ାଇ ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରିଥାଏ ।

2/8

ଖଜୁରୀରେ ମିଳୁଥିବା ଉପାଦାନ

ଖଜୁରୀ (Dates) ରେ ମିଳୁଥିବା ଉପାଦାନଗୁଡ଼ିକ ବିଷୟରେ ଆଲୋଚନା କରିବା ତ ଏଥିରେ କ୍ୟାଲସିୟମ୍, ଫାଇବର, ଜିଙ୍କ, ମ୍ୟାଗ୍ନେସିୟମ୍ ଏବଂ ଲୌହ ପ୍ରଚୁର ପରିମାଣରେ ମିଳିଥାଏ । ଭିଟାମିନ୍ A, C, E, K, B2, B6, ନିୟାସିନ ଏବଂ ଥିୟାମିନ ସହିତ ଅନ୍ୟାନ୍ୟ ଅନେକ ଭିଟାମିନ୍ ମିଳିଥାଏ, ଯାହା ଏକ ସୁସ୍ଥ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ ।

3/8

କିପରି ଖାଇବେ ଖଜୁରୀ

ଜଣାଶୁଣା ଆୟୁର୍ବେଦ ଡାକ୍ତର ଅବରାର ମୁଲତାନୀଙ୍କ ଅନୁଯାୟୀ, ଖଜୁରୀରେ ହର୍ମୋନ୍ ଟେଷ୍ଟୋଷ୍ଟେରନ୍ ବୃଦ୍ଧି କରିବାର ଗୁଣ ରହିଛି, ଯାହା ପୁରୁଷଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । କିନ୍ତୁ କ୍ଷୀରକୁ ଶକ୍ତି ବଢାଇବା ପାଇଁ ବ୍ୟବହୃତ ହୁଏ । ଏଥିପାଇଁ ଏହି ୨ଟି ଜିନିଷ ଏକାସାଙ୍ଗରେ ସେବନ କରିବାରୁ ପୁରୁଷମାନଙ୍କ ଶାରୀରିକ ଦୁର୍ବଳତାକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

4/8

ବୀର୍ଯ୍ୟ ବୃଦ୍ଧିରେ ସାହାଯ୍ୟକାରୀ ଖଜୁରୀ

ଡକ୍ଟର ଅବରାର ମୁଲତାନୀଙ୍କ ଅନୁଯାୟୀ, ପ୍ରତିଦିନ ୨ କିମ୍ୱା ୩ଟି ଖଜୁରୀ କ୍ଷୀରରେ ପକାଇ ପିଇଲେ ଶକ୍ତି ଓ ବୀର୍ଯ୍ୟ ବୃଦ୍ଧି ପାଇଥାଏ । ଏଥିରେ ମିଳୁଥିବା ମ୍ୟାଗ୍ନେସିୟମ୍ ଆପଣଙ୍କ ଶରୀରରେ ସୁଗାରକୁ ନିୟନ୍ତ୍ରଣ କରିଥାଏ, ଯେଉଁ କାରଣରୁ ଆପଣ ମଧୁମେହ ଭଳି ସମସ୍ୟାରୁ ରକ୍ଷା ପାଇପାରିବେ ।

5/8

ଖଜୁରୀର ଅନ୍ୟାନ୍ୟ ଲାଭ

6/8

ଯଦି ଆପଣ ବଡି ବିଲଡିଂ କରୁଛନ୍ତି ଓ ଓଜନ ବଢାଇବାକୁ ଚାହୁଁଛନ୍ତି, ଖଜୁରୀ ଆପଣଙ୍କୁ ସାହାଯ୍ୟ କରିପାରିବ । କ୍ଷୀର ଓ ଖଜୁରୀରେ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ମିଳିଥାଏ, ଯାହା ଓଜନ ବୃଦ୍ଧି ପାଇଁ ଭଲ ଫଳାଫଳ ଦେଇପାରେ ।

7/8

ଭିଟାମିନ୍ ଏ, ବି ଖଜୁରୀରେ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଆପଣଙ୍କ ତ୍ୱଚା ପାଇଁ ବହୁତ ଲାଭଦାୟକ । ଏହା ସହିତ ଏହା ଆପଣଙ୍କ ଶରୀରରେ ନୂତନ କୋଷ ସୃଷ୍ଟି କରେ  ।

8/8

ଖଜୁରୀ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟରୁ ସହଜରେ ମୁକ୍ତି ପାଇହୁଏ । କାରଣ ଏଥିରେ ପୋଟାସିୟମ୍ ଥାଏ, ତେଣୁ ଆପଣ ଏହାକୁ କ୍ଷୀରରେ ମିଶାଇ ଏହାକୁ ଖାଇପାରିବେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link