Career Horoscope Today: କର୍ମକ୍ଷେତ୍ରରେ କର୍କଟ-କନ୍ୟା ସହ ସତର୍କ ରୁହନ୍ତୁ ଏହି ୫ ରାଶିର ଲୋକେ, ସହକର୍ମୀଙ୍କ ସହ ଦେଖାଦେଇପାରେ ବିବାଦ!

Career Horoscope Today: ଆଜି ଜୁଲାଇ ୧୫ ସୋମବାର। ଆୟୁଷ୍ମାନ ଓ ସର୍ବସିଦ୍ଧି ଯୋଗ ପ୍ରଭାବରୁ ବ୍ୟବସାୟୀମାନଙ୍କ ପାଇଁ ଆଜିର ଦିନଟି ଅନୁକୂଳ ରହିବ। ଯେଉଁ ବ୍ୟବସାୟୀମାନେ ବ୍ୟବସାୟରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ଆଜି ଶୁଭା ବେଳେ ରହିଛି। ଏବଂ ଚାକିରିଆ ମାନଙ୍କ ପାଇଁ ଦିନଟି ଖୁବ୍ ମଙ୍ଗଳମୟ ରହିବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। ତେବେ, ଆସନ୍ତୁ ଜାଣିବା ଆଜି କର୍ମକ୍ଷେତ୍ରରେ ଆପଣଙ୍କ ଦିନ କେମିତି କଟିବ?

Narmada Behera Mon, 15 Jul 2024-12:43 pm,
1/12

ବୃଷ:  ଏ-ହି ରାଶିର ଲୋକେ ଆଜିର ଦିନରେ ମିଶ୍ରିତ ଫଳ ପାଇବେ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। ଯାହାକୁ ନେଇ ଆପଣ ଖୁସି ରହିବେ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ସହଯୋଗୀଙ୍କ ସହ କୌଣସି କଥାକୁ ନେଇ ବିବାଦ ହୋଇପାରେ। ତେଣୁ ଅଯଥା ବିବାଦରୁ ନିଜକୁ ଦୂରେଇ ରଖିବା ଉଚିତ୍। ସନ୍ଧ୍ୟା ସମୟରେ ନିଜର ଶତ୍ରୃଙ୍କ ସହିତ ଭେଟ ହୋଇପାରେ। ଫଳରେ ଆପଣଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡିପାରେ। ତେଣୁ ସତର୍କ ରହିବା ଉଚିତ୍।

 

2/12

ବୃଷ:  ଏ-ହି ରାଶିର ଲୋକେ ଆଜିର ଦିନରେ ମିଶ୍ରିତ ଫଳ ପାଇବେ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। ଯାହାକୁ ନେଇ ଆପଣ ଖୁସି ରହିବେ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ସହଯୋଗୀଙ୍କ ସହ କୌଣସି କଥାକୁ ନେଇ ବିବାଦ ହୋଇପାରେ। ତେଣୁ ଅଯଥା ବିବାଦରୁ ନିଜକୁ ଦୂରେଇ ରଖିବା ଉଚିତ୍। ସନ୍ଧ୍ୟା ସମୟରେ ନିଜର ଶତ୍ରୃଙ୍କ ସହିତ ଭେଟ ହୋଇପାରେ। ଫଳରେ ଆପଣଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡିପାରେ। ତେଣୁ ସତର୍କ ରହିବା ଉଚିତ୍।

 

3/12

ମିଥୁନ: କର୍ମକ୍ଷେତ୍ରରେ ଆଜି ଆପଣ ବରିଷ୍ଠ ଅଧିକାରୀଙ୍କ ଦ୍ବାରା ପ୍ରଶଂସିତ ହୋଇପାରନ୍ତି । ପଦୋନ୍ନତି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଦରମା ବୃଦ୍ଧି ହୋଇପାରେ। କିଛି ମୂଲ୍ୟବାନ୍ ଜିନିଷ ନଷ୍ଟ କିମ୍ବା ଚୋରି ହୋଇପାରେ। ଶିକ୍ଷା ଓ କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଜଡ଼ିତ ଥିବା ଲୋକେ ସଭା ସମିତିରେ ସମ୍ମାନୀତ ହୋଇପାରନ୍ତି। ରାତିରେ ନିଜ ପରିବାର ସହ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି।   

4/12

କର୍କଟ: ଏ-ହି ରାଶିର ଲୋକଙ୍କୁ ଆଜି ସତର୍କତାର ସହ ଚଳିବାକୁ ପଡି଼ବ।  କର୍ମକ୍ଷେତ୍ରରେ କୌଣସି କାର୍ଯ୍ୟକୁ ନେଇ ସହକର୍ମୀଙ୍କ ସହ ବିବାଦ ଦେଖାଦେଇପାର। କର୍ମକ୍ଷେତ୍ରରେ ଚାପ ଆଜି ଅଧିକ ରହିବ। ଅଫିସ୍ ଟୁର୍ କାମରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାର। ଯେଉଁମାନେ ଅବିବାହିତ,  ସେମାନେ ଆଜି ନିଜ ପାର୍ଟନରଙ୍କ ସହ କୌଣସି କଥାକୁ ନେଇ ମନୋମାଳିନ୍ୟ ଦେଖାଦେଇପାରେ।   

5/12

ସିଂହ:  ଆଜି ଏହି ରାଶିର ଲୋକଙ୍କ ପାଇଁ ଦିନଟି ଶୁଭ ରହିବ। ବ୍ୟବସାୟୀମାନଙ୍କୁ ପୁରୁଣା ବିନିଯୋଗରୁ ଲାଭ ମିଳିବ। ନିଜ ବାଣୀ ଦ୍ବାରା ଆପଣ ଅନ୍ୟଲୋକମାନଙ୍କ ମନ ଜିଣିବେ। ଦିର୍ଘ ଦିନ ଧରି ଅଧା ରହିଥିବା କାମ ସମ୍ପୁର୍ଣ୍ଣ ହେବା । ଶିକ୍ଷା-ରିସର୍ଚ୍ଚ କ୍ଷେତ୍ରରେ ଜଡ଼ିତ ଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଶତ୍ରୃଙ୍କ ଉପରେ ବିଜୟ ଲାଭ କରିବେ। ଆକସ୍ମିକ ଧନଲାଭର ଯୋଗ ରହିଛି। ପ୍ରେମ ସମ୍ପର୍କ ଅଧିକ ମଜବୁତ ହେବା ସହ ପାରିବାରିକ ଜୀବନ ସୁଖମୟ ରହିବ। 

 

6/12

କନ୍ୟା:  ଏହି ରାଶିର ଲୋକେ ଆଜି ସତର୍କ ରହିବା ଉଚିତ୍। ବ୍ୟବସାୟରେ ଆଜି କୌଣସି ପ୍ରକାର ଇନଭେଷ୍ଟମେଣ୍ଟ କରନ୍ତୁ ନାହିଁ। କ୍ଷତି ସହିବାର ସମ୍ଭାବନା ରହିଛି। ରିୟଲି-ଇଷ୍ଟେଟ୍ ଲୋକେ ଆଜି ବ୍ୟବସାୟରେ କୌଣସି ପ୍ରକାର ଶୁଭଫଳ ପାଇବେ ନାହିଁ। ଦିର୍ଘ ଦିନଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। କର୍ମକ୍ଷେତ୍ରରେ ଆପଣଙ୍କ ପଦୋନ୍ନତି ହେବା ନେଇ ଚର୍ଚ୍ଚା ହେଉଥିବା ଶୁଣିବାକୁ ପାଇବେ।

7/12

ତୁଳା: ବ୍ୟବସାୟ ଓ ଚାକିରିଆଙ୍କ ପାଇଁ ଦିନଟି ଭଲ ରହିବ। କର୍ମକ୍ଷେତ୍ରରେ କାମର ଚାପ ବୃଦ୍ଧି ପାଇବ। ବ୍ୟବସାୟୀମାନେ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ଦୂରଯାତ୍ରା ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ।  ବ୍ୟବସାୟରେ ଅଟକି ରହିଥିବା ଟଙ୍କା ପ୍ରାପ୍ତ ହେବ। ପ୍ରେମୀ ମାନଙ୍କ ପାଇଁ ଦିନଟି ଭଲ ରହିବ। 

 

8/12

ବିଛା:  ବିଛା ରାଶିର ଲୋକେ ଆଜି ମିଶ୍ରିତ ଫଳ ପାଇବେ। ଘରେ କୌଣସି ସଦସ୍ୟଙ୍କର ଅସୁସ୍ଥତାର ଖବର ପାଇ ମନ ବିଚଳିତ ହେବ। କର୍ମକ୍ଷେତ୍ରରେ ଆଜିର ଦିନ ଏତେ ଖାସ୍ ରହିବ ନାହିଁ।  ବ୍ୟବସାୟରେ ଦ୍ବି ଗୁଣିତ ଲାଭ ମିଳିବ। ଅବିବାହିତ ମାନେ ନିଜ ସାଥୀଙ୍କ ସହ ସନ୍ଧ୍ୟା ସମୟରେ କ୍ବାଲିଟି ଟାଇମ୍ ବିତାଇବେ। ବିବାହିତମାନେ ନିଜ ପରିବାର ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। 

9/12

ଧନୁ:  ଦିନ ଆରମ୍ଭରୁ ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। କର୍ମକ୍ଷେତ୍ରରେ ନିଜ ସହକର୍ମୀଙ୍କ ସହ କୌଣସି ପ୍ରକାର ଏକ ଭୋଜିରେ ଦିନବେଳା ଯାଇପାରନ୍ତି। ଆଶାକରୁଥିବା ଦିଗରୁ ଅର୍ଥପ୍ରାପ୍ତ ହେବ। ରାତିରେ କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। ସାମାଜିକରେ ମାନ ସମ୍ମାନ ବୃଦ୍ଧି ପାଇବ।  ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି। 

10/12

ମକର: ମକର ରାଶିର ଲୋକଙ୍କ ପାଇଁ ଦିନଟି ପ୍ରତିକୂଳ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ନିଜ ସହକର୍ମୀଙ୍କୁ ପ୍ରତ୍ୟକ କାର୍ଯ୍ୟରେ ଆପଣ ଆଜି ସହଯୋଗ କରିବେ। କାର୍ଯ୍ୟାଳୟରେ ସହକର୍ମୀଙ୍କ ଭଲ ପାଇବା ମିଳିବ। ପରିବାର ଲୋକଙ୍କ ସହ କୌଣସି ଧାର୍ମିକ ସ୍ଥଳକୁ ଯାତ୍ରା କରିପାରନ୍ତି। କିନ୍ତୁ ସଂନ୍ଧ୍ୟା ସମୟରେ ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ। ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। 

11/12

କୁମ୍ଭ: ଆୟୁଷ୍ମାନ ଓ ସର୍ବସିଦ୍ଧି ଯୋଗ ପ୍ରଭାବରୁ ଏହି ରାଶିଙ୍କ ଭାଗ୍ୟ ଉଦୟ ହେବ। ଶତ୍ରୃଙ୍କ ଯୋଜନା ପଣ୍ତ କରିବେ। ଦୂରଯାତ୍ରାରୁ ଶୁଭଫଳ ବ୍ୟବସାୟୀମାନଙ୍କୁ ମିଳିପାରେ। ଆମଦାନୀ-ରପ୍ତାନୀରେ ଜଡ଼଼ିଡ ଥିବା ବ୍ୟବସାୟୀମାନେ ଭଲ ଲାଭ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

 

12/12

ମୀନ:  ଦିନ ଆରମ୍ଭରୁ ପରିବାର ଲୋକଙ୍କ ସହ ବିବାଦ ଦେଖାଦେବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇପାରେ । କାର୍ଯ୍ୟାଳୟରେ ମଧ୍ୟ କାର୍ଯ୍ୟ ଅଧିକ ରହିବା ଯୋଗୁଁ ଚାପରେ ରହିବେ।ଅସହାୟକୁ ଦାନ ଓ ସହଯୋଗ କରିବେ। ଆଜି କୌଣସି ପ୍ରକାର କାରବାରୁ ଶୁଭଫଳ ମିଳିବ ନାହିଁ। ଭ୍ରମଣ ସମୟରେ ସାବଧାନ୍ ରୁହନ୍ତୁ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link