ଏହି ୪ଟି ଖାଦ୍ୟ ତୁରନ୍ତ ତରଳାଇଦେବ ଆପଣଙ୍କ ପେଟର ଚର୍ବି!

ପେଟ ଏବଂ ଅଣ୍ଚାରେ ଚର୍ବି ବୃଦ୍ଧି ହେତୁ ଶରୀରର ଆକୃତିକୁ ମଧ୍ୟ ବଦଳାଇ ଦେଇଥାଏ। ଯେଉଁ କାରଣରୁ ଅନେକ ସମୟରେ ଲଜ୍ଜିତ ହେବସହ ଏବଂ ଆତ୍ମବିଶ୍ବାସ ହରାଇକୁ ପଡିଥାଏ।

ରୁକ୍ମଣୀ ବେହେରା Sun, 29 May 2022-2:58 pm,
1/5

କଦଳୀ

ସାଧାରଣତଃ କଦଳୀ ଖାଇଲେ ଓଜନ ବୃଦ୍ଧି ହୋଇଥାଏ ବୋଲି କୁହାଯାଏ। କିନ୍ତୁ ସେଥିରେ ଅନେକ ପୁଷ୍ଟିକର ଖାଦ୍ୟ ମିଳିଥାଏ ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ଏଥିରେ ଥିବା ଫାଇବର ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକକୁ କଣ୍ଟ୍ରୋଲ କରିଥାଏ ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

2/5

ହୋଲଗ୍ରେନ ବ୍ରେଡ୍ ଏବଂ ପିନଟ୍ ବଟର

ଯଦି ଆପଣ ରାତିରେ ଭୋକିଲା ଅନୁଭବ କରୁଛନ୍ତି ତେବେ ଆପଣ ଦୁଇ ସ୍ଲାଇସ୍ ହୋଲଗ୍ରେନ ବ୍ରେଡରେ ପିନଟ୍ ବଟର ଲଗାଇ ଖାଇପାରିବେ। ଏଥିରେ ମେଟାବୋଲିଜିମ୍ ବୁଷ୍ଟ ହୋଇଥାଏ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

3/5

ପିସ୍ତାବାଦାମ

ଅନେକ ଥର ଆମେ ରାତିରେ ହଠାତ୍ ଭୋକ ଅନୁଭବ କରୁ, ପ୍ରାୟତଃ ସମସ୍ତଙ୍କ ସହ ଏପରି ହୋଇଥାଏ। ଏପରି ସ୍ଥିତିରେ ଆପଣ କିଛି ପିସ୍ତାବାଦାମ ଖାଇପାରିବେ, ଯାହା ଆପଣଙ୍କ ଭୋକ ମେଣ୍ଚାଇବାର ସୁସ୍ଥ ବିକଳ୍ପ ଅଟେ। ପିସ୍ତାବାଦାମରେ ଅନେକ ଗୁରୁତ୍ବପୂର୍ଣ୍ଣ ପୋଷକ ତତ୍ତ୍ବ ମିଳିଥାଏ ଏବଂ କ୍ୟାଲୋରୀ ମଧ୍ୟ କମ୍ ଥାଏ। ଯଦି ଆପଣ ଏହାକୁ ଭିଜାଇ ଖାଆନ୍ତି ତେବେ ଏହା  ଅଧିକ ଲାଭଦାୟକ ଅଟେ।

4/5

ଦହି

ରାତିରେ ଖାଇବା ପରେ ଆପଣ ଦହି ଖାଇବା ଜରୁରୀ, କାରଣ ଦହିରେ କ୍ୟାଲୋରୀ ଏବଂ ପ୍ରୋଟିନ ଅଧିକ ମାତ୍ରାରେ ଥାଏ। ଯାହା ମାଂସପେଶୀକୁ ଶକ୍ତି ଦେଇଥାଏ। ଏହା ସହ ଦହିରେ ମାଇକ୍ରୋନ୍ୟୁଟ୍ରିଏଣ୍ଟ ରହିଛି ଯାହା ହଜମ ଶକ୍ତିକୁ ଠିକ୍ ରଖେ ଓ ଓଜନ ହ୍ରାସ କରେ।

5/5

ଆମେ ପ୍ରାୟତଃ ଜଙ୍କଫୁଡ, ତେଲିଆ ଖାଦ୍ୟ, ଫାଷ୍ଟପୁଡ୍ ଖାଇଥାଉ, ଯାହା ଆମ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଆସନ୍ତୁ ଜାଣିବା ଓଜନ କମାଇବା ପାଇଁ ରାତିରେ କଣ ଖାଦ୍ୟ ଖାଇଲେ ଓଜନ ଶୀଘ୍ର ହ୍ରାସ ହେବ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link