ICC Rankings: ନୂଆ ବର୍ଷର ପ୍ରଥମ ଦିନରେ ଜସପ୍ରୀତ ବୁମ୍ରାଙ୍କ ନାମରେ ଯୋଡିଲା ବିଶ୍ୱ ରେକର୍ଡ, ପଛରେ ପଡିଲେ ଅଶ୍ୱିନ୍

Jasprit Bumrah: ଅଷ୍ଟ୍ରେଲିଆ ବିପକ୍ଷ ଚାରିଟି ଟେଷ୍ଟ ମ୍ୟାଚରେ ବୁମରା ୩୦ ୱିକେଟ୍ ନେଇଛନ୍ତି। ଏହା ସମେତ ସେ ସିରିଜର ସବୁଠାରୁ ସଫଳ ବୋଲର ଭାବରେ ଉଭା ହୋଇଛନ୍ତି। ବୁମରାଙ୍କର ୯୦୭ ରେଟିଂ ରହିଛି ଯାହା ଭାରତୀୟ କ୍ରିକେଟ୍ ଇତିହାସରେ ଯେକୌଣସି ବୋଲରଙ୍କ ଶ୍ରେଷ୍ଠ ରେଟିଂ ପଏଣ୍ଟ।

ICC Rankings: ନୂଆ ବର୍ଷର ପ୍ରଥମ ଦିନରେ ଜସପ୍ରୀତ ବୁମ୍ରାଙ୍କ ନାମରେ ଯୋଡିଲା ବିଶ୍ୱ ରେକର୍ଡ, ପଛରେ ପଡିଲେ ଅଶ୍ୱିନ୍
Image Credit: Jasprit Bumrah

About the Author