Vande Metro: ରେଲ୍ ଅଧିକାରୀଙ୍କର୍ ଅନୁଯାୟୀ ବେଙ୍ଗାଲୁରୁ ସହର୍ (Bangalore) ଦେଶ୍ର ଅନ୍ୟତମ୍ ସହର୍ ହେବା ଜେନେ ବନ୍ଦେ ମେଟ୍ରୋ (Vande Metro) ଚଲାଚଲ୍ କର୍ବା। 2023 ବଜେଟ୍ ଅଧିବେଶନ୍ରେ ନୂଆ ବନ୍ଦେ ମେଟ୍ରୋର ଘୋଷଣା କରାଯାଇଛେ ଆଉ ବହୁତ୍ ଜଲଦି ଇଟା ଦେଶ୍ରେ ଆରମ୍ଭ ହେବା। ବନ୍ଦେ ଭାରତ୍ ଏକ୍ସପ୍ରେସ୍ ଗୁଟେ ସେମି-ହାଇସ୍ପିଡ୍ ଟ୍ରେନ୍ (semi-highspeed-train) ଆଏ ଆଉ ଦେଶ୍ର ସବୁନୁ ଦ୍ରୁତଗାମୀ ଟ୍ରେନ୍ ଭି ଆଏ। ଭାରତୀୟ ରେଲ୍ୱେର ବନ୍ଦେ ମେଟ୍ରୋକେ ଦେଶ୍ରେ ବଡ୍ ସହରମାନକେ ଜୁଡି ତାଙ୍କେ ସୁବିଧା ପ୍ରଦାନ୍ କର୍ବାର୍ ଲାଗି ଆରମ୍ଭ କରାଯାଉଛେ।


COMMERCIAL BREAK
SCROLL TO CONTINUE READING

ଦକ୍ଷିଣ ପଶ୍ଚିମ୍ ରେଲପଥ୍ର (South Western Railway SWR) ମହାପ୍ରବନ୍ଧକ୍ ସଞ୍ଜୀବ କିଶୋର୍ ଶୁକ୍ରବାର୍କେ କହିଛନ୍ ଯେ, “ଭାରତ୍ର ଅନ୍ୟତମ୍ ଗୁରୁତ୍ୱପୂର୍ଣ୍ଣ ସହରାଞ୍ଚଲ୍ କେନ୍ଦ୍ର ହେଇଥିବାରୁ ବେଙ୍ଗାଲୁରୁ ନିଶ୍ଚିତ୍ ଭାବ୍ରେ ବନ୍ଦେ ମେଟ୍ରୋ ପାଏବାର୍ରେ ପ୍ରଥମ୍ ସହର୍ ହେବା।“ ତାଙ୍କର୍ କହେବାର୍ ଅନୁସାରେ, ବେଙ୍ଗାଲୁରୁରେ ଚାଲିଥିବାର୍ ରେଲ୍ ପ୍ରକଲ୍ପ, ବିଶେଷ କରି ଲାଇନ୍ର ଦୋହରୀକରଣ୍, ଚାରଗୁଣା କର୍ବାର ଆଉ ବନ୍ଦେ ଭାରତ୍ ଟ୍ରେନ୍ର (Vande Bharat Train) ରକ୍ଷଣାବେକ୍ଷଣ୍ ଲାଗି ଭିତ୍ତିଭୂମି ନିର୍ମାଣ କାମରେ ଆସବା, ଯେତେବେଲେ ବନ୍ଦେ ମେଟ୍ରୋ ଆରମ୍ଭ ଲାଗି ପ୍ରସ୍ତୁତ୍ ହେବା।


ବେଙ୍ଗାଲୁରୁର 100 କିଲୋମିଟର୍ ବ୍ୟାସାର୍ଦ୍ଧ ଭିତ୍ରେ ଥିବାର୍ ସହରମାନେ ଯେନ୍ତା କି ତୁମାକୁରୁ (Tumakuru) ଆଉ ହିନ୍ଦୁପୁରକେ (Hindupur) ବନ୍ଦେ ମେଟ୍ରୋ ମିଲିପାରେ, ଯୋନ୍ଟା ଗୁଟେ ଲୋକାଲ୍ ଟ୍ରେନ୍ ମିତାର୍ ହେବା କିନ୍ତୁ ଅଧିକା ଦ୍ରୁତ ଗତିରେ ଚାଲ୍ବା ଏବଂ ଅଧିକ୍ ଦୂରତା ଅତିକ୍ରମ୍ ଭି କର୍ବା।“ଆମେ ବନ୍ଦେ ମେଟ୍ରୋର ବିକାଶ୍ କରୁଛୁ। ବଡ୍ ବଡ୍ ସହରର ଆଖପାଖ୍ରେ, ବଡ୍ ବଡ୍ ଜନବସତି ରହିଛେ, ଯେନୁ ଲୋକମାନେ ବଡ୍ ବଡ୍ ସହର୍କେ କାମ କିମ୍ବା ଅବସର ଲାଗି ଆସବାର୍କେ ଚାହେବେ, ଆଉ ନିଜର୍ ଘରକେ ଫେରିଯିବେ। ସେଥିଲାଗି ଆମେ ବନ୍ଦେ ଭାରତ୍ ମିତାର୍ ବନ୍ଦେ ମେଟ୍ରୋକେ ପ୍ରସ୍ତୁତ୍ କର୍ବାର୍କେ ଯାଉଛୁ। ଇ ବରସ୍ ଇତାର ଡିଜାଇନ୍ ଆଉ ଉତ୍ପାଦନ୍ ଶେଷ୍ ହେବା, ଆସନ୍ତା ଆର୍ଥିକ୍ ବରସ୍ରେ ଇ ଟ୍ରେନ୍ର ଉତ୍ପାଦନର ଗୁଟେ ରେମ୍ପ-ଅପ୍ କରାଯିବା” ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍। ସେ ଇଟା ମଧ୍ୟ କହିଛନ୍ ଯେ ଯାତ୍ରୀମାନଙ୍କର୍ ଲାଗି ଇଟା ଗୁଟେ ଦ୍ରୁତ ଯାନ୍ର ଅନୁଭୂତି ବାଗିର୍ ହେବା।


ବନ୍ଦେ ମେଟ୍ରୋରେ (Vande Metro) ବିଭିନ୍ନ ଛୋଟ୍ ଛୋଟ୍ ଷ୍ଟେସନକେ ଏକା ସାଙ୍ଗେ ଜୁଡି କରି ଗୁଟେ ଶଟଲ୍ ବାଗିର୍ ଅନୁଭୂତି ପ୍ରଦାନ କରାଯିବା। ଛାତ୍ରଛାତ୍ରୀ, ବ୍ୟବସାୟୀ ଏବଂ ସେବା ଉଦ୍ୟୋଗୀମାନଙ୍କେ ନିଜର୍ ସହର୍ରୁ କାମ୍ କର୍ବାର୍ ଜାଗାକେ ଯିବାର୍ ଲାଗି ଇଟା ସହାୟକ୍ ହେବା।


Also Read: Naba Das Murder:'ଗୋବିନ୍ଦ ସାହୁ ଆତ୍ମହତ୍ୟା ପରି ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ହେବ ଚାପ୍ଟର କ୍ଲୋଜ୍'!


Also Read: Kendrapada: ଧାନବିକ୍ରି ନାଁରେ ଚାଷୀକୁ କରଯାଉଛି ହରିଲୁଟ୍!