Guess Who: ବି-ଟାଉନରେ ଏହି ସୁନ୍ଦରୀଙ୍କ ଭଉଣୀ ଲାଇମଲାଇଟରୁ ରହିଥାଆନ୍ତି ଦୂରରେ...

Guess Who: ଫଟୋରେ ଥିବା ଏହି କୁନି ଓ କ୍ୟୁଟ୍ ଅଭିନେତ୍ରୀ ଜଣକଙ୍କୁ ଆପଣ ଜାଣିପାରୁଛନ୍ତି କି? ଇଏ ହେଉଛନ୍ତି ବଲିଉଡ଼ର ସୁନ୍ଦର ତଥା ନାମକରା ଅଭିନେତ୍ରୀ ଦୀପିକା ପାଦୁକୋନ । ତେବେ ବଲିଉଡ଼ର ଏହି ନାୟିକା ଘରର ଦୁଇ ସଦସ୍ୟଙ୍କ ସହ ବେଶ ନିକଟତର ଅଟନ୍ତି ।

Sun, 26 Mar 2023-12:47 pm,
1/4

୧୯୮୬ ମସିହାର ଜାନୁଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିବା ଦୀପିକା ପାଦୁକୋନ। ତାଙ୍କ ପିତାଙ୍କ ନାମ ପ୍ରକାଶ ପାଦୁକୋନ ଓ ମାତାଙ୍କ ନାମ ଉଜାଲା ଅଟେ। ଦୀପିକାଙ୍କର ଜଣେ ଭଉଣୀ ଅଛନ୍ତି । ତାଙ୍କ ନାମ ଅନିଶା ପାଦୁକୋନ ଅଟେ । ସେ ଜଣେ ଗଲ୍ଫ ଖେଳାଳି ଅଟନ୍ତି ।

2/4

ତେବେ ଦୀପିକାଙ୍କ ସାନ ଭଉଣୀ ଅନିଶା ପାଦୁକୋନ ଲାଇମଲାଇଟ୍ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ।

3/4

ଦୀପିକା ବି-ଟାଉନର ଗ୍ଲାମରସ୍ ହିରୋଇନ ହୋଇଥିବାବେଳେ ଭଉଣୀ ଅନିଶା ସମ୍ପୂର୍ଣ୍ଣ ବିପରୀତ ଅଟନ୍ତି । ଗଲ୍ଫ ଅନିଶାଙ୍କର ପ୍ରିୟ ଖେଳ ଅଟେ। ଏହାସହ ସେ ଅନେକ ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ପ୍ରତିନିଧିତ୍ୱ ମଧ୍ଯ କରିଛନ୍ତି । ଅନିଶା ମାତ୍ର ୧୨ ବର୍ଷ ବୟସରେ ଗଲ୍ଫ ଖେଳିବା ଆରମ୍ଭ କରିଥିଲେ।

4/4

ଇଟାଲୀର ହ୍ରଦ କୋମୋ ଠାରେ ପାରମ୍ପାରିକ କୋଙ୍କଣି ରୀତିନୀତିରେ ପରସ୍ପରକୁ ବିବାହ କରିଥିଲେ ଦୀପଭୀର ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link