Expressway Toll Tax: ଦେଶର ସେହି ୫ ଏକ୍ସପ୍ରେସୱେ ଯାହାର ଟୋଲ ଟ୍ୟାକ୍ସ ଜାଣିଛନ୍ତି ଆପଣ? ଜାଣନ୍ତୁ

Expressway Toll Tax India: ଦେଶର ଅବସ୍ଥିତ ରହିଥିବା ଅନେକ ଏକ୍ସପ୍ରେସୱେ ଠାରେ ଟୋଲ ଟ୍ୟାକ୍ସ ମୂଲ୍ୟ ଭିନ୍ନ ଭିନ୍ନ ହୋଇଥାଏ। ହେଲେ କ`ଣ ଆପଣ ଜାଣଛନ୍ତି ଦେଶର ବିଭିନ୍ନ ସ୍ଥାନରେ ଅବସ୍ଥିତ ରହିଥିହା ଟୋଲ ମୂଲ୍ୟ ମଧ୍ୟ ଅଲଗା ଅଲଗା ହୋଇଥାଏ। ଯାହାର ମୂଲ୍ୟ ଅନେକ ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥାଏ। ଏହା ସତ୍ୟ ଯେ ଦେଶରେ ରାଜପଥ ଏବଂ ଏକ୍ସପ୍ରେସୱେ ଭଳି ସଡ଼କର ଏକ ଲମ୍ବା ନେଟୱାର୍କ ଅଛି। ଯାହା ମାଧ୍ୟମରେ ଲୋକେ ଗୋଟିଏ ସ୍ଥାନରୁ ଆନ୍ୟ ଏକ ସ୍ଥାନକୁ ଯାତ୍ରା କରିଥାନ୍ତି। ଏହି କ୍ରମେ ଆମେ ଜାଣିବା ଯେ ଦେଶରେ ଅବସ୍ଥିତ ଏକ୍ସପ୍ରେସୱେ ଟୋଲ ମୂଲ୍ୟ ପରସ୍ପର ଠାରୁ କେତେ ଭିନ୍ନ ହୋଇଥାଏ।

Tue, 22 Aug 2023-7:54 pm,
1/6

ଟୋଲ ଟ୍ୟାକ୍ସ ମୂଲ୍ୟ ମାଧ୍ୟମରେ ରାସ୍ତା, ସେତୁ, ଭିତ୍ତିଭୂମି ନିର୍ମାଣ ଏବଂ ସୁରକ୍ଷା ପାଇଁ ଆର୍ଥିକ ସମ୍ବଳ ସଂଗ୍ରହ କରିବାକୁ ହୋଇଥାଏ। ଆହୁରି ମଧ୍ୟ ଏହି ଅର୍ଥ ସଡ଼କ ଏବଂ ପରିବହନ ସୁବିଧାର ଗୁଣବତ୍ତା ଏବଂ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ମଧ୍ୟ ପ୍ରଯୁଜ୍ୟ ହୋଇଥାଏ। ଦେଶରେ ଏପରି ଅନେକ ରାଜପଥ ରହିଛି। ଯାହାର ଟୋଲ ମୂଲ୍ୟ ବିଷୟରେ ଆପଣ ଜାଣିରଖନ୍ତୁ। 

 

2/6

ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ଟୋଲ ଦର (Purvanchal Expressway Toll Rate)

କାର୍, ଜିପ୍, ଭ୍ୟାନ୍ ଏବଂ ଅନ୍ୟାନ୍ୟ ହାଲୁକା ଯାନ: ୬୭୫ ଟଙ୍କା ହାଲୁକା ବାଣିଜ୍ୟିକ ଯାନ, ମିନିବସ୍: ୧୦୬୫ ଟଙ୍କା ବସ୍, ଟ୍ରକ୍: ୨୧୪୫ ଟଙ୍କା

 

3/6

ମୁମ୍ବାଇ ନାଗପୁର ଏକ୍ସପ୍ରେସୱେ ଟୋଲ ଦର (Mumbai-Nagpur Expressway Toll Rate)

କାର୍, ଜିପ୍: ୧୨୧୨ ଟଙ୍କା  ହାଲୁକା ବାଣିଜ୍ୟିକ ଯାନ, ମିନିବସ୍: ୧୯୫୫ ଟଙ୍କା  ବସ୍, ଟ୍ରକ୍: ୪୧୦୦ ଟଙ୍କା

4/6

ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ ଟୋଲ୍ ଦର (Mumbai-Pune Expressway Toll Rate)

କାର: ୩୨୦ ଟଙ୍କା ମିନି ବସ୍: ୪୬୫ ଟଙ୍କା ଭାରୀ ଯାନ: ୬୮୫ ଟଙ୍କା

5/6

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଟୋଲ ଦର (Delhi-Mumbai Expressway Toll Rate)

ହାଲୁକା ଯାନ (କାର): ୫୦୦ ଟଙ୍କା ବାଣିଜ୍ୟିକ ଯାନ: ୮୦୫ ଟଙ୍କା ଭାରୀ ଯାନ (ବସ୍ ଏବଂ ଟ୍ରକ୍): ୧୬୮୦ ଟଙ୍କା

6/6

ଯମୁନା ଏକ୍ସପ୍ରେସୱେ ଟୋଲ ହାର (Yamuna Expressway Toll Rate)

ଛୋଟ କାର୍/ଭ୍ୟାନ୍: ୪୩୭ ଟଙ୍କା ହାଲୁକା ବାଣିଜ୍ୟିକ ଯାନ: ୬୪୮ ଟଙ୍କା ଟ୍ରଲର: ୨୭୨୯ ଟଙ୍କା

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link