ହାପି ବର୍ଥ ଡେ ଅଦା ଶର୍ମା

ବଲିଉଡରୁ ନେଇ ସାଉଥ ଫିଲ୍ମରେ କାମ କରିସାରିଥିବା ଅଭିନେତ୍ରୀ ଅଦା ଶର୍ମା (Adah Sharma) ଆଜି ନିଜ ୩୦ ତମ ଜନ୍ମ ଦିନ ପାଳନ କରିଛନ୍ତି । ସେ ୧୧ ମେ ୧୯୯୨ ମସିହାରେ ଜନ୍ମ ହୋଇଥିଲେ । ତାମିଲ ବ୍ରାହ୍ମଣ ପରିବାରର ଜନ୍ମିତ ଅଦା ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାନ୍ତି । ଫିଲ୍ମ ଅପେକ୍ଷା ତାଙ୍କ କ୍ୟୁଟନେସ ଆଉ ବୋଲ୍ଡ ଅନ୍ଦାଜକୁ ଦର୍ଶକ ବେଶ ପସନ୍ଦ କରନ୍ତି । ପ୍ରାୟ ସମୟରେ ସେ ନିଜ ବୋଲ୍ଟ ଫଟୋ ସୁଟ୍ ପାଇଁ ଚର୍ଚ୍ଚାରେ ରୁହନ୍ତି ।

ସୁଭଦ୍ରା ବେହେରା Wed, 11 May 2022-1:44 pm,
1/5

ମଲ୍ଟି ଟାଲେଣ୍ଟେଡ ଅଦା ଶର୍ମାଙ୍କ ବର୍ଥ ଡେ

ହିନ୍ଦୀ , ତାମିଲ , ତେଲୁଗୁ ଏବଂ କନ୍ନଡ ଫିଲ୍ମରେ ଅଭିନୟ କରିଛନ୍ତି ଅଦା ଶର୍ମା ।  ୧୧ ମେ ୧୯୯୨ ମସିହାରେ ତାମିଲ ବ୍ରାହ୍ମଣ ପରିବାରରେ ଅଦାଙ୍କ ଜନ୍ମ  ।

2/5

ଅଭିନୟ ଜରିଆରେ ଜିତନ୍ତି ଦର୍ଶକଙ୍କ ହୃଦୟ

ବଲିଉଡରେ କମାଣ୍ଡୋ ୨ (Commando 2)ଏବଂ ହସି ତୋ ଫସି (Hasee Toh Phasee)ଭଳି ଫିଲ୍ମରେ କାମ କରିସାରିଛନ୍ତି ଅଦା ଶର୍ମା । ଫିଲ୍ମରେ ଆକ୍ଟିଂ ସହ ନିଜ ନିଆରା ଅନ୍ଦାଜରେ ଲୋକଙ୍କ ହୃଦୟ ଜିତିଛନ୍ତି  ।

3/5

ସୋସିଆଲ ମିଡିଆରେ ବୋଲ୍ଡ ଫଟୋ ସେୟାର କରନ୍ତି ଅଦା ଶର୍ମା

ନିଜ ବୋଲ୍ଡନେସ୍ ଫଟୋସୁଟ୍  ଜରିଆରେ ଇଣ୍ଟରନେଟରେ ନିଆଁ ଲଗାନ୍ତି ଅଦା । ନିଆରା ଅନ୍ଦାଜ ଏବଂ କ୍ୟୁଟନେସ ପାଇଁ କୋଟି କୋଟି ଫ୍ୟାନ୍ସ ଏହି ଅଭିନେତ୍ରୀଙ୍କ ଦିୱାନା

4/5

୧୬ ବର୍ଷ ବୟସରୁ ଅଭିନୟରେ କ୍ୟାରିୟର ଆରମ୍ଭ କରିଥିଲେ

ଫିଲ୍ମ 1920 ଜରିଆରେ ବଲିଉଡରେ ପାଦ ଥାପିଥିଲେ । ଫିଲ୍ମରେ ତାଙ୍କ ଅଭିନୟକୁ ବେଶ ପସନ୍ଦ କରାଯାଇଥିଲା ।

5/5

ଫିଟନେସ୍ ଫ୍ରିକ୍ ହିରୋଇନ

 ଫିଟନେସ ଫ୍ରିକ୍ ହିରୋଇନ ଅଦା ଶର୍ମା । ସୋସିଆଲ ମିଡିଆରେ ନିଜ ଫିଟନେସ ଫଟୋ ଆଉ ଭିଡିଓ ସେୟାର କରନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link