Electronic Voting Machine: କିପରି କାମ କରିଥାଏ ଇଭିଏମ? କେତେ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହିଥାଏ ନିର୍ବାଚନ ଫଳାଫଳ?

how do the evm is worked: ଆମ ଦେଶରେ ଇଭିଏମ୍ ମାଧ୍ୟମରେ ନିର୍ବାଚନ ଲାଗି ଭୋଟ ଗ୍ରହଣ ହୋଇଥାଏ। ଅନେକ ନିର୍ବାଚନରେ ଏହାର ବିଶ୍ୱସନୀୟତା ଉପରେ ବିଭିନ୍ନ ପ୍ରକାରର ପ୍ରଶ୍ନ ମଧ୍ୟ ଉଠିସାରିଛି। କ`ଣ ଆପଣ ଜାଣିଛନ୍ତି ଇଭିଏମ୍ ମାଧ୍ୟମରେ ହେଉଥିବା ଭୋଟିଂ କେତେ ଦିନ ସୁରକ୍ଷିତ ରହିଥାଏ।

Sat, 27 Apr 2024-12:51 am,
1/6

ଇଭିଏମ୍ ସମ୍ପର୍କରେ କେବେ କେବେ ଆପଣଙ୍କ ମନରେ ପ୍ରଶ୍ନ ଆସିଥାଏ ଯେ ଆପଣଙ୍କ ଭୋଟ୍ କେତେ ଦିନ ପର୍ଯ୍ୟନ୍ତ ଏହି ମେସିନ୍ ମଧ୍ୟ ସଂରକ୍ଷିତ ରହିପାରିବ?

 

2/6

ଇଭିଏମ୍ ମଧ୍ୟରେ ଦୁଇଟି ୟୁନିଟ୍ ରହିଥାଏ। ଏହାର ପ୍ରଥମ ୟୁନିଟ୍ ହେଉଛି କଣ୍ଟ୍ରୋଲ୍ ୟୁନିଟ୍ ଏବଂ ଦ୍ୱିତୀୟ ୟୁନିଟ ହେଉଛି ବାଲାଟ୍ ୟୁନିଟ୍। ଏହାର କଣ୍ଟ୍ରୋଲ୍ ୟୁନିଟ୍ ମତଦାନ ଦାୟିତ୍ୱରେ ରହିଥିବା ଅଧିକାରୀଙ୍କ ପାଖରେ ରହିଥାଏ।

3/6

ବାଲାଟ୍ ୟୁନିଟ୍ ହେଉଛି ସେହି ମେସିନ ଯାହା ମାଧ୍ୟମରେ ଭୋଟର ବଟନ୍ ଦବାଇ ଭୋଟ୍ ଦେଇଥାନ୍ତି। ଆପଣଙ୍କୁ କହିରଖୁଛୁ ଯେ ଉଭୟ କଣ୍ଟ୍ରୋଲ୍ ୟୁନିଟ୍ ଏବଂ ବାଲାଟ ୟୁନିଟ୍ ପରସ୍ପର ସହିତ ସଂଯୁକ୍ତ ହୋଇଥାନ୍ତି।

 

4/6

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ନିର୍ବାଚନ ଆୟୋଗ ରିପୋର୍ଟ ଅନୁଯାୟୀ କଣ୍ଟ୍ରୋଲ୍ ୟୁନିଟ୍ ମେମୋରୀ ମଧ୍ୟରେ ୧୦୦ ବର୍ଷ କିମ୍ବା ଏହା ଠାରୁ ଅଧିକ ସମୟ ପାଇଁ ନିର୍ବାଚନ ଫଳାଫଳ ସଂରକ୍ଷିତ କରି ରଖାଯାଇ ପାରିବ।

5/6

  ନିର୍ବାଚନ ସହ ଜଡ଼ିତ ଡାଟା ଯେ ପର୍ଯ୍ୟନ୍ତ ଡିଲିଟ୍ ନ କରାଯାଇଛି କିମ୍ବା ହଟା ନ ଯାଇଛି ସେ ପର୍ଯ୍ୟନ୍ତ ନିର୍ବାଚନ ଫଳାଫଳ ଇଭିଏମ୍ ମେମୋରୀ ମଧ୍ୟରେ ଗଚ୍ଛିତ ହୋଇ ରହିଥାଏ।

6/6

ନିର୍ବାଚନ ପରେ ଯଦି କୌଣସି ପ୍ରାର୍ଥୀ ଫଳାଫଳ ସମ୍ପର୍କରେ ଅଦାଲତରେ କୌଣସି ଆବେଦନ କରନ୍ତି ନାହିଁ, ତାହେଲେ ସେହି ଆସନରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଭିଏମ୍ ମେସିନ୍ ଅନ୍ୟତ୍ର ବ୍ୟବହାର ପାଇଁ ପଠାଇ ଦିଆଯାଏ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link