Mohan Charan Majhi Networth: ଜାଣିଛନ୍ତି କି ଆମ ମୁଖ୍ୟମନ୍ତ୍ରୀ କେତେ ଧନୀ, କେତେ ଟଙ୍କା କରିଛନ୍ତି ଋଣ

ବର୍ତ୍ତମାନ ରାଜ୍ୟରେ ବିଜେପି ଶାସନ ଜାରି ରଖିଛି। ପ୍ରଥମ ଥର ପାଇଁ ରାଜ୍ୟରେ କ୍ଷମତାକୁ ଆସିଛି ବିଜେପି। କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ପ୍ରଦାନ କରିଛି ଦଳ।

Prabhudatta Moharana Mon, 19 Aug 2024-1:37 pm,
1/7

ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଢିଛି। ବିଜେପି ପକ୍ଷରୁ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରିଛି। 

2/7

ତେବେ MyNeta.info ତଥ୍ୟ ଅନୁସାରେ ବିଧାନ ନିର୍ବାଚନ ସମୟରେ ନିର୍ବାଚନ ଆୟୋଗଙ୍କୁ ଶ୍ରୀ ମାଝି ତାଙ୍କର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତି ତଥା ଧନ ସମ୍ପର୍କିତ ତଥ୍ୟ ପ୍ରଦାନ କରିଥିଲେ। 

3/7

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ସ୍ନାତକ ବୋଲି ସେ ନିର୍ବାଚନ ଆୟୋଗଙ୍କୁ ଦର୍ଶାଇଛନ୍ତି। 

4/7

ସେହିପରି ସ୍ଥାବର ଅସ୍ଥାବର ସମ୍ପତିକୁ ମିଶାଇଲେ ତାଙ୍କର ମୋଟ ୧.୯୭ କୋଟି ଟଙ୍କାର ସମ୍ପତ୍ତି ରହିଥିବା ସୂଚନା ରହିଛି। 

5/7

ସେହିପରି ସେ ୯୫.୫୮ ଲକ୍ଷ ଟଙ୍କାର ଋଣ କରିଛନ୍ତି। 

6/7

ପତ୍ନୀଙ୍କ ନାଁରେ ଏସବିଆଇରେ ଏକ ଏଫଡି ରହିଛି। ସେହିପରି ଭିନ୍ନ ଭିନ୍ନ ବ୍ୟାଙ୍କରେ ଉଭୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ତାଙ୍କ ପତ୍ନୀଙ୍କ ନାଁରେ ୯ଟି ବ୍ୟାଙ୍କ ଖାତା ରହିଛି। 

7/7

୯ଟି ବ୍ୟାଙ୍କ ଖାତାରେ ୧୦.୯୨ ଲକ୍ଷ ଟଙ୍କା ଜମା ରହିଥିବା ଜଣାଯାଇଛି। ସେହିପରି ପତ୍ନୀଙ୍କ ନାଁରେ ଥିବା ଫିକ୍ସଡ ଡିପୋଜିଟ ୫୧ ଲକ୍ଷ ଟଙ୍କାର ବୋଲି ପ୍ରଦତ୍ତ ସୂଚନାରୁ ଜଣାଯାଇଛି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link