Karma Film 2024: କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ବି ଚହଳ ପକାଉଛି ଫିଲ୍ମ`କର୍ମ`

Karma Film 2024: ଦଶହରା ଉପଲକ୍ଷେ ଗତ ୯ତାରିଖରେ ରିଲିଜ ହୋଇଛି ଫିଲ୍ମ କର୍ମ। ଦଶହରା ବଜାରରେ ସୁନାମି ଆଣିଦେଇଛି ଫିଲ୍ମ କର୍ମ । ବୁକ୍‌ ମାଇଁ ସୋ`ରେ କର୍ମ ଟ୍ରେଣ୍ଡିଂରେ ଅଛି ।ରାଜ୍ୟର ବିଭିନ୍ନ ହଲରେ ହାଉସ୍ ଫୁଲ ଚାଲିଛି ଫିଲ୍ମ କର୍ମର ସୋ` । ଖାଲି କର୍ମ ନୁହଁ ପୂଜା ଅବସରରେ ରିଲିଜ୍ ହୋଇଥିବା ସବୁ ଓଡ଼ିଆ ସିନେମା ଦର୍ଶକଙ୍କ ହୃଦୟ ଜିତିଛି । ସୋସିଆଲ ମିଡିଆରେ ଏନେଇ ରିଭ୍ୟୁ ରଖୁଛନ୍ତି ଅନେକ ଦର୍ଶକ । କିନ୍ତୁ ସବୁଠାରୁ ଆଗରେ ରହିଛି ଫିଲ୍ମ କର୍ମ। କେବଳ ଆମ ରାଜ୍ୟ ନୁହେଁ ରାଜ୍ୟ ବାହାରେ ବି ରିଲିଜ ହେଉଛି ଫିଲ୍ମ କର୍ମ। ତେବେ ଆସନ୍ତୁ ଜାଣିବା କେଉଁ ସହରରେ ରିଲିଜ ହେଉଛି ଫିଲ୍ମ କର୍ମ।

Rashmita Sahoo Sat, 12 Oct 2024-5:30 pm,
1/5

ଦିଲ୍ଲୀରେ ବି କର୍ମ ର କ୍ରେଜ

2/5

ବେଙ୍ଗାଲୁରୁରେ ହାଉସଫୁଲ ହେଲା କର୍ମ

3/5

ପୁଣେରେ ଓଡ଼ିଆ ଲୋକଙ୍କ ମଧ୍ୟରେ କର୍ମ କ୍ରେଜ

4/5

ହାଇଦ୍ରାବାଦ ରେ ବି ରିଲିଜ ହେଲା ଫିଲ୍ମ କର୍ମ

5/5

ମାୟା ନଗରୀ ମୁମ୍ବାଇରେ ରିଲିଜ ହେଲା ଫିଲ୍ମ କର୍ମ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link