Puri Durga Puja: ଝଲସୁଛି ଶ୍ରୀକ୍ଷେତ୍ର, ଗୋଟିଏ କ୍ଲିକ୍ ରେ ବୁଲନ୍ତୁ ସବୁ ଦୁର୍ଗାପୂଜା ମଣ୍ଡପ

Puri Durga Puja: ଦୁର୍ଗା ପୂଜା ଆଶ୍ୱିନ ମାସରେ ହିନ୍ଦୁମାନେ ପାଳନ କରୁଥିବା ଏକ ଉତ୍ସବ । ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ । ଜନ୍ମାଷ୍ଟମୀ ଅବସରରେ ନଦୀରୁ ମାଟି ଉଦ୍ଧାର କରାଯାଏ,ଯାହା ଦଶହରାର ପ୍ରଥମ ବିଧି।ଏହା ପରେ କାରିଗରମାନେ ମୂର୍ତ୍ତି ଗଠନରେ ବ୍ୟସ୍ତ ରହନ୍ତି । ପବିତ୍ର ମହାଳୟା ଅବସରରେ ମା’ଙ୍କ ମୃଣ୍ମୟ ମୂର୍ତ୍ତିରେ ଖଡ଼ି ଚଢାଯାଏ । ମହାଳୟାଠାରୁ ପ୍ରକୃତ ଦୁର୍ଗାପୂଜା ଆରମ୍ଭ ହୁଏ । କାରଣ ଏହି ଦିନଠାରୁ ଦୁର୍ଗାପୂଜା ମଧ୍ୟରେ ୧୦ ଦିନ ସମୟ ରହିଥାଏ, ଯାହା ପୁରାଣ ଶାସ୍ତ୍ରରେ ଦଶହରା ବୋଲି କୁହାଯାଇଛି । ପ୍ରକୃତ ପୂଜାବିଧି ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଦେଖିବାକୁ ମିଳେ । ତେବେ ଆଜି ହେଉଛି ମହାଷ୍ଟମୀ ପୂଜା। ତେଣୁ ପୀଠେ ନବମୀ ପୂଜା ଚାଲିଥିବା ବେଳେ ମଣ୍ଡପରେ ଅଷ୍ଟମୀ ପୂଜା ଚାଲିଛି।

Rashmita Sahoo Fri, 11 Oct 2024-2:08 pm,
1/7

ବନଦୁର୍ଗା, ଚକ୍ରକୋଟ

2/7

ବାସେଳି ସାହି

3/7

ଗୁଡିଆ ସାହି

4/7

କାକୁଡିଖାଇ

5/7

ମହାନେତଶ୍ୱରୀ ହରଚଣ୍ଡି ସାହି

6/7

ମାର୍କେଟ ଛକ

7/7

ତେଇପୁରା ସୁନ୍ଦରୀ 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link