Ratha Khala Halchal 2024: ତିନିରଥର ସମସ୍ତ ଚକ ନିର୍ମାଣ କାର୍ଯ୍ୟ ଶେଷ ,ଦେଖନ୍ତୁ କିଛି ଝଲକ୍

Puri News: ପାଖେଇ ଆସୁଛି ରଥଯାତ୍ରା । ଏନେଇ ଚଳଚଞ୍ଚଳ ହୋଇପଡିଛି ରଥ ଖଳା। ରଥ ନିର୍ମାଣରେ ଲାଗିପଡିଛନ୍ତି କାରିଗର। କାହାରି ହାତକୁ ତର ନାହିଁ। ତେବେ, ଏହାରି ମଧ୍ୟରେ ତିନିରଥର ସମସ୍ତ ଚକ ନିର୍ମାଣ ଶେଷ ହୋଇଛି। ଦେଖନ୍ତୁ କିଛି ଝଲକ୍...

Narmada Behera Mon, 10 Jun 2024-12:14 pm,
1/5

ତିନିରଥର ସମସ୍ତ ଚକ ନିର୍ମାଣ ଶେଷ ହୋଇଛି।  

2/5

ପାଞ୍ଚ ଦଣ୍ଡାରେ ଚଉପଟ କାର୍ଯ୍ୟ ଜାରି ରହିଥିବା  ବେଳେ ପୋଲ ଗୟକ ଚିରଟ କାର୍ଯ୍ୟ ମଧ୍ଯ ଚାଲୁ ରହିଛି।

3/5

ତେବେ,ପରମ୍ପରା ଅନୁସାରେ ସ୍ନାନ ପୂର୍ଣ୍ଣିମାକୁ ତିନି ରଥର ଚକ, ଅଖ ଏବଂ ଦଣ୍ଡା ସଂଯୋଗ ହୋଇ ଗରଗରା ଉପରେ ଚାରି ନାହାକା ଉଠିଥାଏ। 

4/5

ଏହାକୁ ଦୃଷ୍ଟିରେ ରଖି ଆଗେଇ ଚାଲିଛି ରଥନିର୍ମାଣ କାମ । 

5/5

୩ ରଥର ତିନି ଭୁଇଁ ନିର୍ମାଣ ପାଇଁ ୧୨ଟି ଲେଖାଏଁ ଭୁଇଁଚଉତା କାଠର ବିନ୍ଧ କାର୍ଯ୍ୟ ସରିଛି। 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link