Top 5 South Movies: ବଲିଉଡକୁ ପଛରେ ପକାଇଛି ସାଉଥର ଏହି ୫ ଟି ଫିଲ୍ମ, ଚାହିଁଲେନି ବି କରିପାରିବେନି ରି-ମେକ୍

South Movies Remake News In Odia: ଗତ କିଛିବର୍ଷ ହେଲା ବଲିଉଡର ପ୍ରତିଟି ଫିଲ୍ମକୁ ମାତ୍ ଦେଉଛି ସାଉଥ ସିନେମା । ସାଉଥ ସିନେମାର ଏମିତି ଅନେକ ଫିଲ୍ମ ଅଛି ଯାହାର ବେଧଡକ ଭାବେ ବଲିଉଡ ନିଜ ଇଣ୍ଡଷ୍ଟ୍ରିରେ ରିମେକ୍ କରି ଜବରଦସ୍ତ ଇନକମ ମଧ୍ୟ କରିଛି। ହେଲେ ସାଉଥ ଇଣ୍ଡଷ୍ଟ୍ରୀର ଏମିତି କିଛି ଫିଲ୍ମ ଅଛି ଯାହାକୁ ବଲିଉଡ କେବେ ରିମେକ କରିପାରିବ ନାହିଁ।କାରଣ ଦୁଇ ପ୍ରକାରର ଅଛି...ପ୍ରଥମତଃ କାହାଣୀ ଓ ଷ୍ଟାରକାଷ୍ଟ, ଦ୍ୱିତୀୟଟି ହେଉଛି ବଜେଟ ।

Sun, 30 Apr 2023-9:48 pm,
1/5

ପ୍ରଭାସଙ୍କ ଅଭିନୀତ ଫିଲ୍ମ ବାହୁବଳୀ ଫିଲ୍ମର ବଲିଉଡ ରିମେକ କରିବା ଏକ ମସ୍ତବଡ଼ ଭୁଲ ସାବ୍ୟସ୍ତ ହେବ। ବାହୁବଳୀ ଫିଲ୍ମର ଷ୍ଟାରକାଷ୍ଟ ଠାରୁ ଆରମ୍ଭ କରି କାହାଣୀ ପର୍ଯ୍ୟନ୍ତ ସବୁ କିଛିକୁ ତିଆରି କରିବାକୁ ହେଲେ ସମୟ ସହିତ ଧୈର୍ଯ୍ୟ ଦରକାର ପଡ଼ିପାରେ।

2/5

ସାଉଥ ଫିଲ୍ମ Bimbisara ଫିଲ୍ମର ରିମେକ କରିବାକୁ ହେଲ ବଲିଉଡକୁ ଶହେ ଥର ଭାବିବାକୁ ପଡ଼ିପାରେ। ଏହି ଫିଲ୍ମ ଅରିଜିନାଲି ତେଲୁଗୁ ଫିଲ୍ମ ଅଟେ ଯେଉଁଥିରେ ଆକ୍ଟର ନନ୍ଦମୂରି କଲ୍ୟାଣ ରାମ ରାଜା ବିମ୍ବିଶାରାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି।

3/5

ରକିଙ୍ଗ ଷ୍ଟାର ୟଶଙ୍କ ଫିଲ୍ମ କେଜିଏଫ୍ ଚଳଚ୍ଚିତ୍ରର ରିମେକ୍ କରିବା ମୂର୍ଖତା ବୋଲି ପ୍ରମାଣିତ ହୋଇପାରେ । ୟଶଙ୍କ ଫିଲ୍ମ ହିନ୍ଦୀରେ ବକ୍ସ ଅଫିସରେ ମଧ୍ୟ ବହୁତ ଟଙ୍କା ରୋଜଗାର କରିଛି ।

4/5

ପୋନିୟିନ୍ ସେଲଭାନ୍ ସିରିଜର ଏକ ହିନ୍ଦୀ ରିମେକ୍ କରିବା ଏକ ଭୁଲ ନିଷ୍ପତ୍ତି ହୋଇପାରେ । ମଣି ରତ୍ନାମଙ୍କ ପିରିୟଡିକ୍ ଡ୍ରାମା ଚଳଚ୍ଚିତ୍ର ହିନ୍ଦୀରେ ପୂର୍ବରୁ ରହିଅଛି। ଏହାର ହିନ୍ଦୀ ରିମେକ କରିବା ଦ୍ୱାରା ଭୁଲ ହୋଇପାରେ।

5/5

ଅରିଜିନାଲ କନ୍ନଡ ଫିଲ୍ମ କାନ୍ତାରା ଫିଲ୍ମ ରିମେକ୍ କରିବା ବଲିଉଡ ପାଇଁ ଆଦୌ ସହଜ ହେବ ନାହିଁ। କନ୍ନଡ ପରମ୍ପରାର ଭୁତା କୋଲା ମହୋତ୍ସବ କାନ୍ତାରା ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଛି 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link