ଶ୍ରୀମନ୍ଦିରକୁ ତିନି ସେଟ୍ ସୁନା `ଚନ୍ଦ୍ର-ସୂର୍ଯ୍ଯ` ଦାନ କଲେ ପଦ୍ମଚରଣ

ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ (Nagarjuna Besha)ଓ ଅନ୍ଯ କେତେକ ନିର୍ଦ୍ଦିଷ୍ଟ ବେଶରେ ସୂବର୍ଣ୍ଣର ଚନ୍ଦ୍ର-ସୂର୍ଯ୍ଯ ଲାଗି ହୋଇଥାଏ। ୨୬ ବର୍ଷ ପରେ ୨୦୨୦ ନଭେମ୍ବର ୨୭ରେ ମହାପ୍ରଭୁ (Lord Jagannath)ଙ୍କ ନାଗାର୍ଜୁନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। କିନ୍ତୁ କୋରୋନା (Coronavirus) କଟକଣା ଯୋଗୁଁ ଭକ୍ତଙ୍କ ମନ୍ଦିର ପ୍ର

ଶଙ୍କର୍ଷଣ ବାଘ Jan 10, 2021, 23:38 PM IST
1/3

ଭୁବନେଶ୍ୱରର ଜଣେ ଦାତା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର (Srimandir) କୁ ଦାନ କଲେ ତିନି ସେଟ୍ ସୁବର୍ଣ୍ଣର ଚନ୍ଦ୍ର-ସୂର୍ଯ୍ଯ (chandra surjya)। 

2/3

ତିନି ସେଟ୍ ଚନ୍ଦ୍ର-ସୂର୍ଯ୍ଯରେ ପ୍ରାୟ ୩୧୯ଗ୍ରାମ ଓଜନର ସୂନା ଓ ୮୨୨ଗ୍ରାମ ଓଜନରରୂପା ବ୍ଯବହାର ହୋଇଥିବା ଜଣାପଡିଛି। 

3/3

ଭୁବନେଶ୍ବରର ପଦ୍ମଚରଣ ପାତ୍ର ନାମକ ଏହି ଦାତା ଜଣକ ପରିବାର ସହ ଶ୍ରୀମନ୍ଦିର କାର୍ଯ୍ଯାଳୟକୁ ଆସି ରବିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚନ୍ଦ୍ର-ସୂର୍ଯ୍ଯ ପ୍ରଦାନ କରିଛନ୍ତି ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link